ପଲୱାଲ
Palwal पलवल ਪਾਲ੍ਵਾਲ | |
---|---|
City | |
ଦେଶ | ![]() |
ରାଜ୍ୟ | Haryana |
ସରକାର | |
• ପରିଚାଳନା | congress |
କ୍ଷେତ୍ରଫଳ | |
• ମୋଟ | 22.10 km2 (8.53 sq mi) |
Elevation | 199.49 m (654.49 ft) |
ଜନସଂଖ୍ୟା | |
• ମୋଟ | ୧,୦୦,୫୨୮ |
ଭାଷା | |
• ସରକାରୀ | Hindi, Punjabi |
ସମୟ ମଣ୍ଡଳ | UTC+5:30 (IST) |
ପିନ କୋଡ଼ | 121102 |
Telephone code | 01275 |
ଗାଡ଼ି ପଞ୍ଜିକରଣ | HR30 |
Sex ratio | 879 ♂/♀ |
ୱେବସାଇଟ | https://www.facebook.com/BadiChaupar |
ପଲୱାଲ ଏକ ଭାରତୀୟ ପୌରପାଳିକା ଅଟେ । ଏହା ହରିଆଣାର fଅରିଦବଦ୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି[ସମ୍ପାଦନା]
ପଲୱାଲ ୨୮.୧୪୩୩ ଉତ୍ତର ଅକ୍ଷାଂଶ ଓ ୭୭.୩୨୭୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପଲୱାଲ ସହରର ମୋଟ ଜନସଂଖ୍ୟା ୧୦୦୫୨୮ ଅଟେ ।[୨] ସେଥି ମଧ୍ୟରୁ ୫୩.୩୦% ଜଣ ପରୁଷ ହୋଇଥିବା ବେଳେ ୪୬.୭୦% ଜଣ ନାରୀ ଅଟନ୍ତି । ପଲୱାଲର ସାକ୍ଷରତା ହାର ୬୫.୨୦% ଅଟେ । ଏହା ଜାତୀୟ ହାରଠାରୁ ୦.୩୬% ପ୍ରତିଶତ କମ ଅଟେ । ସେଥିରୁ ୩୮.୪୮% ପ୍ରତିଶତ ପୁରୁଷ ଓ ୨୬.୭୧% ନାରୀ ଅଟନ୍ତି । ୧୫.୪୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା[ସମ୍ପାଦନା]
ହିନ୍ଦୀ ପଲୱାଲର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.