ପର୍ଯ୍ୟାୟ (ପର୍ଯ୍ୟାୟ ସାରଣୀ)

The The Madelung energy ordering rule describes the order in which orbitals are arranged by increasing energy according to the Madelung rule. Each diagonal corresponds to a different value of n + l.
ମୌଳିକମାନଙ୍କର ପର୍ଯ୍ୟାୟ ସାରଣୀରେ ମୌଳିକ ଗୁଡ଼ିକୁ ଏପରି ଭାବେ ଧାଡ଼ିରେ (ବା ପର୍ଯ୍ୟାୟରେ) ସଜା ହୋଇଥାଏ ଯେପରିକି ସମଧର୍ମୀ ମୌଳିକ ଗୁଡ଼ିକ ଗୋଟିଏ ଶ୍ରେଣୀରେ ଦେଖାଯିବେ ।