ପରମାଣୁ

ଉଇକିପିଡ଼ିଆ‌ରୁ
ହିଲିଅମ ପରମାଣୁ
Helium atom ground state.
Helium atom ground state.
An illustration of the helium atom, depicting the nucleus (pink) and the electron cloud distribution (black). The nucleus (upper right) in helium-4 is in reality spherically symmetric and closely resembles the electron cloud, although for more complicated nuclei this is not always the case. The black bar is one angstrom (୧୦−୧୦ମି or ୧୦୦pm).
ବିଭକ୍ତିକରଣ
ରାସାୟନିକ ମୌଳିକର ଗୁଣ ଧାରଣ କରୁଥିବା କ୍ଷୁଦ୍ରତମ ଅଂଶ
ଗୁଣ-ଧର୍ମ
ବସ୍ତୁତ୍ଵ ସୀମା: ୧.୬୭×୧୦−୨୭ ରୁ ୪.୫୨×୧୦−୨୫kg ଯାଏଁ
ବୈଦୁତିକ ଚାର୍ଜ: ଶୁନ (neutral), କିମ୍ବା ଆୟନ ଚାର୍ଜ
ବ୍ୟାସ ସୀମା: ୬୨ pm (He) ରୁ ୫୨୦ pm (Cs) (କିଛି ଅଧିକ ତଥ୍ୟ)
ଅବପରମାଣବିକ କଣିକା: ପ୍ରୋଟୋନନିଉଟ୍ରନକୁ ନେଇ ଗଠିତ ନ୍ୟୁକ୍ଳିଅସ ଓ ତା'ଚାରିପଟେ ଥିବା ଇଲେକ୍‌ଟ୍ରୋନର ବାଦଲ

ରାସାୟନିକ ମୌଳିକ କିମ୍ବା ଏହାର ସମସ୍ଥାନିକ ଗୁଡ଼ିକର କ୍ଷୁଦ୍ରତମ ଅଂଶକୁ ପରମାଣୁ କୁହାଯାଏ । ଭୂ-ପୃଷ୍ଠର ଅଧିକାଂଶ ବସ୍ତୁ ଏହି ପରମାଣୁ ଗୁଡ଼ିକର ସମାହାରରେ ଗଢ଼ା । ଏହାର ଆକାରକୁ ପିକୋମିଟରରେ ମପା ଯାଇଥାଏ । [୧]

ନାମ କରଣ[ସମ୍ପାଦନା]

ଇତିହାସ[ସମ୍ପାଦନା]

ସଂରଚନା[ସମ୍ପାଦନା]

ଗୁଣ-ଧର୍ମ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Cross, Edward (2012). The Truth Please!. Xulon Press. pp. 84–. ISBN 978-1-61996-644-4.

ବାହାର ଲିଙ୍କ[ସମ୍ପାଦନା]