ଇଲେକ୍‌ଟ୍ରୋନ

ଉଇକିପିଡ଼ିଆ‌ରୁ
Electron
A glass tube containing a glowing green electron beam
Experiments with a Crookes tube first demonstrated the particle nature of electrons. In this illustration, the profile of the Maltese-cross-shaped target is projected against the tube face at right by a beam of electrons.
ଗଠନElementary particle
ପରିସଂଖ୍ୟାନFermionic
ପିଢୀFirst
ସମ୍ପର୍କGravity, Electromagnetic, Weak
ପ୍ରତୀକError no symbol defined, Error no symbol defined
ପ୍ରତି-କଣିକାPositron (also called antielectron)
TheorizedRichard Laming (1838–1851),
G. Johnstone Stoney (1874) and others.
ଆବିଷ୍କାରJ. J. Thomson (1897)
ବସ୍ତୁତ୍ଵ୯.୧୦୯୮୨୧(40)×୧୦−୩୧kg
୫.୪୮୫୯୯୯୪୬(22)×୧୦−୪u
[୧,୮୨୨.୮୮୮୮୪୫(14)]−1 u
୦.୫୧୦୯୮୨୮(11)MeV/c2
ବୈଦୁତିକ ଚାର୍ଜ−୧e
−୧.୬୦୨୭୬୬୫(35)×୧୦−୧୯C
−୪.୮୦୩୦୪୧(10)×୧୦−୧୦esu
Magnetic moment−1.00115965218076(27) μB
Spin12

ଇଲେକ୍‌ଟ୍ରୋନ (ପ୍ରତୀକ: e-) ହେଉଛି ବିଯୁକ୍ତାତ୍ମକ ଚାର୍ଜ ବିଶିଷ୍ଟ ଏକ ଅବପରମାଣବିକ କଣିକା ।[୧]

ଇଲେକ୍‌ଟ୍ରୋନର କୌଣସି ଉପାଦାନ ଥିବା କଥା ଜଣାନାହିଁ । ଏହାକୁ ସାଧାରଣତଃ ପ୍ରାଥମିକ କଣିକା କୁହାଯାଏ । ଗୋଟିଏ ଇଲେକ୍‌ଟ୍ରୋନର ବସ୍ତୁତ୍ୱ ପ୍ରୋଟୋନ ବସ୍ତୁତ୍ୱର ୧/୧୮୩୬ ଭାଗ ହେଇଥାଏ ।

ଆଧାର[ସମ୍ପାଦନା]

  1. "JERRY COFF". Retrieved 10 September 2010.

ବାହାର ଲିଙ୍କ[ସମ୍ପାଦନା]