ପଠାଣକୋଟ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Pathankot
ਪਠਾਣਕੋਟ
पठानकोट
City
districtpathankot.com
Pathankot
Nickname: 
PTK
CountryIndia
StatePunjab
DistrictPathankot
Named forPathania Rajput
Government
 • TypeMayor-Council
 • BodyMunicipal Corporation
 • MayorAnil Vasudeva
 • Deputy commissionerSukhvinder Singh
 • Member of Parliament (Gurdaspur)Vinod Khanna
 • Rank6
Elevation
331 m (1,086 ft)
Population
 (2011)
 • Total୧,୪୮,୯୩୭
Languages
 • OfficialPunjabi
Time zoneUTC+5:30 (IST)
Pin Code
145001
Telephone code0186
ଯାନବାହାନ ପଞ୍ଚୀକରଣPB-35
Largest cityPathankot
Websitepathankot35.com


ପଠାଣକୋଟ ଏକ ଭାରତୀୟ ପୌର କମିଟି (Municipal Committee) ଅଟେ । ଏହା ପଞ୍ଜାବର ଗୁର୍ଦସ୍ପୁର୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ପଠାଣକୋଟ ୩୨.୨୭୩୧ ଉତ୍ତର ଅକ୍ଷାଂଶ ଓ ୭୫.୬୫୨୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୦୬୬ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପଠାଣକୋଟ ସହରର ମୋଟ ଜନସଂଖ୍ୟା ୧୫୯୫୫୯ ଅଟେ ।[୨] ସେଥି ମଧ୍ୟରୁ ୫୪.୮୪% ଜଣ ପରୁଷ ହୋଇଥିବା ବେଳେ ୪୫.୧୬% ଜଣ ନାରୀ ଅଟନ୍ତି । ପଠାଣକୋଟର ସାକ୍ଷରତା ହାର ୭୬.୯୨% ଅଟେ । ଏହା ଜାତୀୟ ହାରଠାରୁ -୧୨.୦୮% ପ୍ରତିଶତ କମ ଅଟେ । ସେଥିରୁ ୪୪.୧୧% ପ୍ରତିଶତ ପୁରୁଷ ଓ ୩୨.୮୧% ନାରୀ ଅଟନ୍ତି । ୧୧.୪୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ପଞ୍ଜାବୀ ପଠାଣକୋଟର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]