ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, କଳାବୁଦା
ଦେଖଣା
| ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ | |
|---|---|
| ଅବସ୍ଥାନ | |
| କେନ୍ଦ୍ରାପଡ଼ା, ଓଡ଼ିଶା, ଭାରତ | |
| ବିବରଣୀ | |
| Type | ଉଚ୍ଚ ବିଦ୍ୟାଳୟ |
| ପ୍ରତିଷ୍ଠା | ୧୯୯୨ |
| ଅଧ୍ୟକ୍ଷ | ଗୋପବନ୍ଧୁ ମିଶ୍ର[୧] |
| ପ୍ରଧାନ ଶିକ୍ଷକ | ପ୍ରଧାନ ଶକ୍ଷକ |
| କର୍ମଚାରୀ | ୯ |
| ଶିକ୍ଷକଗଣ | ୮ |
| ଶ୍ରେଣୀ | ଅଷ୍ଟମରୁ ଦଶମ |
| Affiliation | ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ |
ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ ଅବସ୍ଥିତ । ଏହା ଉଭୟ ତଳକୁସୁମା ଓ ଗୋବିନ୍ଦପୁର ଗ୍ରାମରେ ଅବସ୍ଥିତ । [୨]
ତଥ୍ୟ
[ସମ୍ପାଦନା]ଏହି ବିଦ୍ୟାଳୟରେ ଷଷ୍ଠରୁ ଦଶମ ଯାଏଁ ପିଲା ପଢନ୍ତି । ଏଠାରେ ମୋଟ ୮ ଜଣ ଶିକ୍ଷକ ଶିକ୍ଷ୍ୟୟତ୍ରୀ ଅଛନ୍ତି ।[୩]
ଇତିହାସ
[ସମ୍ପାଦନା]୧୯୯୨ମସିହାରେ ଏହି ବିଦ୍ୟାଳୟଟି ପ୍ରତିଷ୍ଠା କରାଯାଇଥିଲା ।
ପରିସର ଓ କୋଠାବାଡି
[ସମ୍ପାଦନା]ଏହି ବିଦ୍ୟାଳୟରେ ମୋଟ ଦୁଇଟି ଘର ଅଛି । ଖେଳ ପଡ଼ିଆ ଓ ପାଠାଗାର ଅଛି।[୪]
ବିଦ୍ୟାଳୟ କାର୍ଯ୍ୟକଳାପ
[ସମ୍ପାଦନା]ଖେଳ
[ସମ୍ପାଦନା]ବିଦ୍ୟାଳୟରେ ଖୋ ଖୋ , କ୍ରିକେଟ, ଫୁଟବଲ, କବାଡି ଇତ୍ୟାଦି ଖେଳାଯାଏ । ଏହି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆନ୍ତଜିଲ୍ଲା ଏବଂ ଅନ୍ତରାଜ୍ୟ ସ୍ତରରେ ବିଭିନ୍ନ ଖେଳରେ ଭାଗ ନିଅନ୍ତି ।
କମ୍ପ୍ୟୁଟର ଶିକ୍ଷା
[ସମ୍ପାଦନା]ଜଣାଶୁଣା ଛାତ୍ର
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "ଆର୍କାଇଭ୍ କପି". Archived from the original on 2015-10-07. Retrieved 2015-10-06.
{{cite web}}: Cite has empty unknown parameter:|1=(help) - ↑ "ଆର୍କାଇଭ୍ କପି". Archived from the original on 2015-10-07. Retrieved 2015-10-06.
{{cite web}}: Cite has empty unknown parameter:|1=(help) - ↑ "ଆର୍କାଇଭ୍ କପି". Archived from the original on 2015-10-07. Retrieved 2015-10-06.
{{cite web}}: Cite has empty unknown parameter:|1=(help) - ↑ http://www.icbse.com/schools/panchayat-high-school/21100305303