ନେହା ବମ୍ବ
ଦେଖଣା
ନେହା ବମ୍ବ | |
|---|---|
| ଜନ୍ମ | |
| ବୃତ୍ତି | ଅଭିନେତ୍ରୀ |
| ସକ୍ରିୟ ବର୍ଷ | ୨୦୦୧–୨୦୦୯ |
| ବୈବାହିକ-ସାଥୀ(s) | ରିଶିରାଜ ଜାଭେରୀ (୨୦୦୭ - ୨୦୧୦; ବିବାହ ବିଚ୍ଛେଦ)[୧] କୃଷାନ୍ତ ଗୋରାଗାନ୍ଧୀ (୨୦୧୦ - ଏବେଯାଏଁ) |
| ସନ୍ତାନ | ଇଭାନା ଗୋରାଗାନ୍ଧୀ (ଝିଅ) |
ନେହା ବମ୍ବ ଜଣେ ପୂର୍ବତନ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ କାମ କରିଛନ୍ତି । ସେ ମାଇକାରେ ମାହି ଭୂମିକାରେ ଅଭିନୟ କରିବା ପାଇଁ ଜଣାଶୁଣା, କୈସା ୟେ ପ୍ୟାର୍ ହୈରେ କୃପା ଭୂମିକାରେ ଅଭିନୟ କରିଥିଲେ ।[୨]
ଅଭିନୟ ଜୀବନ
[ସମ୍ପାଦନା]ଅଭିନୀତ କଥାଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ଭୂମିକା | ଭାଷା |
|---|---|---|---|
| ୨୦୦୧ | ଇସ୍କ ହୋ ଗୟା ମେନୁ | କୁଲଜିତ କୌର | ହିନ୍ଦୀ |
| ୨୦୦୩ | ଦିଲ୍ | ନନ୍ଦିନୀ | ତେଲୁଗୁ |
| ୨୦୦୪ | ନୋ | ଅତିଥି କଳାକାର | ହିନ୍ଦୀ |
| ଆତାଡ଼େ ଓକା ସୈନ୍ୟମ୍ | ସ୍ୱାତୀ | ତେଲୁଗୁ | |
| ବନ୍ଧୁ | ତେଲୁଗୁ | ||
| ୨୦୦୬ | ବୋମ୍ମାରିଲୁ | ସୁବଲକ୍ଷ୍ମୀ | ତେଲୁଗୁ |
| ୨୦୦୭ | ପଞ୍ଜାବୀ କୁଡ଼ି | ପୂଜା କୌର | ପଞ୍ଜାବୀ |
| ଦୁବାଇ ସିନୁ | ପୂଜା | ତେଲୁଗୁ |
ଅଭିନୀତ ଧାରାବାହିକ
[ସମ୍ପାଦନା]| ବର୍ଷ | ଧାରାବାହିକ | ଭୂମିକା | ଚ୍ୟାନେଲ୍ | ମନ୍ତବ୍ୟ |
|---|---|---|---|---|
| ୨୦୦୫ | କୈସା ୟେ ପ୍ୟାର୍ ହୈ | କୃପା ଶର୍ମା/ତାନ୍ୟା | ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନ | |
| ୨୦୦୭ | ମାୟକା... ସାଥ୍ ଜିଙ୍ଗଦି ଭର୍ କା | ମାହି | ଜୀ ଟିଭି | ଜୀ ରିସ୍ତେ ପୁରସ୍କାର |
| ଘରେଲୁ ନୁସ୍କେ | ଉପସ୍ଥାପିକା | ଷ୍ଟାର ପ୍ଲସ୍ | ||
| ୨୦୦୯ | ନାଗିନ୍ ୱାଦୋଁ କି ଅଗ୍ନିପରୀକ୍ଷା | ନାଗିନ୍ | ଜୀ ଟିଭି |
ଆଧାର
[ସମ୍ପାଦନା]- ↑ "Neha is excited for her marriage". The Times of India. 7 September 2007. Archived from the original on 4 November 2012. Retrieved 3 December 2010.
- ↑ "Neha's set to tie the knot this year". The Times of India. 13 May 2007. Archived from the original on 4 November 2012. Retrieved 3 December 2010.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ନେହା ବମ୍ବ
- ବଲିଉଡ ହଙ୍ଗାମାରେ ନେହା ବମ୍ବ