Jump to content

ନେଲାରାବାଇନ

ଉଇକିପିଡ଼ିଆ‌ରୁ
ନେଲାରାବାଇନ
Clinical data
Trade namesArranon, Atriance
Synonyms506U78
AHFS/Drugs.commonograph
MedlinePlusa607077
data
Pregnancy
category
  • US: N (Not classified yet)
Routes of
administration
Intravenous
Legal status
Legal status
Pharmacokinetic data
Protein binding<25%
MetabolismBy adenosine deaminase, to 9-β-D-arabinofuranosylguanine
Elimination half-life30 minutes (nelarabine)
3 hours (ara-G)
ExcretionKidney
Identifiers
ECHA InfoCard100.170.768 Edit this at Wikidata
Chemical and physical data
FormulaC11H15N5O5
Molar mass୨୯୭.୨୭ g·mol−1
3D model (JSmol)
  • n2c1c(nc(nc1OC)N)n(c2)[C@@H]3O[C@@H]([C@@H](O)[C@@H]3O)CO
  • InChI=1S/C11H15N5O5/c1-20-9-5-8(14-11(12)15-9)16(3-13-5)10-7(19)6(18)4(2-17)21-10/h3-4,6-7,10,17-19H,2H2,1H3,(H2,12,14,15)/t4-,6-,7+,10-/m1/s1 checkY
  • Key:IXOXBSCIXZEQEQ-UHTZMRCNSA-N checkY
  (verify)

ନେଲାରାବାଇନ (ଇଂରାଜୀ ଭାଷାରେ Nelarabine), ଆରାନନ ଏବଂ ଆଟ୍ରିଆନ୍ସ ଏହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଟି-ସେଲ୍ ଆକ୍ୟୁଟ ଲିମ୍ଫୋବ୍ଲାଷ୍ଟିକ ଲିଉକେମିଆ (T-ALL) ଏବଂ ଟି-ସେଲ୍ ଲିମ୍ଫୋବ୍ଲାଷ୍ଟିକ୍ ଲିମ୍ଫୋମା (T-LBL) ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ [୩] ଯେତେବେଳେ ଅନ୍ୟ ସମସ୍ତ ଚିକିତ୍ସା ଫଳପ୍ରଦ ହୁଏ ନାହିଁ, ସେତେବେଳେ ଏହା ବ୍ୟବହୃତ ହୁଏ ।[୩] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୩]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ଥି ମଜ୍ଜା ଦମନ, ନିଦ୍ରାଳୁ ଭାବ, ମୁଣ୍ଡବିନ୍ଧା, କାଲୁଆ, ଜ୍ୱର, ଫୁଲା ଏବଂ ବାନ୍ତି ହୋଇପାରେ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଦ୍ୱନ୍ଦ୍ୱ, ବାତ, ଟ୍ୟୁମର ଲାଇସିସ୍ ସିଣ୍ଡ୍ରୋମ ଏବଂ ପେରିଫେରାଲ୍ ନିଉରୋପାଥି ଅନ୍ତର୍ଭୁକ୍ତ ହୋଇପାରେ ।[୩] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି କରିପାରେ ।[୩] ଏହା ଏକ ଆଣ୍ଟିମେଟାବୋଲାଇଟ୍ ଯାହା ଗୁଆନାଇନ‌କୁ ବଦଳାଇଥାଏ ଏବଂ ନୂତନ ଡିଏନଏ ତିଆରିରେ ବାଧା ସୃଷ୍ଟି କରିଥାଏ ।[୪]

୨୦୦୫ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ନେଲାରାବାଇନ ଅନୁମୋଦିତ ହୋଇଥିଲା ।[୫] [୪] ଯୁକ୍ତରାଜ୍ୟରେ ୨୫୦ ମିଗ୍ରା ବିଶିଷ୍ଟ ଛଅଟି ଭାଏଲର ମୂଲ୍ୟ୧୩୦୦ ପାଉଣ୍ଡ ଅଟେ ।[୬] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୪୬୦୦ ଡଲାର ଅଟେ ।[୭] ୨୦୨୧ରେ ଯୁକ୍ତରାଷ୍ଟ୍ରରେ ଏହାର ଏକ ଜେନେରିକ୍ ସଂସ୍କରଣ ଅନୁମୋଦିତ ହୋଇଥିଲା । [୮]

ଆଧାର[ସମ୍ପାଦନା]

  1. "Atriance EPAR". European Medicines Agency (EMA). Archived from the original on 12 November 2020. Retrieved 4 December 2020.
  2. "Arranon- nelarabine injection". DailyMed. 11 June 2020. Archived from the original on 17 October 2020. Retrieved 4 December 2020.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Nelarabine Monograph for Professionals". Drugs.com (in ଇଂରାଜୀ). Archived from the original on 6 May 2021. Retrieved 12 November 2021.
  4. ୪.୦ ୪.୧ "Atriance". Archived from the original on 12 November 2020. Retrieved 12 November 2021.
  5. "DailyMed - ARRANON- nelarabine injection". dailymed.nlm.nih.gov. Archived from the original on 17 October 2020. Retrieved 12 November 2021.
  6. BNF 81: March-September 2021. BMJ Group and the Pharmaceutical Press. 2021. p. 960. ISBN 978-0857114105.
  7. "Arranon Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 12 November 2021.
  8. Research, Center for Drug Evaluation and (10 February 2022). "2021 First Generic Drug Approvals". FDA (in ଇଂରାଜୀ). Archived from the original on 21 June 2022. Retrieved 22 October 2022.