ନେଲଫିନାଭିର
Clinical data | |
---|---|
Trade names | Viracept |
AHFS/Drugs.com | monograph |
MedlinePlus | a697034 |
data |
|
Routes of administration | By mouth |
Legal status | |
Legal status |
|
Pharmacokinetic data | |
Bioavailability | Uncertain; increases when taking with food[୧] |
Protein binding | >98% |
Metabolism | Liver by CYP including CYP3A4 and CYP2C19 |
Elimination half-life | 3.5–5 hours |
Excretion | feces (87%), urine (1–2%) |
Identifiers | |
| |
Chemical and physical data | |
Formula | C32H45N3O4S |
Molar mass | ୫୬୭.୭୯ g·mol−1 |
3D model (JSmol) | |
Melting point | 349.94 °C (661.89 °F) |
| |
| |
(verify) |
ନେଲଫିନାଭିର (ଇଂରାଜୀ ଭାଷାରେ Nelfinavir/ NFV), ଭାଇରାସେପ୍ଟ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଏଚଆଇଭି/ଏଡସ ରୋଗର ଚିକିତ୍ସା କରିବା ପାଇଁ ବ୍ୟବହୃତ ହୁଏ ।[୨] ଏହା ଅନ୍ୟାନ୍ୟ ଔଷଧ ସହିତ ଏକତ୍ର ବ୍ୟବହୃତ ହୁଏ ।[୨] ଏହା ପ୍ରଥମ ଧାଡ଼ିର ଚିକିତ୍ସା ନୁହେଁ ।[୨] ଏହା ପାଟିରେ ଦିଆଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଅଇ ଏବଂ ରାସ ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତ ଶର୍କରା ଏବଂ ଶରୀରର ଚର୍ବିରେ ପରିବର୍ତ୍ତନ ହୋଇପାରେ ।[୨] ଗର୍ଭାବସ୍ଥାରେ କୌଣସି ନିର୍ଦ୍ଦିଷ୍ଟ କ୍ଷତି ନଥିବାବେଳେ ଏହାଠାରୁ ଉନ୍ନତ ବିକଳ୍ପ ଉପଲବ୍ଧ ମିଳୁଛି ।[୩] ଏହା ଏକ ଏଚ୍.ଆଇ.ଭି ପ୍ରୋଟିଏଜ ଇନହିବିଟର ।[୨]
ନେଲଫିନାଭିର ୧୯୯୨ ମସିହାରେ ପେଟେଣ୍ଟ ହୋଇଥିଲେ ଏବଂ ୧୯୯୭ରେ ଡାକ୍ତରୀ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୪] ୧୯୯୮ରେ ୟୁରୋପରେ ଏହା ଅନୁମୋଦିତ ହୋଇଥିବାବେଳେ ପରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିଲା ।[୫] ଯୁକ୍ତରାଷ୍ଟ୍ରରେ ଏହାର ଚିକିତ୍ସା ପିଛା ୨୦୨୧ ସୁଦ୍ଧା ମାସକୁ ପ୍ରାୟ ୧୨୦୦ ଡଲାର ଖର୍ଚ୍ଚ ହୁଏ ।[୬]
ଆଧାର
[ସମ୍ପାଦନା]- ↑ "Viracept (nelfinavir mesylate) Tablets and Oral Powder, for Oral Use. Full Prescribing Information" (PDF). ViiV Healthcare Company. Research Triangle Park, NC 27709. Archived (PDF) from the original on 4 March 2016. Retrieved 23 November 2015.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Nelfinavir Monograph for Professionals". Drugs.com (in ଇଂରାଜୀ). Archived from the original on 23 January 2021. Retrieved 12 November 2021.
- ↑ "Nelfinavir (Viracept) Use During Pregnancy". Drugs.com (in ଇଂରାଜୀ). Archived from the original on 23 January 2021. Retrieved 12 November 2021.
- ↑ Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 510. ISBN 9783527607495. Archived from the original on 2021-05-24. Retrieved 2021-04-24.
- ↑ "Viracept". Archived from the original on 23 October 2020. Retrieved 12 November 2021.
- ↑ "Nelfinavir Prices, Coupons & Savings Tips - GoodRx". GoodRx. Retrieved 12 November 2021.