Jump to content

ନେଟୁପିଟାଣ୍ଟ/ପାଲୋନୋସେଟ୍ରନ

ଉଇକିପିଡ଼ିଆ‌ରୁ
ନେଟୁପିଟାଣ୍ଟ/ପାଲୋନୋସେଟ୍ରନ
Combination of
NetupitantNK1 receptor antagonist
Palonosetron5-HT3 receptor antagonist
Clinical data
Trade namesAkynzeo
AHFS/Drugs.commonograph
MedlinePlusa614053
data
Pregnancy
category
    Routes of
    administration
    By mouth, intravenous
    Legal status
    Legal status
    • AU: S4 (Prescription only)
    • UK: POM (Prescription only) []
    • US: ℞-only
    • EU: Rx-only []
    • ℞ (Prescription only)

    ନେଟୁପିଟାଣ୍ଟ/ପାଲୋନୋସେଟ୍ରନ (ଇଂରାଜୀ ଭାଷାରେ Netupitant/palonosetron), ଆକିନଜେଓ ଏହାରଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ତୀବ୍ର ଏବଂ ବିଳମ୍ବିତ କେମୋଥେରାପି ଜନିତ ଅଇ ଏବଂ ବାନ୍ତି ରୋକିବା ପାଇଁ ବ୍ୟବ‌ହୃତ ହୁଏ ।[] ଏହା ପାଟିରେ ଦିଆଯାଏ | [] ଏହା ଡେକ୍ସାମେଥାଜୋନ ସହିତ ବ୍ୟବହୃତ ହୁଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, କୋଷ୍ଠକାଠିନ୍ୟ ଏବଂ ଥକାପଣ ହୋଇପାରେ ।[] ସାମାନ୍ୟରୁ ମଧ୍ୟମ ଯକୃତ କିମ୍ବା ବୃକ୍କ‌କ ଜନିତ ସମସ୍ୟା ଥିଲେ ଔଷଧ ମାତ୍ରା ସଜାଡିବା ଆବଶ୍ୟକ ନାହିଁ ।[] ଗର୍ଭାବସ୍ଥାରେ ବ୍ୟବହାର ସୁପାରିଶ କରାଯାଏ ନାହିଁ ।[] ନେଟୁପିଟାଣ୍ଟ ହେଉଛି ଏକ ଏନ‌କେ ଅଭିଗ୍ରାହକ ଅବରୋଧକ ଏବଂ ପାଲୋନୋସେଟ୍ରନ୍ ହେଉଛି ୫-ଏଚଟି ଅଭିଗ୍ରାହକ ଅବରୋଧକ | []

    ଏହି ମିଶ୍ରଣକୁ ୨୦୧୪ ମସିହାରେ ଯୁକ୍ତରାଷ୍ଟ୍ର ଏବଂ ୨୦୧୫ରେ ୟୁରୋପରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦନ କରାଯାଇଥିଲା ।[] [] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏକ ମାତ୍ରାର ମୂଲ୍ୟ ପ୍ରାୟ ୭୦ ପାଉଣ୍ଡ ଅଟେ ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୬୮୦ ଡଲାର ଅଟେ ।| []

    1. 1 2 "Netupitant / palonosetron (Akynzeo) Use During Pregnancy". Drugs.com. 22 October 2018. Archived from the original on 19 December 2019. Retrieved 19 March 2020.
    2. "Fosnetupitant / palonosetron (Akynzeo for Injection) Use During Pregnancy". Drugs.com. 22 October 2018. Archived from the original on 19 March 2020. Retrieved 19 March 2020.
    3. "Akynzeo 300 mg/0.5 mg hard capsules - Summary of Product Characteristics (SmPC)". (emc). 11 February 2020. Archived from the original on 19 March 2020. Retrieved 19 March 2020.
    4. 1 2 3 4 "Akynzeo EPAR". European Medicines Agency (EMA). 19 March 2020. Archived from the original on 19 March 2020. Retrieved 19 March 2020.
    5. 1 2 3 4 5 "Netupitant/Palonosetron Monograph for Professionals". Drugs.com (in ଇଂରାଜୀ). Archived from the original on 28 January 2021. Retrieved 12 November 2021.
    6. 1 2 BNF 81: March-September 2021. BMJ Group and the Pharmaceutical Press. 2021. p. 456. ISBN 978-0857114105.
    7. "Akynzeo Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 19 April 2021. Retrieved 12 November 2021.