ନିମେସୁଲାଇଡ

ଉଇକିପିଡ଼ିଆ‌ରୁ
ନିମେସୁଲାଇଡ
Clinical data
AHFS/Drugs.comInternational Drug Names
Routes of
administration
By mouth, rectal, topical
Legal status
Legal status
  • AU: S4 (Prescription only)
  • prescription only
Pharmacokinetic data
Protein binding>97.5%
MetabolismLiver
Elimination half-life1.8–4.7h
ExcretionKidney (50%), fecal (29%)
Identifiers
  • N-(4-Nitro-2-phenoxyphenyl)methanesulfonamide
ECHA InfoCard100.052.194 Edit this at Wikidata
Chemical and physical data
FormulaC13H12N2O5S
Molar mass୩୦୮.୩୧ g·mol−1
3D model (JSmol)
  • [O-][N+](=O)c2cc(Oc1ccccc1)c(cc2)NS(=O)(=O)C
  • InChI=1S/C13H12N2O5S/c1-21(18,19)14-12-8-7-10(15(16)17)9-13(12)20-11-5-3-2-4-6-11/h2-9,14H,1H3 checkY
  • Key:HYWYRSMBCFDLJT-UHFFFAOYSA-N checkY
  (verify)

ନିମେସୁଲାଇଡ ହେଉଛି ଏକ ନନଷ୍ଟେରଏଡାଲ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଔଷଧ (NSAID) ଯାହା ତୀବ୍ର ଯନ୍ତ୍ରଣା ଏବଂ ଋତୁଶୂଳ (ବେଦନା ଦାୟକ ଋତୁସ୍ରାବ) ପାଇଁ ବ୍ୟବହୃତ ହୁଏ ।[୧] [୨] ୧୫ ଦିନରୁ କମ୍ ସମୟ ପାଇଁ ଏହାକୁ ବ୍ୟବହାର କରିବାକୁ ସୁପାରିଶ କରାଯାଏ ।[୧] ଅନ୍ୟାନ୍ୟ ଏନଏସଆଡି ଅପେକ୍ଷା ଅଧିକ ଉପକାର ମିଳିବାର କୌଣସି ପ୍ରମାଣ ନାହିଁ ବରଂ ଅଧିକ ପାର୍ଶ୍ୱ ପ୍ରତିକ୍ରିୟା ହେତୁ ଏହାକୁ ଦ୍ୱିତୀୟ ଧାଡ଼ି ଚିକିତ୍ସା ଭାବରେ ବିବେଚନା କରାଯାଏ ।[୩] [୧]

ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା ସୃଷ୍ଟି ହୋଇପାରେ ଯାହା ଯକୃତ ପ୍ରତିରୋପଣ ଆବଶ୍ୟକ କରେ ନ‌ଚେତ ମୃତ୍ୟୁ ହୋଇପାରେ ।[୩] [୧] [୪] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ପାକସ୍ଥଳୀ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ ।[୧] ଏହି ସମସ୍ୟା ଅନ୍ୟାନ୍ୟ ଏନଏସଆଡି ଗୁଡ଼ିକ ଅପେକ୍ଷା ଅଧିକ ହାରରେ ସୃଷ୍ଟି ହୋଇପାରେ ।[୩] ଏହା ମୁଖ୍ୟତଃପ୍ରୋଷ୍ଟାଗ୍ଲାଣ୍ଡିନ୍ ତିଆରି କରୁଥିବା କ‌କ୍ସ-୨ (COX-2)କୁ ଅବରୋଧ କରି କାର୍ଯ୍ୟକ୍ଷମ ହୋଇଥାଏ ।[୫]

୧୯୮୫ ମସିହାରୁ ୟୁରୋପର କିଛି ଅଂଶରେ ଚିକିତ୍ସା ବ୍ୟବହାର ପାଇଁ ଏହା ଅନୁମୋଦିତ ହୋଇଛି ।[୧] ଯୁକ୍ତରାଷ୍ଟ୍ର, ଯୁକ୍ତରାଜ୍ୟ, କାନାଡ଼ା, ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ ଓ ଜାପାନରେ ଏହା କଦାପି ବ୍ୟବ‌ହାର କରାଯାଇ ନାହିଁ ।[୩] ସ୍ପେନ୍, ଆୟର୍ଲାଣ୍ଡ ଏବଂ ଫିନଲ୍ୟାଣ୍ଡ ସମେତ ଅନେକ ଦେଶରେ ଅନୁମୋଦନ ପ୍ରତ୍ୟାହାର କରାଯାଇଛି। [୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Nimesulide". European Medicines Agency. 2012. Archived from the original on 22 October 2020. Retrieved 27 October 2020.
  2. "Nimesulide". Drugs.com (in ଇଂରାଜୀ). Archived from the original on 12 November 2020. Retrieved 27 October 2020.
  3. ୩.୦ ୩.୧ ୩.୨ ୩.୩ ୩.୪ "Nimesulide must be withdrawn worldwide due to serious liver damage". www.ti.ubc.ca. Archived from the original on 8 November 2020. Retrieved 27 October 2020.
  4. Kwon, J; Kim, S; Yoo, H; Lee, E (2019). "Nimesulide-induced hepatotoxicity: A systematic review and meta-analysis". PloS one. 14 (1): e0209264. doi:10.1371/journal.pone.0209264. PMID 30677025.{{cite journal}}: CS1 maint: unflagged free DOI (link)
  5. Aronson, Jeffrey K. (2016). Meyler's Side Effects of Drugs: The International Encyclopedia of Adverse Drug Reactions and Interactions (in ଇଂରାଜୀ). Elsevier. p. 738. ISBN 978-0-444-53716-4. Archived from the original on 10 November 2021. Retrieved 27 October 2020.