ନିବେଦିତା ଭଟ୍ଟାଚାର୍ଯ୍ୟ
ଦେଖଣା
ନିବେଦିତା ଭଟ୍ଟାଚାର୍ଯ୍ୟ | |
|---|---|
କ୍ଲାଉଡ୍ ସେଭେନ୍ରେ ନିବେଦିତା ଭଟ୍ଟାଚାର୍ଯ୍ୟ | |
| ଜନ୍ମ | |
| ଜାତୀୟତା | ଭାରତୀୟ |
| ବୃତ୍ତି | ଅଭିନେତ୍ରୀ |
| ବୈବାହିକ-ସାଥୀ | କେ କେ ମେନନ |
| ପୁରସ୍କାର | ଖଳନାୟିକା ଭାବରେ ଷ୍ଟାର୍ ଗିଲ୍ଡ ଆୱାର୍ଡ଼ |
ନିବେଦିତା ଭଟ୍ଟାଚାର୍ଯ୍ୟ ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ଦୂରଦର୍ଶନ ଓ କଥାଚିତ୍ରରେ ଅଭିନୟ କରନ୍ତି । ସେ ଦୂରଦର୍ଶନ ଧାରାବାହିକ ସାତା ଫେରେ, ସାଲୋନି କା ସଫର୍ ଏବଂ କୋଇ ଲଉଟ୍ କେ ଆୟା ହୈ ପାଇଁ ଜଣାଶୁଣା ।[୧] ସେ ଲକ୍ଷ୍ନୌରେ ଜନ୍ମଗ୍ରହଣ କରିଥିଲେ ।[୨]
ଅଭିନୀତ କଥାଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ |
|---|---|---|---|
| ୨୦୦୦ | କ୍ୟା କେହେନା | ପ୍ରୀତି ଜିଣ୍ଟାଙ୍କ ଭାଉଜ | |
| ୨୦୧୪ | ଡର୍ @ ଦି ମଲ୍ | ତିଶା | |
| ୨୦୧୬ | ଫୋବିଆ | ଅନୁଷ୍କା | |
| ୨୦୧୭ | ଶୁଭ ମଙ୍ଗଲ ସାବଧାନ | ବିନିତା | |
| ୨୦୧୮ | ଆୟାର୍ | ସାମ୍ବାଦିକା | |
| ୨୦୧୯ | ଚିକେନ୍ କରି ଲ | ସତ୍ୟ ଦେଶମୁଖ | |
| ୨୦୨୧ | ଶାଦିସ୍ତାନ | ଅର୍ଶୀଙ୍କ ମାଆ | [୩] |
| ୨୦୨୩ | ଦି ଭେକ୍ସିନ୍ ୱାର୍ |
ଅଭିନୀତ ଧାରାବାହିକ
[ସମ୍ପାଦନା]| ବର୍ଷ | କାର୍ଯ୍ୟକ୍ରମ/ଧାରାବାହିକ | ଭୂମିକା | ମନ୍ତବ୍ୟ |
|---|---|---|---|
| ୧୯୯୭ | କ୍ୟା ବାତ୍ ହୈ | ପ୍ରିୟଙ୍କା ମେହେଟ୍ଟା | |
| ମାର୍ଗରିଟା | ରୋଜ ବ୍ରଗାଞ୍ଜା | ||
| ୧୯୯୮ | ଏକ୍ସ ଜୋନ୍ | ||
| ୧୯୯୯ | ସଟରଡେ' ସସ୍ପେନ୍ସ | ଦୀପା | |
| ସସ୍ପେନ୍ସ ଆୱାର୍ | ମାଧବୀ | ||
| ୧୯୯୯–୨୦୦୧ | ରିସ୍ତେ | ||
| ୨୦୦୦–୨୦୦୧ | କୁଣ୍ଡଳୀ | ଆରତୀ ଅଭିଷେକ ଅଗ୍ରୱାଲ | |
| ୨୦୦୧ | କାହିଁ କିସି ରୋଜ୍ | ମୋନିକା ବୋଷ | |
| ଖଟ୍ଟା ମିଠା | ଅଞ୍ଜୁ | ||
| ୨୦୦୩–୨୦୦୪ | କାହାନି ଘର୍ ଘର୍ କି | ଅବନ୍ତିକା ଅଜୟ ଅଗ୍ରୱାଲ | |
| ୨୦୦୪ | ରାତ୍ ହୋନେ କୋ ହୈ | ରୁମା | |
| ଭଗବାନ୍ ବଚାୟେ ଇନ୍କୋ | |||
| ୨୦୦୬–୨୦୦୭;
୨୦୦୮–୨୦୦୯ |
ସାତ୍ ଫେରେ: ସାଲୋନି କା ସଫର୍ | ଉର୍ବଶୀ ବ୍ରିଜେଶ ସିଂହ/ଉର୍ବଶୀ ବୀର ସିଂହ | ଖଳନାୟିକା |
| ୨୦୧୦–୨୦୧୧ | ଗୁନାହୋଁ କା ଦେବତା | ||
| ୨୦୧୭ | କୋଇ ଲଉଟ୍ କେ ଆୟା ହୈ | ରତ୍ନା ଶେଖରୀ | |
| ୨୦୨୨ | ସଲ୍ଟ ସିଟି | ସୋନି ଲିଭ୍ ୱେବ୍ ସିରିଜ୍ |
ଆଧାର
[ସମ୍ପାଦନା]- ↑ "Nivedita Bhattacharya: I can't do a role for the sake of it". Hindustan Times (in ଇଂରାଜୀ). 2021-07-30. Retrieved 2023-07-04.
- ↑ ୟୁ-ଟବ୍ରେ TV actress Nivedita Bhattacharya talking to press in Lucknow
- ↑ Scroll Staff (2021-06-11). "'Shaadisthan' review: A big-hearted ode to rebellion and freedom". Scroll.in (in ଆମେରିକୀୟ ଇଂରାଜୀ). Retrieved 2023-07-04.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ନିବେଦିତା ଭଟ୍ଟାଚାର୍ଯ୍ୟ