ନିଧି ଅଗ୍ରୱାଲ

ଉଇକିପିଡ଼ିଆ‌ରୁ
ନିଧି ଅଗ୍ରୱାଲ
Nidhhi Agerwal
ନିଧି ଅଗ୍ର‌ୱାଲ
Born (1993-03-17) ୧୭ ମାର୍ଚ୍ଚ ୧୯୯୩ (ବୟସ ୩୦)
Nationalityଭାରତୀୟ
Occupation(s)ଅଭିନେତ୍ରୀ, ମଡେଲ, ନର୍ତ୍ତକୀ
Years active୨୦୧୭–ଏବେଯାଏଁ
Height୧୭୦ ସେଣ୍ଟିମିଟର
Parent(s)ରାଜେଶ ଅଗ୍ର‌ୱାଲ, ଇନ୍ଦୁ ଅଗ୍ର‌ୱାଲ

ନିଧି ଅଗ୍ର‌ୱାଲ (ଜନ୍ମ: ୧୭ ମାର୍ଚ୍ଚ ୧୯୯୩) ଜଣେ ଭାରତୀୟ ମଡେଲ, ନର୍ତ୍ତକୀ ଏବଂ ଅଭିନେତ୍ରୀ । ସେ ୨୦୧୭ରେ ହିନ୍ଦୀ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଅଭିନେତା ଟାଇଗର ଶ୍ରଫ୍‌ଙ୍କ ସ‌ହ ମୁନ୍ନା ମାଇକେଲ ଚଳଚ୍ଚିତ୍ର ଜରିଆରେ ନିଧି ହିନ୍ଦୀ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।[୧][୨]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ନିଧି ୨୩ ମାର୍ଚ୍ଚ ୧୯୯୩ରେ ବାଙ୍ଗାଲୋରରେ ଜନ୍ମଗ୍ରହଣ କରିଥିଲେ । ସେ ବିଦ୍ୟାଶିଳ୍ପ ଏକାଡେମୀରେ ତାଙ୍କ ବିଦ୍ୟାଳୟ ଶିକ୍ଷା ଶେଷ କରିଥିଲେ । ସେ ବାଙ୍ଗାଲୋରର କ୍ରିଷ୍ଟ ବିଶ୍ୱବିଦ୍ୟାଳୟରୁ ବିଜିନେସ୍ ମ୍ୟାନେଜ୍‌ମେଣ୍ଟରେ ସ୍ନାତକ ହାସଲ କରିଥିଲେ ।[୩][୪] ସେ କଥକ, ବାଲ୍ଲେଟ ଏବଂ ବେଲି ଡ୍ୟାନ୍ସରେ ପ୍ରଶିକ୍ଷଣ ନେଇଛନ୍ତି । ୨୦୧୪ରେ ମିସ୍ ଦିଭା ପ୍ରତିଯୋଗୀତାରେ ସେ ଫାଇନାଲରେ ପ୍ରତିଭାଗୀ ଥିଲେ ।[୫]

ଅଭିନୟ ଜୀବନ[ସମ୍ପାଦନା]

୨୦୧୬ରେ ନିର୍ଦ୍ଦେଶକ ସବ୍ୱିର ଖାନ ତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ମୁନ୍ନା ମାଇକେଲ ପାଇଁ ନିଧି ଅଗ୍ର‌ୱାଲଙ୍କୁ ନେବାକୁ ସ୍ଥିର କରିଥିଲେ । ସେ ୩୦୦ ଜଣଙ୍କ ମଧ୍ୟରୁ ବଛାଯାଇଥିଲେ । ସେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ତାଙ୍କର ଆଦର୍ଶ ରୂପେ ମାନନ୍ତି ଏବଂ ଜଣେ ଅଭିନେତ୍ରୀ ହେବାର ସ୍ୱପ୍ନ ପିଲାବେଳୁ ଦେଖିଥିଲେ ।[୬][୭]

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ୨୦୧୭: ମୁନ୍ନା ମାଇକଲେ (ହିନ୍ଦୀ)
  • ୨୦୧୮: ସବ୍ୟସାଚୀ (ତେଲୁଗୁ)

ଆଧାର[ସମ୍ପାଦନା]

  1. "Confirmed! Tiger Shroff to romance Nidhhi Agerwal in Munna Michael". Deccan Chronicle. Aug 15, 2016. Retrieved 1 June 2017.{{cite news}}: CS1 maint: url-status (link)
  2. "Munna Michael starring Tiger Shroff, Nawazuddin Siddiqui to release on 21 July". Firstpost. April 21, 2017. Retrieved 1 June 2017.{{cite news}}: CS1 maint: url-status (link)
  3. "Nidhhi Agerwal". Indiatimes. Retrieved 1 June 2017.{{cite web}}: CS1 maint: url-status (link)
  4. "Tiger Shroff to romance Nidhhi Agerwal in Munna Michael". Indiatimes. August 21, 2016. Retrieved 1 June 2017.{{cite news}}: CS1 maint: url-status (link)
  5. "I always wanted to be an actor - Nidhhi Agerwal". Indiatmes. October 22, 2016. Retrieved 1 June 2017.{{cite news}}: CS1 maint: url-status (link)
  6. "Tiger Shroff's Munna Michael Co-Star Niddhi Agerwal Made To Sign No Dating Clause!". NDTV. October 06, 2016. Retrieved 1 June 2017. {{cite news}}: Check date values in: |date= (help)CS1 maint: url-status (link)
  7. "Actress Nidhhi Agerwal okay with no dating clause". Times Internet. Jan 29, 2017. Retrieved 1 June 2017.{{cite news}}: CS1 maint: url-status (link)

ଅଧିକ ତ‌ଥ୍ୟ[ସମ୍ପାଦନା]