ନାଲମେଫେନ

ଉଇକିପିଡ଼ିଆ‌ରୁ
ନାଲମେଫେନ
Clinical data
Pronunciationnal’ me feen
Trade namesSelincro, Revex, others
SynonymsNalmetrene
AHFS/Drugs.commonograph
MedlinePlusa605043
data
Routes of
administration
By mouth, intravenous
Legal status
Legal status
  • UK: POM (Prescription only)
Pharmacokinetic data
Protein binding45%
MetabolismLiver
Elimination half-life10.8 ± 5.2 hours
ExcretionKidney
Identifiers
  • 17-Cyclopropylmethyl-4,5α-epoxy-6-methylenemorphinan-3,14-diol
ECHA InfoCard100.164.948 Edit this at Wikidata
Chemical and physical data
FormulaC21H25NO3
Molar mass୩୩୯.୪୪ g·mol−1
3D model (JSmol)
  • OC(C1=C2[C@@]34[C@H]5O1)=CC=C2C[C@@H](N(CC4)CC6CC6)[C@]3(O)CCC5=C
  • InChI=1S/C21H25NO3/c1-12-6-7-21(24)16-10-14-4-5-15(23)18-17(14)20(21,19(12)25-18)8-9-22(16)11-13-2-3-13/h4-5,13,16,19,23-24H,1-3,6-11H2/t16-,19+,20+,21-/m1/s1 checkY
  • Key:WJBLNOPPDWQMCH-MBPVOVBZSA-N checkY
  (verify)

ନାଲମେଫେନ, ଅନ୍ୟମାନଙ୍କ ମଧ୍ୟରେ ସେଲିଙ୍କ୍ରୋ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଓପିଓଏଡ ମାତ୍ରାଧିକ ଏବଂ ମଦ୍ୟପାନ ନିର୍ଭରଶୀଳତାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] [୨] ଅନ୍ୟାନ୍ୟ ବ୍ୟବହାର ମଧ୍ୟରେ ଜୁଆ ନିର୍ଭରଶୀଳତା ହୋଇପାରେ ।[୩] ଏହା ପାଟିରେ କିମ୍ବା ଇଞ୍ଜେକସନ ଆକାରରେ ଦିଆଯାଏ ।[୧] [୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ଦ୍ରୁତ ହୃଦ୍‌ଗତି ଏବଂ ଉଚ୍ଚ ରକ୍ତଚାପ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅନିୟମିତ ହୃତ୍ ସ୍ପନ୍ଦନ, ବାତ, ଏବଂ ଓପିଓଏଡ ପ୍ରତ୍ୟାହାର ହୋଇପାରେ ।[୧] ଗର୍ଭାବସ୍ଥାରେ କ୍ଷତିର କୌଣସି ପ୍ରମାଣ ନଥିବାବେଳେ ଏହାର ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[୪] ଏହା ଏକ ଓପିଏଡ୍ ବିରୋଧୀ ଔଷଧ । [୧]

୧୯୯୫ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ନାଲମେଫେନ ଅନୁମୋଦିତ ହୋଇଥିଲା ।[୧] ଯୁକ୍ତରାଜ୍ୟରେ ପ୍ରତିଦିନ ୧୮ ମିଗ୍ରା ମାତ୍ରାରେ ୪ ସପ୍ତାହ ଔଷଧ ଦେଲେ ତାହାର ଖର୍ଚ୍ଚ ପ୍ରାୟ ୮୫ ପାଉଣ୍ଡ ।[୨] ୨୦୦୮ରେ ଯୁକ୍ତରାଷ୍ଟ୍ରରେ ଏହା ବ୍ୟବସାୟିକ ଭାବରେ ବନ୍ଦ ହୋଇଯାଇଥିଲା ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Nalmefene Monograph for Professionals". Drugs.com (in ଇଂରାଜୀ). Archived from the original on 8 August 2021. Retrieved 11 November 2021.
  2. ୨.୦ ୨.୧ ୨.୨ BNF 81: March-September 2021. BMJ Group and the Pharmaceutical Press. 2021. p. 518. ISBN 978-0857114105.
  3. "Nalmefene". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 13 November 2021. Retrieved 11 November 2021.
  4. "Nalmefene (Revex) Use During Pregnancy". Drugs.com (in ଇଂରାଜୀ). Archived from the original on 8 August 2021. Retrieved 11 November 2021.
  5. "Baxter discontinues Revex injection". Monthly Prescribing Reference website. Haymarket Media, Inc. 9 July 2008. Archived from the original on 11 October 2016. Retrieved 10 October 2016.