ନାଲଟ୍ରେକ୍ସୋନ/ବୁପ୍ରୋପିଅନ

ଉଇକିପିଡ଼ିଆ‌ରୁ
ନାଲଟ୍ରେକ୍ସୋନ/ବୁପ୍ରୋପିଅନ
Skeletal structures of bupropion (top) and naltrexone (bottom)
Combination of
NaltrexoneOpioid receptor antagonist
BupropionNorepinephrine-dopamine reuptake inhibitor and nicotinic acetylcholine receptor antagonist
Clinical data
Trade namesContrave, Mysimba
AHFS/Drugs.commonograph
Pregnancy
category
  • US: X (Contraindicated)
Routes of
administration
By mouth
Legal status
Legal status
  (verify)

ନାଲଟ୍ରେକ୍ସୋନ/ବୁପ୍ରୋପିଅନ, ଅନ୍ୟମାନଙ୍କ ମଧ୍ୟରେ କଣ୍ଟ୍ରାଭ୍ ବ୍ରାଣ୍ଡ ନାମରେ ବିକ୍ରି ହୋଇଥିବା, ଖାଦ୍ୟ ଏବଂ ବ୍ୟାୟାମ ସହିତ ମେଦବହୁଳତାର ଚିକିତ୍ସା ପାଇଁ ବ୍ୟବହୃତ ଏକ ମିଶ୍ରିତ ଔଷଧ ।[୩] ଏହିପରି ବ୍ୟବହାର; ତଥାପି, ଯୁକ୍ତରାଜ୍ୟରେ ସୁପାରିଶ କରାଯାଏ ନାହିଁ | [୪] ଏହା ପାଟିଦ୍ୱାରା ନିଆଯାଏ | [୩]

ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, କୋଷ୍ଠକାଠିନ୍ୟ, ମୁଣ୍ଡ ବୁଲେଇବା, ନିଦ୍ରା ସମସ୍ୟା, ଶୁଖିଲା ପାଟି ଓ ମୁଣ୍ଡ ବିନ୍ଧା ହୋଇପାରେ ।[୩] ଅନ୍ୟାନ୍ୟ ପ୍ରତିକ୍ରିୟାରେ ଆତ୍ମହତ୍ୟା ପ୍ରବଣତା, ସାଇକିସିସ, ବାତ, ଉଚ୍ଚ ରକ୍ତଚାପ ଓ ଯକୃତ ସମସ୍ୟା ହୋଇପାରେ । ଗର୍ଭାବସ୍ଥାରେ ବ୍ୟବ‌ହାର କରିବାକୁ ଉପଦେଶ ଦିଆଯାଏ ନାହିଁ । ଏହି ଔଷଧ ମିଶ୍ରଣରେ ନାଲଟ୍ରେକ୍ସୋନ, ଓପିଓଏଡ ଆଣ୍ଟାଗୋନିଷ୍ଟ ଓ ଆମିନୋକିଟୋନ ନାମକ ଏକ ଆଣ୍ଟିଡିପ୍ରେସାନ୍ଟ ଥାଏ ।[୨]

୨୦୧୪ ମସିହାରେ ଯୁକ୍ତରାଷ୍ଟ୍ରରେ, ୨୦୧୫ରେ ୟୁରୋପରେ ଏବଂ ୨୦୧୮ରେ କାନାଡାରେ ଚିକିତ୍ସା ପାଇଁ ଏହି ମିଶ୍ରଣକୁ ଅନୁମୋଦନ କରାଯାଇଥିଲା ।[୫] [୧] [୬] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ୨୦୨୧ ମସିହା ସୁଦ୍ଧା ମାସକୁ ୩୩୦ ଡଲାର ଥିଲା ।[୭] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ ୭୮ ପାଉଣ୍ଡ ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Mysimba EPAR". European Medicines Agency (EMA). Archived from the original on 22 October 2020. Retrieved 5 August 2020. Text was copied from this source which is © European Medicines Agency. Reproduction is authorized provided the source is acknowledged.
  2. ୨.୦ ୨.୧ "Contrave Extended-Release- naltrexone hydrochloride and bupropion hydrochloride tablet, extended release". DailyMed. 26 April 2019. Archived from the original on 4 June 2020. Retrieved 5 August 2020.
  3. ୩.୦ ୩.୧ ୩.୨ "Bupropion / naltrexone (Contrave) Use During Pregnancy". Drugs.com (in ଇଂରାଜୀ). Archived from the original on 18 January 2021. Retrieved 11 November 2021.
  4. ୪.୦ ୪.୧ BNF 81: March-September 2021. BMJ Group and the Pharmaceutical Press. 2021. p. 99. ISBN 978-0857114105.
  5. "Naltrexone And Bupropion Monograph for Professionals". Drugs.com (in ଇଂରାଜୀ). Archived from the original on 25 January 2021. Retrieved 11 November 2021.
  6. "Regulatory Decision Summary - Contrave - Health Canada". Health Canada. 13 February 2018. Archived from the original on 4 December 2020. Retrieved 5 September 2021.
  7. "Contrave Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 18 April 2021. Retrieved 11 November 2021.