Jump to content

ନାବିଲୋନ

ଉଇକିପିଡ଼ିଆ‌ରୁ
ନାବିଲୋନ
Skeletal formula of nabilone
Space-filling model of the nabilone molecule
Top: (R,R)-(−)-nabilone,
Center: (S,S)-(+)-nabilone,
Bottom: Space-filling model of (R,R)-(−)-nabilone
Clinical data
Trade namesCesamet, Canemes
AHFS/Drugs.commonograph
MedlinePlusa607048
Pregnancy
category
  • US: C (Risk not ruled out)
    Routes of
    administration
    By mouth (capsules)
    Legal status
    Legal status
    Pharmacokinetic data
    Bioavailability20% after first-pass by the liver
    Protein bindingsimilar to THC (±97%)
    Elimination half-life2 hours, with metabolites around 35 hours
    Identifiers
    • rel-(6aR,10aR)-1-Hydroxy-6,6-dimethyl-3-(2-methyloctan-2-yl)-6,6a,7,8,10,10a-hexahydro-9H-benzo[c]chromen-9-one
    ECHA InfoCard100.164.824 Edit this at Wikidata
    Chemical and physical data
    FormulaC24H36O3
    Molar mass୩୭୨.୫୫ g·mol−1
    3D model (JSmol)
    • O=C3CC[C@@H]1[C@H](c2c(OC1(C)C)cc(cc2O)C(C)(C)CCCCCC)C3
    • InChI=1S/C24H36O3/c1-6-7-8-9-12-23(2,3)16-13-20(26)22-18-15-17(25)10-11-19(18)24(4,5)27-21(22)14-16/h13-14,18-19,26H,6-12,15H2,1-5H3/t18-,19-/m1/s1 checkY
    • Key:GECBBEABIDMGGL-RTBURBONSA-N checkY
      (verify)

    ନାବିଲୋନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନମ ସେସାମେଟ, ହେଉଛି ଏକ ଔଷଧ ଯାହା କେମୋଥେରାପି ଜନିତ ଅଇ ଓ ବାନ୍ତିର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଫାଇବ୍ରୋମ୍ୟାଲ୍‌ଜିଆ ଏବଂ ମଲ୍ଟିପ୍ଲ ସ୍କ୍ଲେରୋସିସ ପାଇଁ କିଛି କାର୍ଯ୍ୟକାରିତାକୁ ପ୍ରମାଣ ସ‌ହିତ ସମର୍ଥନ କରେ ।[] [] ଏହା ପାଟିରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରା, ଶୁଷ୍କ ପାଟି, ମୁଣ୍ଡ ବୁଲାଇବା, ଇଉଫୋରିଆ, ସମନ୍ୱୟ ଅଭାବ ଏବଂ ମୁଣ୍ଡବିନ୍ଧା ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଦ୍ରୁତ ହୃଦସ୍ପନ୍ଦନ, ଅପବ୍ୟବହାର ଏବଂ ସାଇକୋସିସ୍ ହୋଇପାରେ ।[] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [] ଏହା ଏକ ସିନ୍ଥେଟିକ୍ କାନାବିନଏଡ଼ ଯାହା କାନାବିସରେ ମିଳୁଥିବା ପ୍ରାଥମିକ ସାଇକୋଆକ୍ଟିଭ ଯୌଗିକ ପଦାର୍ଥ ଭଳି ଟେଟ୍ରାହାଇଡ୍ରୋକାନାବିନୋଲ୍ର (THC) ଅନୁରୂପ ପ୍ରଭାବ ମିଳେ ।[] []

    ୧୯୮୫ ମସିହାରେ ଯୁକ୍ତରାଷ୍ଟ୍ରରେ ବ୍ୟବହାର ପାଇଁ ନାବିଲୋନ ଅନୁମୋଦିତ ହୋଇଥିଲା [] ଯୁକ୍ତରାଜ୍ୟରେ ୧ମିଗ୍ରା ବିଶିଷ୍ଟ ୨୦ ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ୨୦୦ ପାଉଣ୍ଡ ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ୮୨୦ ଡଲାର ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହା ଏକ ସିଡ୍ୟୁଲ୍ଲ ୨ ନିୟନ୍ତ୍ରିତ ପଦାର୍ଥ ।[]

    1. 1 2 3 4 5 6 7 "Nabilone Monograph for Professionals". Drugs.com (in ଇଂରାଜୀ). Archived from the original on 19 October 2020. Retrieved 11 November 2021.
    2. Fine PG, Rosenfeld MJ (2013). "The endocannabinoid system, cannabinoids, and pain". Rambam Maimonides Medical Journal (Review). 4 (4): e0022. doi:10.5041/RMMJ.10129. PMC 3820295. PMID 24228165.
    3. Nielsen S, Germanos R, Weier M, Pollard J, Degenhardt L, Hall W, Buckley N, Farrell M (February 2018). "The Use of Cannabis and Cannabinoids in Treating Symptoms of Multiple Sclerosis: a Systematic Review of Reviews". Current Neurology and Neuroscience Reports. 18 (2): 8. doi:10.1007/s11910-018-0814-x. PMID 29442178. {{cite journal}}: |hdl-access= requires |hdl= (help)
    4. 1 2 BNF 81: March-September 2021. BMJ Group and the Pharmaceutical Press. 2021. p. 451. ISBN 978-0857114105.
    5. "DailyMed - CESAMET- nabilone capsule". dailymed.nlm.nih.gov. Archived from the original on 25 March 2021. Retrieved 11 November 2021.
    6. "Cesamet Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 9 April 2021. Retrieved 11 November 2021.