ନର୍ଗିସ ଅଖତାର

ଉଇକିପିଡ଼ିଆ‌ରୁ
ନର୍ସିସ ଅଖତାର
নারগিস আক্তার
ଜନ୍ମ
ହୋସ୍‌ନେ ଅରା
ଜାତୀୟତାବଙ୍ଗଳାଦେଶୀ
ବୃତ୍ତିଅଭିନେତ୍ରୀ
ସମ୍ପର୍କୀୟ

ହୋସ୍‌ନେ ଅରା (ଅଭିନୟ ଜଗତରେ ସେ ନର୍ଗିସ ଅଖତାର ଭାବରେ ଜଣାଶୁଣା) ଜଣେ ବାଂଲାଦେଶୀ ଅଭିନେତ୍ରୀ । ସେ ୨୦୧୯ ମସିହାରେ ମାୟା: ଦ ଲଷ୍ଟ ମଦର୍ ଚଳଚ୍ଚିତ୍ରରେ ଅଭିନୟ ପାଇଁ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ଭାବରେ ବାଂଲାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି ।[୧]

ପୃଷ୍ଠଭୂମି[ସମ୍ପାଦନା]

ନର୍ଗିସ ବଙ୍ଗଳାଦେଶୀ ଅଭିନେତ୍ରୀ ଅନ୍ୱରା ବେଗମଙ୍କ ଭଉଣୀ । ତାଙ୍କର ଆଉ ଜଣେ ଭଉଣୀ ଶ୍ୟାମସୁନହାର ଏବଂ ତାଙ୍କର ଜଣେ ଭାଇ ଥିଲେ ହୁମାୟୁନ କବୀର, ଯିଏକି ୨୦୨୦ ମସିହାରେ ମୃତ୍ୟୁବରଣ କରିଥିଲେ ।[୨][୩] ସେ ତାଙ୍କର ପ୍ରଥମ ଥିଏଟର ନାଟକ କୁଆଶର କନ୍ନାରେ ଅଭିନୟ କରିଥିଲେ ।[୨] ୧୯୭୩ ମସିହାରେ, ସେ ଖାନ ଆତୁର ରହମାନଙ୍କ ପ୍ରଯୋଜିତ କଥାଚିତ୍ର ଜୋରେର ପାଖୀରେ ଅଭିନୟ ଆରମ୍ଭ କରିବାବେଳେ ତାଙ୍କ ନାମ ପରିବର୍ତ୍ତନ କରି ନର୍ଗିସ ରଖିଥିଲେ ।[୨]

ଅଭିନୟ ଜୀବନ[ସମ୍ପାଦନା]

ସେ ଅବଦାନ, ଗୁନାଃଗର, ଚମ୍ପା ଚାମେଲି, ଭାଇ ଆମାର ଭାଇ, ଅଦାଲତ, ନୋଲୋକ, ଫକିର ମଜନୁ ଶାହା, ରଙ୍ଗ ବେରଙ୍ଗ, ସରେଙ୍ଗ ବୋଉ, ମାୟାର ବନ୍ଧନ ଏବଂ ରାମର ସୁମୋତି ଆଦି କଥାଚିତ୍ରରେ ଅଭିନୟ କରିଥିଲେ ।[୨] ସେ ଆୟନା, ହିରାମନ୍ ଏବଂ ବୋଉ କଥା କୋଉ ଭଳି ଦୂରଦର୍ଶନ ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ ।[୨]

ଆଧାର[ସମ୍ପାଦନା]

  1. "Award 2019" (PDF). Ministry of Information. Retrieved 2020-12-06.
  2. ୨.୦ ୨.୧ ୨.୨ ୨.୩ ୨.୪ "Nargis amused for getting National Film Award for first time". m.thedailynewnation.com. Archived from the original on 2022-11-12. Retrieved 2020-12-07.
  3. "Actress Anowara's only brother dies of Covid-19". Daily Bangladesh (in ଇଂରାଜୀ). Retrieved 2020-12-07.

ବାହାର ଆଧାର[ସମ୍ପାଦନା]