ନବିନା ବୋଲେ
ଦେଖଣା
ନବିନା ବୋଲେ | |
|---|---|
| ଜନ୍ମ | ୩୦ ଅକ୍ଟୋବର ୧୯୮୩ ମୁମ୍ବାଇ, ଭାରତ |
| ଜାତୀୟତା | ଭାରତୀୟ |
| ବୃତ୍ତି | ଅଭିନେତ୍ରୀ
|
| ବୈବାହିକ-ସାଥୀ |
କରଣ ଜିତ (m. ୨୦୧୭) |
| ସନ୍ତାନ | ୧ |
ନବିନା ବୋଲେ ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ମିଲେ ଜବ ହମ୍ ତୁମ୍ (୨୦୦୮) ଧାରାବାହିକରେ ଦିବ୍ୟା ଭୂଷଣ, ଜୀନି ଔର୍ ଜୁଜୁ (୨୦୧୪) ଧାରାବାହିକରେ ପ୍ରିୟା ଓ ଇସ୍କବାଜ୍ (୨୦୧୬) ଧାରାବାହିକରେ ଟିଆ ଭୂମିକା ପାଇଁ ସେ ଜଣାଶୁଣା ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ସେ ଅଭିନେତା-ପ୍ରଯୋଜକ କରଣ ଜିତଙ୍କୁ ୨୦୧୭ ମସିହାରେ ବିବାହ କରିଛନ୍ତି । ତାଙ୍କର ଜଣେ କନ୍ୟା ସନ୍ତାନ ଅଛି ।[୧]
ଅଭିନୟ ଜୀବନ
[ସମ୍ପାଦନା]ଅଭିନୀତ ଧାରାବାହିକ
[ସମ୍ପାଦନା]| ବର୍ଷ | ଧାରାବାହିକ | ଭୂମିକା | ମନ୍ତବ୍ୟ |
|---|---|---|---|
| ୧୯୯୮ | ସି.ଆଇ.ଡି. | ବିଭିନ୍ନ ଚରିତ୍ର | |
| ୨୦୦୧ | ଶଃ... ଫିର୍ କୋଇ ହୈ | ଅଧ୍ୟାୟ ୧୯: କମରା ନଂ ୧୩ | |
| ୨୦୦୬ | ସୋଲାଃ ଶିଙ୍ଗାର୍ | ||
| ୨୦୦୭ | ସପ୍ନା ବାବୁଲ୍ କା... ବିଦାଇ | ||
| ୨୦୦୮ | ଭାଗୋ କେକେ ଆୟା | ||
| ୨୦୦୮ | ମିଲେ ଜବ୍ ହମ୍ ତୁମ୍ | ଦିବ୍ୟା ଭୂଷଣ | |
| ୨୦୦୯ | ୟାହାଃ ମେଁ ଘର୍ ଘର୍ ଖେଲି | କରିସ୍ମା | |
| ସାଜନରେ ଝୁଟ୍ ମତ୍ ବୋଲୋ | ସୋନିଆ | ||
| ୨୦୧୦ | ଅଦାଲତ | ବିଭିନ୍ନ ଚରିତ୍ର | |
| ରାମ୍ ମିଲାୟି ଯୋଡ଼ି | |||
| ୨୦୧୧ | ଲଭ୍ ୟୁ ଜିଙ୍ଗେଦି | ମଜ୍ନୁ | |
| ସୁର୍ଯ୍ୟ ଦି ସୁପର୍ କପ୍ | |||
| ହାଏ! ପଡ଼ୋଶୀ... କୌନ୍ ହୈ ଦୋଷୀ? | |||
| ମିସେସ୍ କୌଶିକ୍ କି ପାଞ୍ଚ୍ ବାହୁୟେଁ | ପୁଷ୍ପା ଦ୍ୱିବେଦୀ | ||
| ପିୟା କା ଘର୍ ପ୍ୟାରା ଲଗେ | ବିଭା | ||
| ୨୦୧୨ | ସାବଧାନ ଇଣ୍ଡିଆ | ମଧୁବାଲା/ଋତୁ | |
| ନା ବୋଲେ ତୁମ୍... ନା ମୈନେ କୁଛ୍ କାହା | କୋୟଲ | ||
| ଶୋଭା ସୋମନାଥ କି | କୌସର ଜାହାଁ | [୨] | |
| ତେରି ମେରି ଲଭ୍ ଷ୍ଟୋରିଜ୍ | ସୋନିଆ | ||
| କ୍ୟା ହୁଆ ତେରା ୱାଦା | [୩] | ||
| ଜୀନି ଔର୍ ଜୁଜୁ | ପ୍ରିୟା | [୩] | |
| ବାଲ୍ ବୀର୍ | କଟେଲି ଓ ନୋକିଲି | ||
| ୨୦୧୩ | ୟେ ହୈ ମୋହବତେଁ | ଡିମ୍ପଲ୍ | |
| ୨୦୧୪ | କୁମ୍କୁମ୍ ଭାଗ୍ୟ | ମୀତୁ | |
| ୟମ୍ ହେଁ ହମ୍ | ମେନେକା | ||
| ବଡ଼ି ଦୂର୍ ସେ ଆୟେ ହୈ | ନିଶା | ||
| ୨୦୧୫ | ଦି ଗ୍ରେଟ୍ ଇଣ୍ଡିଆନ୍ ଫ୍ୟାମିଲି ଡ୍ରାମା | ବିଭିନ୍ନ ଚରିତ୍ର | |
| ସୁମିତ ସମ୍ଭାଲ ଲେଗା | ନତାଶା | ||
| ବଏଜ୍ | ମିସ୍ ଚାଟାର୍ଜୀ | ||
| ୨୦୧୬ | ଇସ୍କବାଜ୍ | ଟିଆ | |
| ୨୦୧୭-୨୦୨୦ | ତାରକ ମେହେଟ୍ଟା କା ଉଲ୍ଟା ଚଷମା | ଡ. ମୋନିକା/ଡ. ସାରା | [୪] |
| ୨୦୨୨ | ଅଲି ବାବା | ଅଫ୍ରାସିୟା (ଅଧ୍ୟାୟ ୧) | |
| ୨୦୨୨-୨୦୨୩ | ପର୍ଶୁରାମ | ଦେବୀ ରେଣୁକା | |
| ୨୦୨୩ | ତେରେ ଇସ୍କ ମେଁ ଘାୟଲ୍ | ଅନୀତା |
ଅଭିନୀତ ୱେବ୍ ସିରିଜ୍
[ସମ୍ପାଦନା]| ବର୍ଷ | ସିରିଜ୍ | ଭୂମିକା | ମନ୍ତବ୍ୟ | ଆଧାର |
|---|---|---|---|---|
| ୨୦୨୩ | ହନିମୁନ୍ ସୁଇଟ୍ ରୁମ୍ ନଂ. ୯୧୧ | ଅଲ୍ଟବାଲାଜୀ | ||
| ୨୦୨୪ | ରସୀଲି ରାତେଁ |
ଆଧାର
[ସମ୍ପାଦନା]- ↑ Neha Maheshwri (25 December 2016). "Navina Bole to get engaged on January 22". The Times of India. Retrieved 2016-12-25.
- ↑ Tahseen, Ismat (2011)"Navina Bole is losing it!", Times of India, 14 September 2011. Retrieved 1 August 2014
- ↑ ୩.୦ ୩.୧ Bhopatkat, Tejashree (2012) "Navina Bole joins SAB TV’s Jeanie Aur Juju", Times of India, 26 October 2012. Retrieved 1 August 2014
- ↑ "Navina Bole joins Taarak Mehta ka Ooltah Chashmah". Bollywood Hungama.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ନବିନା ବୋଲେ