ଧଳା ବେକିଆ ମାଛରଙ୍କା

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଧଳା ବେକିଆ ମାଛରଙ୍କା
White-throated kingfisher BNC.jpg
Conservation status
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Animalia
ସଙ୍ଘ: Chordata
ବର୍ଗ: Aves
ଗଣ: Coraciiformes
କୁଳ: Halcyonidae
ପ୍ରଜାତି: Halcyon
ଜାତି: H. smyrnensis
ବାଇନୋମିଆଲ ନାମ
Halcyon smyrnensis
(Linnaeus, 1758)
White-throated Kingfisher Range.JPG
Distribution map

ଧଳା ବେକିଆ ମାଛରଙ୍କା (ଇଂରାଜୀ: White-throated kingfisher) ଗୋଟିଏ ବଡ ପ୍ରଜାତିର ମାଛରଙ୍କା ପକ୍ଷୀ ।

ବାହ୍ୟ ଗଠନ[ସମ୍ପାଦନା]

ଏହାର ଲମ୍ବ ୨୫ - ୩୦ ସେ. ମି. ପର୍ଯ୍ୟନ୍ତ ହୋଇଥାଏ । ଏହି ପକ୍ଷୀ ଯେତେବେଳେ ଯୁବକ ଓ ଯୁବତୀ ଅବସ୍ଥାକୁ ଆସିଥାନ୍ତି ସେମାନଙ୍କର ଡେଣା ଓ ଲାଞ୍ଜ ଗୁଡିକ ନୀଳ, ମୁଣ୍ଡ କାନ୍ଧ ପିଠି ଓ ତଳିପେଟ ମାଟିଆ, ଥନ୍ତ କମଲା ଓ ଛାତି ଧଳା ରଙ୍ଗର ହୋଇଥାଏ । ଏମାନେ ଛୋଟ ଛୋଟ ମାଛ, କିଟ ଓ ପତଙ୍ଗ ଖାଇଥାନ୍ତି . ଏମାନଙ୍କର ବୟସ ସୀମା ପାଖାପାଖି ୭ ବର୍ଷ । ମୌସୁମୀ ଆସିବା ସମୟରେ ଏମାନେ ନିଜର ପ୍ରଜନନ କାର୍ଯ୍ୟ ଆରମ୍ଭ କରିଥାନ୍ତି । ମାଛରଙ୍କା, ଭାରତରେ ସର୍ବାଧିକ ସଂଖ୍ୟାରେ ଦେଖିବାକୁ ମିଳେ ।

White-throated Kingfisher Baranagar Kolkata West Bengal India 19.04.2014.jpg

ଖାଦ୍ୟ[ସମ୍ପାଦନା]

ପ୍ରଜନନ[ସମ୍ପାଦନା]

ଆଧାର[ସମ୍ପାଦନା]

ଅନ୍ୟ ଆଧାର[ସମ୍ପାଦନା]

  • Mohanty, Banalata (2006). "Extracellular Accumulations in the Avian Pituitary Gland: Histochemical Analysis in Two Species of Indian Wild Birds.". Cells Tissues Organs 183 (2): 99–106. doi:10.1159/000095514. PMID 17053326. 
  • Oommen, M; Andrews, MI (1996). "Awakening, roosting and vocalization behaviour of the Whitebreasted Kingfisher Halcyon smyrnensis fusca (Boddaert).". Pavo 34 (1&2): 43–46. 
  • Oommen, M; Andrews, MI (1993). "Breeding biology of the Whitebreasted Kingfisher, Halcyon smyrnensis". In Verghese,A; Sridhar,S; Chakravarthy,AK. Bird Conservation: Strategies for the Nineties and Beyond. Ornithological Society of India, Bangalore. pp. 177–180. 
  • Ticehurst, CB (1927). "Remarks on races of Halcyon smyrnensis and descriptions of two new subspecies - Zosterops palpebrosa occidentis and Z.P. nilgiriensis.". Bull. Brit. Orn. Club 47 (312): 87–90. 
  • Oommen, M; Andrews,MI (1998) Food and feeding habits of the Whitebreasted Kingfisher Halcyon smyrnensis. Chap. 19. In: Birds in Agricultural Ecosystem. (Eds: Dhindsa,MS; Rao,P Syamsunder; Parasharya,BM) Society for Applied Ornithology, Hyderabad, 132-136.

ବାହାର ଲିଙ୍କ[ସମ୍ପାଦନା]