ଦି ସନ ଅଫ ନେପ୍ଚୁନ

ଉଇକିପିଡ଼ିଆ‌ରୁ
The Son of Neptune  
Heroes of Olympus - The Son of Neptune.png
ଲେଖକRick Riordan
ମଲାଟ ଚିତ୍ରକରJohn Rocco
ଦେଶUnited States
ଭାଷାEnglish
ଧାରାବାହିକThe Heroes of Olympus
(book 2)
ବିଭାଗFantasy, Greek and Roman mythology, young adult fiction
ପ୍ରକାଶକDisney-Hyperion Books[୧]
ପ୍ରକାଶ ତାରିଖOctober 4, 2011
ମାଧ୍ୟମ ପ୍ରକାରPrint (hardcover and paperback), audiobook, e-book
ISBN978-1-4231-4059-7
OCLC ନମ୍ବର719377188
LC ClassificationPZ7.R4829 Son 2011[୧]
ଏହା ପରେThe Lost Hero
ଏହା ଆଗରୁThe Mark of Athena

ଦି ସନ ଅଫ ନେପ୍ଚୁନ ୨୦୧୧ରେ ଆମେରେକିୟ ଲେଖକ ରିକ ଋଓରଡାନଦ୍ୱାରା ଲିଖିତ ଏକ କାଳ୍ପନିକ ଉପନ୍ୟାସ ।ଏହା ଗ୍ରୀକ ଏବଂ ରୋମାନ ପୁରାଣ ଉପରେ ଆଧାରିତ। ଏହା ଦି ହୀରୋଜ ଅଫ ଅଲମ୍ପସ ସିରିଜର ଦ୍ୱିତୀୟ ପୁସ୍ତକ । ଏହା ଜଳ ଦେବତା ପୋଷେଡୋନଙ୍କ ପୁତ୍ର ପରସି ଜ୍ଯାକସନର ସାହସିକ ଗାଥା ଉପରେ ଆଧାରିତ। ଦି ହୀରୋଜ ଅଫ ଅଲମ୍ପସ ସିରିଜର ପ୍ରଥମ ପୁସ୍ତକର ନାମ "ଦି ଲଷ୍ଟ ହୀରୋ" ଏବଂ ତୃତୀୟ ପୁସ୍ତକର ନାମ "ଦି ମାର୍କ ଅଫ ଏଥେନା"। ଏହି ଉପନ୍ୟାସଟି ଗୁଡରିଡସ ଚୟେସ ପୁରସ୍କାରରେ ମଧ୍ୟ ପୁରସ୍କୃତ ହେଇ ସାରିଛି। ଏହା ଅନେକ ସମୟ ଧରି ସର୍ବଶ୍ରେଷ୍ଠ ବିକ୍ରେତା ଲିଷ୍ଟରେ ମଧ୍ୟ ରହିଥିଲା। ଏହା ପ୍ରଥମେ ଅକ୍ଟୋବର ୪ ୨୦୧୧ରେ ପ୍ରକାଶିତ ହୋଇଥିଲା ଏବଂ ବର୍ତ୍ତମାନ ଏହା ଇବୂକ ଅଡିଓ ବୂକ ଭାବରେ ମଧ୍ୟ ଉପଲବ୍ଧ । ବର୍ତ୍ତମାନ ଏହା ୩୭ଟି ଭାଷାକୁ ଅନୁବାଦ କରା ସରିଛି।

ବିକାଶ[ସମ୍ପାଦନା]

ର ସାକ୍ଷାତକର ସମୟରେ ପରସିର ଅବସ୍ଥାନକୁ ନେଇ ଯେତେବେଳେ ରିକଙ୍କୁ ପ୍ରଶ୍ନ ପଚରା ଯାଇଥିଲା ସେତେବେଳେ ସେ ଘୋଷଣା କରିଥିଲେ ଯେ ଦି ସନ ଅଫ ନେପଚୁନ ପୁସ୍ତକରେ ପରସି ପୁଣି ଫେରିବା।

ଆଧାର[ସମ୍ପାଦନା]

  1. ୧.୦ ୧.୧ "The son of Neptune". LC Online Catalog. Library of Congress (lccn.loc.gov). Retrieved November 9, 2015.