ଦି ସନ ଅଫ ନେପ୍ଚୁନ
The Son of Neptune | |
---|---|
Heroes of Olympus - The Son of Neptune.png | |
ଲେଖକ | Rick Riordan |
ମଲାଟ ଚିତ୍ରକର | John Rocco |
ଦେଶ | United States |
ଭାଷା | English |
ଧାରାବାହିକ | The Heroes of Olympus (book 2) |
ବିଭାଗ | Fantasy, Greek and Roman mythology, young adult fiction |
ପ୍ରକାଶକ | Disney-Hyperion Books[୧] |
ପ୍ରକାଶ ତାରିଖ | October 4, 2011 |
ମାଧ୍ୟମ ପ୍ରକାର | Print (hardcover and paperback), audiobook, e-book |
ISBN | 978-1-4231-4059-7 |
OCLC ନମ୍ବର | 719377188 |
LC Classification | PZ7.R4829 Son 2011[୧] |
ଏହା ପରେ | The Lost Hero |
ଏହା ଆଗରୁ | The Mark of Athena |
ଦି ସନ ଅଫ ନେପ୍ଚୁନ ୨୦୧୧ରେ ଆମେରେକିୟ ଲେଖକ ରିକ ଋଓରଡାନଦ୍ୱାରା ଲିଖିତ ଏକ କାଳ୍ପନିକ ଉପନ୍ୟାସ ।ଏହା ଗ୍ରୀକ ଏବଂ ରୋମାନ ପୁରାଣ ଉପରେ ଆଧାରିତ। ଏହା ଦି ହୀରୋଜ ଅଫ ଅଲମ୍ପସ ସିରିଜର ଦ୍ୱିତୀୟ ପୁସ୍ତକ । ଏହା ଜଳ ଦେବତା ପୋଷେଡୋନଙ୍କ ପୁତ୍ର ପରସି ଜ୍ଯାକସନର ସାହସିକ ଗାଥା ଉପରେ ଆଧାରିତ। ଦି ହୀରୋଜ ଅଫ ଅଲମ୍ପସ ସିରିଜର ପ୍ରଥମ ପୁସ୍ତକର ନାମ "ଦି ଲଷ୍ଟ ହୀରୋ" ଏବଂ ତୃତୀୟ ପୁସ୍ତକର ନାମ "ଦି ମାର୍କ ଅଫ ଏଥେନା"। ଏହି ଉପନ୍ୟାସଟି ଗୁଡରିଡସ ଚୟେସ ପୁରସ୍କାରରେ ମଧ୍ୟ ପୁରସ୍କୃତ ହେଇ ସାରିଛି। ଏହା ଅନେକ ସମୟ ଧରି ସର୍ବଶ୍ରେଷ୍ଠ ବିକ୍ରେତା ଲିଷ୍ଟରେ ମଧ୍ୟ ରହିଥିଲା। ଏହା ପ୍ରଥମେ ଅକ୍ଟୋବର ୪ ୨୦୧୧ରେ ପ୍ରକାଶିତ ହୋଇଥିଲା ଏବଂ ବର୍ତ୍ତମାନ ଏହା ଇବୂକ ଅଡିଓ ବୂକ ଭାବରେ ମଧ୍ୟ ଉପଲବ୍ଧ । ବର୍ତ୍ତମାନ ଏହା ୩୭ଟି ଭାଷାକୁ ଅନୁବାଦ କରା ସରିଛି।
ବିକାଶ
[ସମ୍ପାଦନା]ର ସାକ୍ଷାତକର ସମୟରେ ପରସିର ଅବସ୍ଥାନକୁ ନେଇ ଯେତେବେଳେ ରିକଙ୍କୁ ପ୍ରଶ୍ନ ପଚରା ଯାଇଥିଲା ସେତେବେଳେ ସେ ଘୋଷଣା କରିଥିଲେ ଯେ ଦି ସନ ଅଫ ନେପଚୁନ ପୁସ୍ତକରେ ପରସି ପୁଣି ଫେରିବା।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "The son of Neptune". LC Online Catalog. Library of Congress (lccn.loc.gov). Retrieved November 9, 2015.