ଦିତ୍ୟା ଭାନ୍ଦେ

ଉଇକିପିଡ଼ିଆ‌ରୁ
ଦିତ୍ୟା ସାଗର ଭାନ୍ଦେ
ଜନ୍ମ (2006-11-16) ୧୬ ନଭେମ୍ବର ୨୦୦୬ (ବୟସ ୧୭)
ଅନ୍ୟ ନାମଖଜୁର୍
ବୃତ୍ତିସମୂହ
  • ନୃତ୍ୟୁଶିଳ୍ପୀ
  • ଅଭିନେତ୍ରୀ
ପିତାମାତାs
  • ସାଗର ଭାନ୍ଦେ
  • ନେହା ସାଗରେ ଭାନ୍ଦେ

ଦିତ୍ୟା ଭାନ୍ଦେ[୧] (ଜନ୍ମ: ୧୫ ନଭେମ୍ବର ୨୦୦୬) ଜଣେ ଭାରତୀୟ ନୃତ୍ୟଶିଳ୍ପୀ ଏବଂ ଅଭିନେତ୍ରୀ । ସେ ପିଲାମାନଙ୍କ ଡ୍ୟାନ୍ସ ରିଅଲିଟି ଶୋ ସୁପର ଡାନ୍ସର୍ ସିଜନ୍ ୧ର ବିଜେତା ହୋଇଥିଲେ । ସେ ତାମିଲ ଭାଷାର ଏକ ସଙ୍ଗୀତଭିତ୍ତିକ ଚଳଚ୍ଚିତ୍ର ଲକ୍ଷ୍ମୀରେ ଅଭିନୟ କରିଥିଲେ ।[୨] ଏ.ଏଲ୍. ବିଜୟଙ୍କଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରଟିରେ ପ୍ରଭୁ ଦେବା ଓ ଏଶ୍ୱର୍ଯ୍ୟା ରାଜେଶ ଅଭିନୟ କରିଥିଲେ । ସେ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ସିଜିନ୍ ୭ରେ ମଧ୍ୟ ଭାଗ ନେଇଥିଲେ ।[୩]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ଭୂମିକା ଭାଷା ମନ୍ତବ୍ୟ
2018 ଲକ୍ଷ୍ମୀ ଲକ୍ଷ୍ମୀ ତାମିଲ୍ ପ୍ରଥମ କଥାଚିତ୍ର
ଜୀରୋ ନିଜେ ହିନ୍ଦୀ ଅତିଥି କଳାକାର

ଦୂରଦର୍ଶନ[ସମ୍ପାଦନା]

ବର୍ଷ ଶୀର୍ଷକ ଭୂମିକା ମନ୍ତବ୍ୟ
୨୦୨୨ ଫାଇଭ୍ ସିକ୍ସ୍ ସେଭେନ୍ ଏଇଟ୍ ସେମ୍ବା

ପୁରସ୍କାର[ସମ୍ପାଦନା]

ବର୍ଷ ପୁରସ୍କାର ବର୍ଗ ଚଳଚ୍ଚିତ୍ର / ସିରିଜ୍ ଭାଷା ଫଳାଫଳ
୨୦୧୬ ଲାୟନ୍ ଗୋଲ୍ଡ ଆୱାର୍ଡ଼ ସର୍ବୋତ୍ତମ ନୃତ୍ୟଶିଳ୍ପୀ ସୁପର ଡାନ୍ସର୍ ସିଜନ୍ ୧ ହିନ୍ଦୀ ବିଜେତା
୨୦୧୮ ଆନନ୍ଦ ବିକାଶ ସିନେମା ପୁରସ୍କାର[୪] ଶ୍ରେଷ୍ଠ ଶିଶୁ କଳାକାର ଲକ୍ଷ୍ମୀ ତାମିଲ୍ ବିଜେତା
ଜେଏଫ୍‌ଡବ୍ଲ୍ୟୁ ଚଳଚ୍ଚିତ୍ର ପୁରସ୍କାର ବିଜେତା
ଦକ୍ଷିଣ ଭାରତୀୟ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର (SIIMA) ଶ୍ରେଷ୍ଠ ନବାଗତ ଶିଶୁ କଳାକାର (ବାଳିକା) ମନୋନୀତ
ଏଡିସନ ଆୱାର୍ଡ଼ ଶ୍ରେଷ୍ଠ ଶିଶୁ କଳାକାର ମନୋନୀତ
  • ସୁପର ଡାନ୍ସର୍ ସିଜନ୍ ୧ର ବିଜେତା[୫]

ଆଧାର[ସମ୍ପାଦନା]

  1. "Prabhudeva's Lakshmi acquired by CK Entertainments in Telugu - Times of India". The Times of India. Retrieved 23 August 2018.
  2. "Ditya Bhande: I want to become an actor-choreographer like Prabhudheva sir". Cinema Express.
  3. "9-year-old Ditya Bhande wins Super Dancer, check out some of her best performances". 18 December 2016.
  4. "Director Mari Selvaraj, actors Trisha and Dhanush win Vikatan Awards 2018: See full list". 7 January 2019.
  5. "Super Dancer: Nine-year-old Ditya Bhande emerges winner, see pics". The Indian Express (in ଆମେରିକୀୟ ଇଂରାଜୀ). 18 December 2016. Retrieved 23 August 2018.