Jump to content

ଥିଓଫାଇଲିନ

ଉଇକିପିଡ଼ିଆ‌ରୁ
ଥିଓଫାଇଲିନ
Clinical data
Trade namesTheolair, Slo-Bid, others
Synonyms1,3-dimethylxanthine
AHFS/Drugs.commonograph
MedlinePlusa681006
Pregnancy
category
  • AU: A []
  • US: C (Risk not ruled out)
    Routes of
    administration
    By mouth, IV[]
    Legal status
    Legal status
    Pharmacokinetic data
    Bioavailability100% (IV)
    Protein binding40% (primarily to albumin)
    MetabolismLiver to 1-methyluric acid
    Elimination half-life5–8 hours
    Identifiers
    • 1,3-dimethyl-7H-purine-2,6-dione
    ECHA InfoCard100.000.350 Edit this at Wikidata
    Chemical and physical data
    FormulaC7H8N4O2
    Molar mass୧୮୦.୧୭ g·mol−1
    3D model (JSmol)
    • Cn1c2c(c(=O)n(c1=O)C)[nH]cn2
    • InChI=1S/C7H8N4O2/c1-10-5-4(8-3-9-5)6(12)11(2)7(10)13/h3H,1-2H3,(H,8,9) checkY
    • Key:ZFXYFBGIUFBOJW-UHFFFAOYSA-N checkY
      (verify)

    ଥିଓଫାଇଲିନ ହେଉଛି କ୍ରନିକ ଅବଷ୍ଟ୍ରକ୍ଟିଭ୍ ପଲ୍‌ମୋନାରି ଡିଜିଜ (COPD) ଏବଂ ଆଜମା ପାଇଁ ବ୍ୟବହୃତ ଏକ ଔଷଧ ।[] ଅଧିକ ନିରାପତ୍ତା ଯୋଗୁ ଅନ୍ୟ ବ୍ରୋଙ୍କୋଡାଇଲେଟର ବ୍ୟବହାରକୁ ମୁଖ୍ୟତଃ ବ୍ୟବ‌ହାର କରାଯାଉଛି ।[] ଏହା ପାଟିରେ ଦିଆଯାଏ କିମ୍ବା ଶିରାରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ ।[] ଥିଓଫିଲାଇନର ରକ୍ତ ସ୍ତର ପର୍ଯ୍ୟାୟକ୍ରମେ ନିରୀକ୍ଷଣ ଆବଶ୍ୟକ କରେ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ମୁଣ୍ଡବିନ୍ଧା, ଶୋଇବାରେ ଅସୁବିଧା, ପେଟ ଯନ୍ତ୍ରଣା, ପାଲଟିଯିବା ଏବଂ ତରଳ ଝାଡ଼ା ହୋଇପାରେ ।[] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ ରକ୍ତ ପୋଟାସିୟମ୍ ବା ହାଇପୋକାଲେମିଆ ହୋଇପାରେ ।[] ଅତ୍ୟଧିକ ମାତ୍ରାରେ ଔଷଧଧ ଭୟଙ୍କର ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି କରିପାରେ । [] ରୋଗୀ କେହି ଧୂମପାନ କରେ, ମଦ୍ୟପାନ କରେ କିମ୍ବା ଯକୃତ ତ‌ଥା ହୃଦଘାତ ସମସ୍ୟା ଥାଏ ତେବେ ତାହା ଉପରେ ନିର୍ଭର କରି ଏହାର ମାତ୍ରା ସଜାଡ଼ିବାକୁ ପଡିପାରେ । [] ଗର୍ଭାବସ୍ଥାରେ ବ୍ୟବହାର କଲେ ଏହାର ସୁରକ୍ଷା ଅସ୍ପଷ୍ଟ ଅଟେ ।[] ଏହା ଜାନ୍ଥିନ ପରିବାରର ଏକ ଔଷଧ ।[] ଏହା କିପରି କାର୍ଯ୍ୟ କରେ ତାହା ସମ୍ପୂର୍ଣ୍ଣ ସ୍ପଷ୍ଟ ନୁହେଁ । []

    ୧୮୮୮ ମସିହାରେ ଚା ଗଛରୁ (କ୍ୟାମେଲିଆ ସିନେସିସ୍) ଥିଓଫାଇଲିନ ଅଲଗା କରାଯାଇଥିଲା ।[] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ଯୁକ୍ତରାଜ୍ୟରେ ଏକ ମାସର ଔଷଧର ମୂଲ୍ୟ ପ୍ରାୟ ୫ ପାଉଣ୍ଡ ।[]

    1. 1 2 "Theophylline Use During Pregnancy". Drugs.com (in ଇଂରାଜୀ). Archived from the original on 29 November 2020. Retrieved 9 October 2020.
    2. 1 2 3 4 5 6 7 "Theophyllines Monograph for Professionals". Drugs.com (in ଇଂରାଜୀ). Archived from the original on 23 September 2020. Retrieved 9 October 2020.
    3. 1 2 Sneader, Walter (2005). Drug Discovery: A History (in ଇଂରାଜୀ). John Wiley & Sons. p. 95. ISBN 978-0-471-89979-2. Archived from the original on 2021-08-29. Retrieved 2020-10-09.
    4. 1 2 3 4 5 BNF 79 : March 2020. London: Royal Pharmaceutical Society. 2020. p. 282. ISBN 9780857113658.