ତେଙ୍କାସି
ଦେଖଣା
Tenkasi
தெங்காசி | |
|---|---|
Town | |
A view of Kasi Vishwanathar Temple Rajagopuram | |
| ଦେଶ | |
| ରାଜ୍ୟ | Tamil Nadu |
| District | Tirunelveli |
| Founded by | Parakirama Pandian |
| Government | |
| • Type | First Grade Municipality |
| • Body | Tenkasi Municipality |
| Elevation | 143 m (469 ft) |
| Population (2011)[୧] | |
| • Total | ୭୦,୫୪୫ |
| ଭାଷା | |
| • ସରକାରୀ | Tamil |
| Time zone | UTC+5:30 (IST) |
| PIN | 627811 |
| ଯାନବାହାନ ପଞ୍ଚୀକରଣ | TN-76 |
ତେଙ୍କାସି ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ତାମିଲନାଡୁର ତିରୁନେଲ୍ୱେଲି ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ତେଙ୍କାସି ୮.୯୫୪୪ ଉତ୍ତର ଅକ୍ଷାଂଶ ଓ ୭୭.୩୧୪୧ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ତେଙ୍କାସି ସହରର ମୋଟ ଜନସଂଖ୍ୟା ୬୨୮୨୮ ଅଟେ ।[୩] ସେଥି ମଧ୍ୟରୁ ୪୯.୩୦% ଜଣ ପରୁଷ ହୋଇଥିବା ବେଳେ ୫୦.୭୦% ଜଣ ନାରୀ ଅଟନ୍ତି । ତେଙ୍କାସିର ସାକ୍ଷରତା ହାର ୭୩.୬୮% ଅଟେ । ଏହା ଜାତୀୟ ହାରଠାରୁ ୮.୮୪% ପ୍ରତିଶତ କମ ଅଟେ । ସେଥିରୁ ୩୯.୭୨% ପ୍ରତିଶତ ପୁରୁଷ ଓ ୩୩.୯୫% ନାରୀ ଅଟନ୍ତି । ୧୦.୮୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
[ସମ୍ପାଦନା]ତାମିଲ ତେଙ୍କାସିର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ http://www.censusindia.gov.in/pca/SearchDetails.aspx?Id=699471
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.