ତଞ୍ଜାଇ ସେଲଭି
ଦେଖଣା
ତଞ୍ଜାଇ ସେଲଭି ଜଣେ ଭାରତୀୟ-ତାମିଲ କଣ୍ଠଶିଳ୍ପୀ। ସେ ଲୋକଗୀତ ପରିବେଷଣ ପାଇଁ ଜଣାଶୁଣା । ସେ ୨୦୧୦ ମସିହାରେ ମୁକ୍ତିଲାଭ କରିଥିବା ଇସାନ କଥାଚିତ୍ର ଜରିଆରେ ତାମିଲ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ, ଯେଉଁଥିରେ ସେ "ଜିଲ୍ଲା ଭିଟ୍ଟୁ" ଗୀତ ଗାଇଥିଲେ ।[୧]
ଗୀତ ତାଲିକା
[ସମ୍ପାଦନା]ତଞ୍ଜାଇ ସେଲଭି ୨୦୧୦ ମସିହାରେ ତାମିଲ କଥାଚିତ୍ର ଜଗତରେ ଗୀତ ଗାଇବା ଆରମ୍ଭ କରିଥିଲେ ଏବଂ ସେ ଗାଇଥିବା ଗୀତଗୁଡ଼ିକର ତାଲିକା:[୨]
ତାଲିକା
[ସମ୍ପାଦନା]| ବର୍ଷ | ଚଳଚ୍ଚିତ୍ର | ଗୀତ |
|---|---|---|
| ୨୦୧୦ | ଇସାନ | ଜିଲ୍ଲା ଭିଟ୍ଟୁ |
| ୨୦୧୧ | ପୋରାଲି | ଭେଦି ପୋଟ୍ଟୁ |
| ଅମ୍ବୁଲି | ଆତା ନି ପେଥାୟେ | |
| ମାରୁଦାଭେଲୁ | ମାରୁଥାନି | |
| ଭେଟ୍ଟାଇୟାଡୁ | ଇମା ମାମା ମଦୁର | |
| ଆଜାଗରସାମିନ୍ କୁଥିରାଇ | ଆଦିୟେ ଇଭାଲେ | |
| ୨୦୧୨ | କୋଣ୍ଡାନ୍ କୋଡୁଥାନ୍ | ଥିଲାନା ପାଟ୍ଟୁକରି |
| ଅମ୍ବୁଲି | ଆତା ନୀ ପେତାୟା | |
| ୨୦୧୩ | ମାଧା ୟାନାଇ କୁଟ୍ଟମ | ଏଙ୍ଗା ପୋରା |
| ୨୦୧୪ | ପୋଙ୍ଗାଡି ନେଙ୍ଗାଲୁମ୍ ଉଙ୍ଗା କାଦଲୁମ୍ | ୟେ କଧାଲେ |
| ୨୦୧୬ | ଆଦ୍ର ମଚାନ୍ ଭିସିଲୁ | କନ୍ନାମୁଚି |
| ଅଜହେନ୍ଦ୍ର ସୋଲୁକ୍କୁ ଅମୁଦା | ବ୍ୟାସରବାଡ଼ି |
ଆଧାର
[ସମ୍ପାଦନା]- ↑ "Thanjai Selvi". Singers. 600024.com. Retrieved 7 February 2013.
- ↑ "Thanjai Selvi's - Music". Music Celebs. in.com. Archived from the original on 2012-09-27.