ଡୋରାଭିରାଇନ
| Clinical data | |
|---|---|
| Trade names | Pifeltro |
| Other names | MK-1439 |
| AHFS/Drugs.com | Monograph |
| MedlinePlus | a618048 |
| License data |
|
| Routes of </nowiki> </nowiki>administration |
By mouth[୧] |
| Drug class | Non-nucleoside reverse transcriptase inhibitor (NNRTI)[୧] |
| Legal status | |
| Legal status |
|
| Identifiers | |
IUPAC name
| |
| Chemical and physical data | |
| Formula | C17H11ClF3N5O3 |
| Molar mass | 425.75 g·mol−1 |
| 3D model (JSmol) | |
SMILES
| |
InChI
| |
ଡୋରାଭିରାଇନ (ଇଂରାଜୀ ଭାଷାରେ Doravirine), ପିଫେଲ୍ଟ୍ରୋ ଏକ ବେପାର ନାମ, ହେଉଛି ଏଚଆଇଭି/ଏଡସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୧] ଏହାକୁ ଅନ୍ୟ ଏଚଆଇଭି ଔଷଧ ସହିତ ମିଶେଇ କରି ଦିଆଯାଏ ।[୧] ସାଧାରଣତଃ ଏହା ଦିନରେ ଥରେ ପାଟିରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ମୁଣ୍ଡ ବୁଲାଇବା, ମୁଣ୍ଡବିନ୍ଧା, ଥକ୍କା, ତରଳ ଝାଡ଼ା ଏବଂ ଅସ୍ୱାଭାବିକ ସ୍ୱପ୍ନ ଅନ୍ତର୍ଭୁକ୍ତ ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ପ୍ରତିରକ୍ଷା ପୁନଃ ନିର୍ମାଣ ସିଣ୍ଡ୍ରୋମ ଅନ୍ତର୍ଭୁକ୍ତ ହୋଇପାରେ ।[୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୩] ଏହା ଏକ ଅଣ-ନ୍ୟୁକ୍ଲିଓସାଇଡ୍ ରିଭର୍ସ ଟ୍ରାନ୍ସକ୍ରିପଟେଜ୍ ଇନହିବିଟର (NNRTI) ।[୧]
୨୦୧୮ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଡୋରାଭିରାଇନ ଅନୁମୋଦିତ ହୋଇଥିଲା ।[୨] ଯୁକ୍ତରାଜ୍ୟରେ ଏକ ମାସର ଔଷଧ ଖର୍ଚ୍ଚ ୨୦୨୧ ସୁଦ୍ଧା ମୂଲ୍ୟ ୪୭୦ ପାଉଣ୍ଡ ଅଟେ ।[୪] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୁଲ୍ୟ ପ୍ରାୟ 1,500 ଡଲାର ଅଟେ | [୫] ଏହା ଡୋରାଭିରାଇନ/ ଲାମିଭୁଡାଇନ /ଟେନୋଫୋଭିର ମିଶ୍ରଣ ଭାବରେ ମଧ୍ୟ ଉପଲବ୍ଧ । [୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Pifeltro- doravirine tablet, film coated". DailyMed. 10 October 2019. Archived from the original on 28 October 2020. Retrieved 22 September 2020.
- ↑ ୨.୦ ୨.୧ "Pifeltro EPAR". European Medicines Agency (EMA). Archived from the original on 28 October 2020. Retrieved 1 October 2020.
- ↑ "Doravirine (Pifeltro) Use During Pregnancy". Drugs.com (in ଇଂରାଜୀ). Archived from the original on 3 December 2020. Retrieved 27 December 2021.
- ↑ ୪.୦ ୪.୧ BNF 81: March-September 2021. BMJ Group and the Pharmaceutical Press. 2021. p. 683. ISBN 978-0857114105.
- ↑ "Pifeltro Prices, Coupons & Savings Tips - GoodRx". GoodRx. Retrieved 27 December 2021.