Jump to content

ଡେସିପ୍ରାମାଇନ

ଉଇକିପିଡ଼ିଆ‌ରୁ
ଡେସିପ୍ରାମାଇନ
Skeletal formula of desipramine
Ball-and-stick model of the desipramine molecule
Clinical data
Trade namesNorpramin, Pertofrane, others
SynonymsDesmethylimipramine; Norimipramine; EX-4355; G-35020; JB-8181; NSC-114901[][][]
AHFS/Drugs.commonograph
MedlinePlusa682387
Pregnancy
category
  • US: N (Not classified yet)
    Routes of
    administration
    By mouth, intramuscular injection
    Legal status
    Legal status
    Pharmacokinetic data
    Bioavailability60–70%[]
    Protein binding91%[]
    MetabolismLiver (CYP2D6)[]
    Elimination half-life12–30 hours[]
    ExcretionUrine (70%), feces[]
    Identifiers
    • 3-(10,11-dihydro-5H-dibenzo[b,f]azepin-5-yl)-N-methylpropan-1-amine
    ECHA InfoCard100.000.037 Edit this at Wikidata
    Chemical and physical data
    FormulaC18H22N2
    Molar mass୨୬୬.୩୯ g·mol−1
    3D model (JSmol)
    • c1cc3c(cc1)CCc2c(cccc2)N3CCCNC
    • InChI=1S/C18H22N2/c1-19-13-6-14-20-17-9-4-2-7-15(17)11-12-16-8-3-5-10-18(16)20/h2-5,7-10,19H,6,11-14H2,1H3 checkY
    • Key:HCYAFALTSJYZDH-UHFFFAOYSA-N checkY
      (verify)

    ଡେସିପ୍ରାମାଇନ, ଏକ ବେପାର ନାମ ନୋରପ୍ରାମିନ ହେଉଛି ଏକ ଟ୍ରାଇସାଇକ୍ଲିକ୍ ଆଣ୍ଟିଡେପ୍ରେସାଣ୍ଟ (TCA) ଯାହା ଅବସାଦ, ପ୍ୟାନିକ୍ ଡିଜଅର୍ଡ଼ର ଏବଂ ପୋଷ୍ଟ‌ହରପେଟିକ ସ୍ନାୟୁ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ୫ ଦିନ ମଧ୍ୟରେ ଔଷଧର ଉପକାର ଦେଖାଯାଇପାରେ ଓ ପୂର୍ଣ୍ଣ ପ୍ରଭାବ ପାଇଁ ୩ ସପ୍ତାହ ପର୍ଯ୍ୟନ୍ତ ଆବଶ୍ୟକ ହୋଇପାରେ ।

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଖିଲା ପାଟି, କୋଷ୍ଠକାଠିନ୍ୟ, ଅସ୍ପଷ୍ଟ ଦୃଷ୍ଟିଶକ୍ତି, ଛିଡା ହେବା ସହିତ ନିମ୍ନ ରକ୍ତଚାପ, ନିଦ୍ରା ଏବଂ ଦୁର୍ବଳତା ଅନ୍ତର୍ଭୁକ୍ତ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆତ୍ମହତ୍ୟା, ମାନିଆ, ଆରିଥମିଆ ଏବଂ ବାତ ଅନ୍ତର୍ଭୁକ୍ତ ହୋଇପାରେ ।[] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ । ଏହା କିପରି କାର୍ଯ୍ୟ କରେ, ତାହା ଅସ୍ପଷ୍ଟ, କିନ୍ତୁ ସେରୋଟୋନିନ୍ ଏବଂ ନରଏପିନେଫ୍ରିନ ଉପରେ ପ୍ରଭାବ ପଡ଼ୁଥିବ ବୋଲି ବିଶ୍ୱାସ କରାଯାଏ ।

    ୧୯୬୪ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଡେସିପ୍ରାମାଇନ ଅନୁମୋଦିତ ହୋଇଥିଲା ।[] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ଯୁକ୍ତରାଷ୍ଟ୍ରରେ ୧୦୦ ମିଗ୍ରାର ୩୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୨୫ ଡଲାର ଥିଲା ।[] ଏହା ବହୁଳ ଭାବରେ ବ୍ୟବହୃତ ହେଇଛି ।[]

    1. J. Elks (14 November 2014). The Dictionary of Drugs: Chemical Data: Chemical Data, Structures and Bibliographies. Springer. pp. 363–. ISBN 978-1-4757-2085-3.
    2. Index Nominum 2000: International Drug Directory. Taylor & Francis. 2000. pp. 304–. ISBN 978-3-88763-075-1.
    3. "Desipramine - Drugs.com". drugs.com. Archived from the original on 2018-08-30. Retrieved 2021-02-10.
    4. 1 2 3 4 Thomas L. Lemke; David A. Williams (24 January 2012). Foye's Principles of Medicinal Chemistry. Lippincott Williams & Wilkins. pp. 588–. ISBN 978-1-60913-345-0. Archived from the original on 16 December 2019. Retrieved 10 February 2021.
    5. Sallee, FR; Pollock, BG (May 1990). "Clinical pharmacokinetics of imipramine and desipramine". Clinical Pharmacokinetics. 18 (5): 346–64. doi:10.2165/00003088-199018050-00002. PMID 2185906. S2CID 37529573.
    6. 1 2 3 "Desipramine Monograph for Professionals". Drugs.com (in ଇଂରାଜୀ). Archived from the original on 27 January 2021. Retrieved 23 December 2021.
    7. 1 2 "Desipramine".
    8. "Desipramine Prices, Coupons & Savings Tips - GoodRx". GoodRx. Retrieved 23 December 2021.