ଡେସିପ୍ରାମାଇନ
Clinical data | |
---|---|
Trade names | Norpramin, Pertofrane, others |
Synonyms | Desmethylimipramine; Norimipramine; EX-4355; G-35020; JB-8181; NSC-114901[୧][୨][୩] |
AHFS/Drugs.com | monograph |
MedlinePlus | a682387 |
Pregnancy category |
|
Routes of administration | By mouth, intramuscular injection |
Legal status | |
Legal status |
|
Pharmacokinetic data | |
Bioavailability | 60–70%[୫] |
Protein binding | 91%[୫] |
Metabolism | Liver (CYP2D6)[୪] |
Elimination half-life | 12–30 hours[୫] |
Excretion | Urine (70%), feces[୫] |
Identifiers | |
| |
ECHA InfoCard | 100.000.037 |
Chemical and physical data | |
Formula | C18H22N2 |
Molar mass | ୨୬୬.୩୯ g·mol−1 |
3D model (JSmol) | |
| |
| |
(verify) |
ଡେସିପ୍ରାମାଇନ, ଏକ ବେପାର ନାମ ନୋରପ୍ରାମିନ ହେଉଛି ଏକ ଟ୍ରାଇସାଇକ୍ଲିକ୍ ଆଣ୍ଟିଡେପ୍ରେସାଣ୍ଟ (TCA) ଯାହା ଅବସାଦ, ପ୍ୟାନିକ୍ ଡିଜଅର୍ଡ଼ର ଏବଂ ପୋଷ୍ଟହରପେଟିକ ସ୍ନାୟୁ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୬] ୫ ଦିନ ମଧ୍ୟରେ ଔଷଧର ଉପକାର ଦେଖାଯାଇପାରେ ଓ ପୂର୍ଣ୍ଣ ପ୍ରଭାବ ପାଇଁ ୩ ସପ୍ତାହ ପର୍ଯ୍ୟନ୍ତ ଆବଶ୍ୟକ ହୋଇପାରେ ।
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଖିଲା ପାଟି, କୋଷ୍ଠକାଠିନ୍ୟ, ଅସ୍ପଷ୍ଟ ଦୃଷ୍ଟିଶକ୍ତି, ଛିଡା ହେବା ସହିତ ନିମ୍ନ ରକ୍ତଚାପ, ନିଦ୍ରା ଏବଂ ଦୁର୍ବଳତା ଅନ୍ତର୍ଭୁକ୍ତ । ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆତ୍ମହତ୍ୟା, ମାନିଆ, ଆରିଥମିଆ ଏବଂ ବାତ ଅନ୍ତର୍ଭୁକ୍ତ ହୋଇପାରେ ।[୬] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ । ଏହା କିପରି କାର୍ଯ୍ୟ କରେ, ତାହା ଅସ୍ପଷ୍ଟ, କିନ୍ତୁ ସେରୋଟୋନିନ୍ ଏବଂ ନରଏପିନେଫ୍ରିନ ଉପରେ ପ୍ରଭାବ ପଡ଼ୁଥିବ ବୋଲି ବିଶ୍ୱାସ କରାଯାଏ ।
୧୯୬୪ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଡେସିପ୍ରାମାଇନ ଅନୁମୋଦିତ ହୋଇଥିଲା ।[୬] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୭] ଯୁକ୍ତରାଷ୍ଟ୍ରରେ ୧୦୦ ମିଗ୍ରାର ୩୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୨୫ ଡଲାର ଥିଲା ।[୮] ଏହା ବହୁଳ ଭାବରେ ବ୍ୟବହୃତ ହେଇଛି ।[୭]
ଆଧାର
[ସମ୍ପାଦନା]- ↑ J. Elks (14 November 2014). The Dictionary of Drugs: Chemical Data: Chemical Data, Structures and Bibliographies. Springer. pp. 363–. ISBN 978-1-4757-2085-3.
- ↑ Index Nominum 2000: International Drug Directory. Taylor & Francis. 2000. pp. 304–. ISBN 978-3-88763-075-1.
- ↑ "Desipramine - Drugs.com". drugs.com. Archived from the original on 2018-08-30. Retrieved 2021-02-10.
- ↑ Sallee, FR; Pollock, BG (May 1990). "Clinical pharmacokinetics of imipramine and desipramine". Clinical Pharmacokinetics. 18 (5): 346–64. doi:10.2165/00003088-199018050-00002. PMID 2185906. S2CID 37529573.
- ↑ ୫.୦ ୫.୧ ୫.୨ ୫.୩ Thomas L. Lemke; David A. Williams (24 January 2012). Foye's Principles of Medicinal Chemistry. Lippincott Williams & Wilkins. pp. 588–. ISBN 978-1-60913-345-0. Archived from the original on 16 December 2019. Retrieved 10 February 2021.
- ↑ ୬.୦ ୬.୧ ୬.୨ "Desipramine Monograph for Professionals". Drugs.com (in ଇଂରାଜୀ). Archived from the original on 27 January 2021. Retrieved 23 December 2021.
- ↑ ୭.୦ ୭.୧ "Desipramine".
- ↑ "Desipramine Prices, Coupons & Savings Tips - GoodRx". GoodRx. Retrieved 23 December 2021.