Jump to content

ଡେଲାଭିର୍ଡାଇନ

ଉଇକିପିଡ଼ିଆ‌ରୁ
ଡେଲାଭିର୍ଡାଇନ
Clinical data
Pronunciationdel a' vir deen[୧]
Trade namesRescriptor
SynonymsDelavirdine mesylate
AHFS/Drugs.commonograph
MedlinePlusa600034
Pregnancy
category
Routes of
administration
By mouth
Legal status
Legal status
Pharmacokinetic data
Bioavailability85%
Protein binding98%
MetabolismLiver (CYP3A4- and CYP2D6-mediated)
Elimination half-life5.8 hours
ExcretionKidney (51%) and fecal (44%)
Identifiers
  • N-[2-({4-[3-(propan-2-ylamino)pyridin-2-yl]piperazin-1-yl}carbonyl)-1H-indol-5-yl]methanesulfonamide
Chemical and physical data
FormulaC22H28N6O3S
Molar mass୪୫୬.୫୭ g·mol−1
3D model (JSmol)
  • CC(C)Nc1cccnc1N4CCN(C(=O)c3cc2cc(NS(C)(=O)=O)ccc2[nH]3)CC4
  • InChI=1S/C22H28N6O3S/c1-15(2)24-19-5-4-8-23-21(19)27-9-11-28(12-10-27)22(29)20-14-16-13-17(26-32(3,30)31)6-7-18(16)25-20/h4-8,13-15,24-26H,9-12H2,1-3H3 checkY
  • Key:WHBIGIKBNXZKFE-UHFFFAOYSA-N checkY
  (verify)

ଡେଲାଭିର୍ଡାଇନ ( DLV ), ବେପାର ନାମ ରେସ୍କ୍ରିପ୍ଟର, ହେଉଛି ଏକ ଔଷଧ ଯାହାକି ଏଚଆଇଭି/ଏଡସ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏହା ଅନ୍ୟ ଏଚଆଇଭିଔଷଧ ସହିତ ମିଳିତ ଭାବରେ ବ୍ୟବହୃତ ହୁଏ; ଯଦିଓ ଏହା ଏକ ପସନ୍ଦଯୋଗ୍ୟ ଚିକିତ୍ସା ନୁହେଁ ।[୨] ଏହାକୁ ଦିନକୁ ତିନିଥର ପାଟିରେ ଦିଆଯାଏ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କା, ମୁଣ୍ଡ ବୁଲାଇବା, ମୁଣ୍ଡବିନ୍ଧା ଏବଂ ରାସ ଅନ୍ତର୍ଭୁକ୍ତ ।[୧] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଷ୍ଟିଭେନ୍ସ-ଜନସନ ସିଣ୍ଡ୍ରୋମ, କେନ୍ଦ୍ରୀୟ ମେଦବହୁଳତା ଏବଂ ପ୍ରତିରକ୍ଷା ପୁନଃ ନିର୍ମାଣ ସିଣ୍ଡ୍ରୋମ ଅନ୍ତର୍ଭୁକ୍ତ ହୋଇପାରେ ।[୨] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୨] ଏହା ଏକ ଅଣ-ନ୍ୟୁକ୍ଲିଓସାଇଡ୍ ରିଭର୍ସ ଟ୍ରାନ୍ସକ୍ରିପଟେଜ୍ ଇନହିବିଟର (NNRTI) ।[୨]

୧୯୯୭ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଡେଲାଭର୍ଡାଇନ ଅନୁମୋଦିତ ହୋଇଥିଲା ।[୨] ୨୦୨୧ ସୁଦ୍ଧା ଯୁକ୍ତରାଷ୍ଟ୍ରରେ ଏହା ବନ୍ଦ ହୋଇଯାଇଛି ।[୨] ଏହା ସାଧାରଣ ଭାବରେ ବ୍ୟବହୃତ ହୁଏ ନାହିଁ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Delavirdine". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 6 May 2021. Retrieved 23 December 2021.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Delavirdine Mesylate Monograph for Professionals". Drugs.com (in ଇଂରାଜୀ). Archived from the original on 15 May 2016. Retrieved 23 December 2021.