Jump to content

ଡେକ୍ସରାଜୋକ୍ସେନ

ଉଇକିପିଡ଼ିଆ‌ରୁ
ଡେକ୍ସରାଜୋକ୍ସେନ
Clinical data
Trade namesZinecard, Cardioxane, others
SynonymsDexrazoxane hydrochloride
AHFS/Drugs.commonograph
MedlinePlusa609010
data
Pregnancy
category
  • US: N (Not classified yet)
Routes of
administration
Intravenous
Legal status
Legal status
Identifiers
  • 4-[(2S)-2-(3,5-Dioxopiperazin-1-yl)propyl]piperazine-2,6-dione
ECHA InfoCard100.163.459 Edit this at Wikidata
Chemical and physical data
FormulaC11H16N4O4
Molar mass୨୬୮.୨୭ g·mol−1
3D model (JSmol)
  • O=C2NC(=O)CN(C[C@@H](N1CC(=O)NC(=O)C1)C)C2
  • InChI=1S/C11H16N4O4/c1-7(15-5-10(18)13-11(19)6-15)2-14-3-8(16)12-9(17)4-14/h7H,2-6H2,1H3,(H,12,16,17)(H,13,18,19)/t7-/m0/s1 checkY
  • Key:BMKDZUISNHGIBY-ZETCQYMHSA-N checkY
  (verify)

ଡେକ୍ସରାଜୋକ୍ସେନ (ଇଂରାଜୀ ଭାଷାରେ Dexrazoxane), ଅନ୍ୟମାନଙ୍କ ମଧ୍ୟରେ ଜିନେକାର୍ଡ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଡକ୍ସୋରୁବିସିନ କାରଣରୁ ଏବଂ ଆନ୍ଥ୍ରାସାଇକ୍ଲିନ ବହିଷ୍କାର ଯୋଗୁ ହେଉଥିବା କାର୍ଡିଓମାଇଓପାଥିକୁ ରୋକିବା ପାଇଁ ବ୍ୟବହୃତ ହୁଏ ।[୧] [୨] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ରେ ଇଞ୍ଜେକସନ ନେଇଥିବା ସ୍ଥାନରେ ଯନ୍ତ୍ରଣା, ଅଇ, ଏବଂ ତରଳ ଝାଡ଼ା ହୋଇପାରେ ।[୩] [୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ଥି ମଜ୍ଜା ଦମନ ହୋଇପାରେ ।[୩] ପିଲାମାନଙ୍କଠାରେ ଅଧିକ କର୍କଟ ରୋଗ ହେବାର ଆଶଙ୍କା ରହିପାରେ । [୪] ଏହା ଆନ୍ଥ୍ରାସାଇକ୍ଲିନ୍ ପାଇଁ ଏକ ଆଣ୍ଟିଡୋଟ ବା ପ୍ରତିବିଧାନ ଅଟେ ।[୨]

୧୯୭୨ ମସିହାରେ ଡେକ୍ସରାଜୋକ୍ସେନ ଆବିଷ୍କୃତ ହୋଇଥିଲା ।[୪] ୧୯୯୫ରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୦୬ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏହାକୁ ଅନୁମୋଦନ କରାଯାଇଥିଲା ।[୧] [୨] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୫୦୦ ମିଗ୍ରା ଔଷଧର ମୂଲ୍ୟ ପ୍ରାୟ ୪୨୦ ଡଲାର ଥିଲା ।[୫] ଯୁକ୍ତରାଜ୍ୟରେ ଏହି ପରିମାଣର ମୂଲ୍ୟ ପ୍ରାୟ ୧୬୦ ପାଉଣ୍ଡ ଅଟେ ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Dexrazoxane Monograph for Professionals". Drugs.com (in ଇଂରାଜୀ). Archived from the original on 8 May 2021. Retrieved 23 December 2021.
  2. ୨.୦ ୨.୧ ୨.୨ "Savene". Archived from the original on 12 November 2020. Retrieved 23 December 2021.
  3. ୩.୦ ୩.୧ "DailyMed - DEXRAZOXANE- dexrazoxane for injection injection, powder, lyophilized, for solution". dailymed.nlm.nih.gov. Archived from the original on 26 March 2021. Retrieved 23 December 2021.
  4. ୪.୦ ୪.୧ Kim, Kyu-Won; Roh, Jae Kyung; Wee, Hee-Jun; Kim, Chan (14 November 2016). Cancer Drug Discovery: Science and History (in ଇଂରାଜୀ). Springer. p. 250. ISBN 978-94-024-0844-7. Archived from the original on 11 January 2022. Retrieved 23 December 2021.
  5. "Dexrazoxane Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 22 April 2021. Retrieved 23 December 2021.
  6. BNF 81: March-September 2021. BMJ Group and the Pharmaceutical Press. 2021. p. 984. ISBN 978-0857114105.