ଡିମସ ଭାଷା
ଡିମସ | |
---|---|
କେଉଁ ଅଞ୍ଚଳ | ଭାରତ |
ସ୍ଥାନ | ଆସାମ, ନାଗାଲାଣ୍ଡ |
Native ଭାଷାଭାଷୀ | [୧] |
ସିନୋ-ତିବ୍ୱତୀୟ
| |
ଭାଷା କୋଡ଼ | |
ISO 639-3 | dis |
ଗ୍ଲୋଟୋଲୋଗ | dima1251 [୨] |
ଡିମସ ଭାଷା ଉତ୍ତର-ପୂର୍ବ ଭାରତର ଆସାମ ଓ ନାଗାଲାଣ୍ଡରେ ଡିମସ ଲୋକଙ୍କଦ୍ୱାରା କଥିତ ଏକ ସିନୋ-ତିବ୍ୱତୀୟ ଭାଷା । ସ୍ଥାନୀୟ ଲୋକଙ୍କଦ୍ୱାରା ଏହା "ଗ୍ରାଓ-ଡିମା" ନାମରେ ଜଣା । ଡିମସ ଭାଷା ଟୁଇପ୍ରାସ (ତ୍ରିପୁରୀ) ଭାଷାମାନଙ୍କ ପାଖାପାଖି ।
ଡିମସ ଭାଷା ଉତ୍ତର-ପୂର୍ବ ଭାରତରେ୦୦୦୦୦ (ବିଶେଷ କରି ଆସାମ) କଥିତ ସର୍ବ-ପୁରାତନ ଭାଷାମାନଙ୍କ ଭିତରୁ ଗୋଟିଏ ।
ନାମକରଣ[ସମ୍ପାଦନା]
ଡିମସ ଶବ୍ଦର ଆକ୍ଷରିକ ଅର୍ଥ "ବଡ଼ ନଦୀ-ପୁଅ" ("ଡି"ର ଅର୍ଥ ପାଣି, "ମା" ବିଶାଳ ପାଇଁ ଉପସର୍ଗ, "ସ"ର ଅର୍ଥ ପୁଅଗଣ)। ବଡ଼ ନଦୀ ବ୍ରହ୍ମପୁତ୍ରକୁ ବୁଝାଏ ।
ଲିଖନ ଶୈଳୀ[ସମ୍ପାଦନା]
ଡିମସ ଭାଷାର ସରକାରୀ ଲିପି ନଥିଲେ [୩] ମଧ୍ୟ ଏହା ସାଧାରଣତଃ ମିଥିଳାକ୍ଷରରେ ଲିଖିତ ହୋଇଥାଏ ।[୪]
ଆଧାର[ସମ୍ପାଦନା]
- ↑ ଡିମସ at Ethnologue (17th ed., 2013)
- ↑ Hammarström, Harald; Forkel, Robert; Haspelmath, Martin, eds. (2017). "Dimasa". Glottolog 3.0. Jena, Germany: Max Planck Institute for the Science of Human History.
{{cite book}}
: Unknown parameter|chapterurl=
ignored (|chapter-url=
suggested) (help) - ↑ http://online.assam.gov.in/tribes_of_assam#Dimasa Kachari
- ↑ http://www.omniglot.com/writing/langalph.htm