ଡିଫ୍ଲୁନିସାଲ

ଉଇକିପିଡ଼ିଆ‌ରୁ
ଡିଫ୍ଲୁନିସାଲ
Clinical data
Trade namesDolobid, others
AHFS/Drugs.commonograph
MedlinePlusa684037
Pregnancy
category
  • AU: C
  • US: C (Risk not ruled out)
Routes of
administration
By mouth
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
Pharmacokinetic data
Bioavailability80-90%
Protein binding>99%
MetabolismLiver
Onset of actionWithin an hour[୧]
Elimination half-life8 to 12 hours
Duration of actionUp to 12 hours[୨]
ExcretionKidney
Identifiers
  • 2',4'-difluoro-4-hydroxybiphenyl-3-carboxylic acid
ECHA InfoCard100.040.925 Edit this at Wikidata
Chemical and physical data
FormulaC13H8F2O3
Molar mass୨୫୦.୨0 g·mol−1
3D model (JSmol)
  • O=C(O)c1cc(ccc1O)c2ccc(F)cc2F
  • InChI=1S/C13H8F2O3/c14-8-2-3-9(11(15)6-8)7-1-4-12(16)10(5-7)13(17)18/h1-6,16H,(H,17,18) checkY
  • Key:HUPFGZXOMWLGNK-UHFFFAOYSA-N checkY
  (verify)

ଡିଫ୍ଲୁନିସାଲ (ଇଂରାଜୀ ଭାଷାରେ Diflunisal), ଅନ୍ୟମାନଙ୍କ ମଧ୍ୟରେ ଡୋଲୋବିଡ୍ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ନନଷ୍ଟେରଏଡାଲ୍ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଔଷଧ (NSAID) ଯାହା ଯନ୍ତ୍ରଣା, ଜ୍ୱର ଏବଂ ପ୍ରଦାହର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] [୨] ନିର୍ଦ୍ଦିଷ୍ଟ ଭାବରେ ଏହା ସାମାନ୍ୟରୁ ମଧ୍ୟମ ଧରଣର ଯନ୍ତ୍ରଣା ପାଇଁ ବ୍ୟବହୃତ ହୁଏ ।[୧] ଏହାର ପ୍ରଭାବ ଏକ ଘଣ୍ଟା ମଧ୍ୟରେ ଆରମ୍ଭ ହୋଇ ୧୨ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ ।[୧] [୨] ଏହା ପାଟିରେ ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ପେଟ ବ୍ୟଥା, ଥକାପଣ, କାନନାଦ ଏବଂ ରାସ ହୋଇପାରେ ।[୧] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ହୃତ୍‌ପିଣ୍ଡ ସମସ୍ୟା, ଉଚ୍ଚ ରକ୍ତଚାପ, ଫୁଲା, ବୃକ୍‌କ ସମସ୍ୟା ଏବଂ ପାକସ୍ଥଳୀ ରକ୍ତସ୍ରାବ ହୋଇପାରେ ।[୧] ଗର୍ଭାବସ୍ଥାର ପରବର୍ତ୍ତୀ ଭାଗ ସମୟରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୧] ସାଲିସିଲିକ ଏସିଡରୁ ଏହା ଉତ୍ପନ୍ନ ହୋଇଥିଲା ।[୧]

୧୯୭୧ ମସିହାରେ ଡିଫ୍ଲୁନିସାଲକୁ ମର୍କ ଶାର୍ପ ଆଣ୍ଡ ଡୋମ ବିକଶିତ କରିଥିଲେ ଏବଂ ୧୯୮୨ ମସିହାରେ ଯୁକ୍ତରାଷ୍ଟ୍ରରେ ଏହା ଚିକିତ୍ସା କ୍ଷେତ୍ରରେ ବ୍ୟବହାରରେ ଆସିଥିଲା ।[୩] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୪] ଯୁକ୍ତରାଷ୍ଟ୍ରରେ ୫୦୦ ମିଗ୍ରା ବିଶିଷ୍ଟ ୬୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୩୩ ଡଲାର ଥିଲା ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Diflunisal Monograph for Professionals". Drugs.com (in ଇଂରାଜୀ). Archived from the original on 8 August 2020. Retrieved 16 July 2021.
  2. ୨.୦ ୨.୧ ୨.୨ Dowd, Frank J.; Yagiela, John A.; Johnson, Bart; Mariotti, Angelo; Neidle, Enid A. (19 March 2010). Pharmacology and Therapeutics for Dentistry - E-Book (in ଇଂରାଜୀ). Elsevier Health Sciences. p. 337. ISBN 978-0-323-07824-5. Archived from the original on 28 August 2021. Retrieved 16 July 2021.
  3. Adams SS (1999). "Ibuprofen, the propionics and NSAIDs: personal reflections over four decades". Inflammopharmacology. 7 (3): 191–7. doi:10.1007/s10787-999-0002-3. PMID 17638090.
  4. Nitzki-George, Diane (September 2003). Generic Alternatives to Prescription Drugs (in ଇଂରାଜୀ). Basic Health Publications, Inc. p. 343. ISBN 978-1-59120-098-7. Archived from the original on 2021-08-28. Retrieved 2021-07-16.
  5. "Diflunisal Prices, Coupons & Savings Tips - GoodRx". GoodRx. Archived from the original on 3 November 2016. Retrieved 16 July 2021.