ଡିପ୍ଲୁପ୍ରେଡନେଟ
Clinical data | |
---|---|
AHFS/Drugs.com | monograph |
MedlinePlus | a609025 |
data |
|
Routes of administration | Topical |
Legal status | |
Legal status |
|
Identifiers | |
| |
ECHA InfoCard | 100.041.636 |
Chemical and physical data | |
Formula | C27H34F2O7 |
Molar mass | 508.551 |
(verify) |
ଡିପ୍ଲୁପ୍ରେଡନେଟ (ଇଂରାଜୀ ଭାଷାରେ Difluprednate/ DFBA), ଡ୍ୟୁରେଜୋଲ ବ୍ରାଣ୍ଡ ଏହାର ଏକ ବିକ୍ରୟ ନାମ, ହେଉଛି ଏକ କର୍ଟିକୋଷ୍ଟିରଏଡ ଯାହା ଆଖି ଅସ୍ତ୍ରୋପଚାର ପରେ ଯନ୍ତ୍ରଣା ଏବଂ ପ୍ରଦାହର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ଆଖି ବୁନ୍ଦା ଭାବରେ ବ୍ୟବହୃତ ହୁଏ ।[୧] ଯେଉଁମାନେ ଏହାକୁ ବ୍ୟବହାର କରନ୍ତି ସେମାନେ କଣ୍ଟାକ୍ଟ ପିନ୍ଧିବା ଉଚିତ୍ ନୁହେଁ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଆଖିପତା ପ୍ରଦାହ, ଆଲୋକ ପ୍ରତି ସମ୍ବେଦନଶୀଳତା ଏବଂ ଆଖି ଲାଲ ରଙ୍ଗ ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଖି ଚାପ ବୃଦ୍ଧି, ମୋତିଆବିନ୍ଦୁ, ଧୀର ଆରୋଗ୍ୟ ଏବଂ ସଂକ୍ରମଣ ହୋଇପାରେ ।[୨] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୨]
୨୦୦୮ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଡିପ୍ଲୁପ୍ରେଡେଟ୍ ଅନୁମୋଦିତ ହୋଇଥିଲା ।[୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୩] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୫ ମିଲି ଔଷଧର ମୂଲ୍ୟ ପ୍ରାୟ ୬୦ ଡଲାର ଥିଲା ।[୩] ଏହା ମୂଳତଃ ପ୍ରେଡନିସୋଲୋନରୁ ତିଆରି ହୋଇଥିଲା ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Difluprednate Monograph for Professionals". Drugs.com (in ଇଂରାଜୀ). Archived from the original on 29 September 2021. Retrieved 24 December 2021.
- ↑ ୨.୦ ୨.୧ "DailyMed - DIFLUPREDNATE- difluprednate ophthalmic emulsion". dailymed.nlm.nih.gov. Archived from the original on 11 January 2022. Retrieved 26 December 2021.
- ↑ ୩.୦ ୩.୧ "Difluprednate Prices, Coupons & Savings Tips - GoodRx". GoodRx. Archived from the original on 19 May 2016. Retrieved 26 December 2021.