ଡାହୁକ ଚଢେଇ
ଦେଖଣା
ଡାହୁକ | |
---|---|
ବୟସ୍କ A. p. javanicus ବାଲି, ଇଣ୍ଡୋନେସିଆ | |
ସନ୍ଧ୍ୟା ସମୟରେ ବାଂଗାଲୋରଠାରେ ଡାକ | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Animalia |
ସଙ୍ଘ: | Chordata |
ବର୍ଗ: | Aves |
ଗଣ: | Gruiformes |
କୁଳ: | Rallidae |
ପ୍ରଜାତି: | Amaurornis |
ଜାତି: | A. phoenicurus |
ବାଇନୋମିଆଲ ନାମ | |
Amaurornis phoenicurus Pennant, 1769
| |
approximate range | |
Synonyms | |
Erythra phoenicura |
ଡାହୁକ (ଇଂରାଜୀ ନାମ white-breasted waterhen, ଜୀବ ବିଜ୍ଞାନ ନାମ Amaurornis phoenicurus) ହେଉଛି ଏକ ରେଲ ଓ କ୍ରେକ ପରିବାରର ଜଳପକ୍ଷୀ ଯାହାକି ଭାରତୀୟ ଉପମହାଦେଶ ତଥା ଦକ୍ଷିଣ ପୂର୍ବ ଏସିଆରେ ଦେଖାଯାଏ[୨] । ସଧାରଣତଃ ସେମାନଂକ ଦେହର ରଂଗ ଗାଢ ସ୍ଲେଟ (କଳା) ହୋଇଥାଏ, ତଥା ସେମାନଂକ ମୁହଁ, ଛାତି ଓ ପେଟ ସଫା ଧଳା ରଂଗର ହୋଇଥାଏ । ସେମାନେ କିଛି ମାତ୍ରାରେ ଅନ୍ୟାନ୍ୟ ରେଲ ପ୍ରଜାତିର ଚଢେଇଂକଠାରୁ ସାହାସୀ, ଅନେକ ସମୟରେ ଖୋଲା ସଂତସଂତିଆ ସ୍ଥାନ ଏପରିକି ବ୍ୟସ୍ତବହୁଳ ରାସ୍ତା ନିକଟ ନାଳ ମାନଂକରେ ନିଜର ଲାଂଜକୁ ଉପରକୁ ଟେକି ଚାଲି ଥାଆଂତି । ଏମାନେ ସାଧାରଣତଃ ଉଷା ତଥା ଗୋଧୂଳି (ଅର୍ଥାତ ସକାଳ ଓ ସଂଧ୍ୟା) ସମୟରେ ସକ୍ରିୟ ଥାଆଂତି ।
ଆଧାର
[ସମ୍ପାଦନା]- ↑ "Amaurornis phoenicurus". IUCN Red List of Threatened Species. Version 2013.2. International Union for Conservation of Nature. 2012. Retrieved 26 November 2013.
{{cite web}}
: Invalid|ref=harv
(help) - ↑ "White-breasted waterhen". Wikipedia, the free encyclopedia. ଉଇକିପିଡ଼ିଆ. Retrieved 17 May 2018.