Jump to content

ଡାହୁକ ଚଢେ‍ଇ

ଉଇକିପିଡ଼ିଆ‌ରୁ

ଡାହୁକ
ବୟସ୍କ A. p. javanicus ବାଲି, ଇ‍ଣ୍ଡୋନେସିଆ
ସନ୍ଧ୍ୟା ସମୟରେ ବାଂଗାଲୋରଠାରେ ଡାକ
Scientific classification
Kingdom:
Phylum:
Class:
Order:
Family:
Genus:
Species:
A. phoenicurus
Binomial name
Amaurornis phoenicurus
Pennant, 1769
     approximate range
Synonyms

Erythra phoenicura

ଡାହୁକ (ଇଂରାଜୀ ନାମ white-breasted waterhen, ଜୀବ ବିଜ୍ଞାନ ନାମ Amaurornis phoenicurus) ହେଉଛି ଏକ ରେଲ ଓ କ୍ରେକ ପରିବାରର ଜଳପକ୍ଷୀ ଯାହାକି ଭାରତୀୟ ଉପମହାଦେଶ ତଥା ଦକ୍ଷିଣ ପୂର୍ବ ଏସିଆରେ ଦେଖାଯାଏ[] । ସଧାରଣତଃ ସେମାନଂକ ଦେହର ରଂଗ ଗାଢ ସ୍ଲେଟ (କଳା) ହୋଇଥାଏ, ତଥା ସେମାନଂକ ମୁହଁ, ଛାତି ଓ ପେଟ ସଫା ଧଳା ରଂଗର ହୋଇଥାଏ । ସେମାନେ କିଛି ମାତ୍ରାରେ ଅନ୍ୟାନ୍ୟ ରେଲ ପ୍ରଜାତିର ଚଢେ‍ଇଂକଠାରୁ ସାହାସୀ, ଅନେକ ସମୟରେ ଖୋଲା ସଂତସଂତିଆ ସ୍ଥାନ ଏପରିକି ବ୍ୟସ୍ତବହୁଳ ରାସ୍ତା ନିକଟ ନାଳ ମାନଂକରେ ନିଜର ଲାଂଜକୁ ଉପରକୁ ଟେକି ଚାଲି ଥାଆଂତି । ଏମାନେ ସାଧାରଣତଃ ଉଷା ତଥା ଗୋଧୂଳି (ଅର୍ଥାତ ସକାଳ ଓ ସଂଧ୍ୟା) ସମୟରେ ସକ୍ରିୟ ଥାଆଂତି ।

  1. "Amaurornis phoenicurus". IUCN Red List of Threatened Species. Version 2013.2. International Union for Conservation of Nature. 2012. Retrieved 26 November 2013. {{cite web}}: Invalid |ref=harv (help)
  2. "White-breasted waterhen". Wikipedia, the free encyclopedia. ଉଇକିପିଡ଼ିଆ. Retrieved 17 May 2018.