ଟ୍ରାଇହେପ୍ଟାନଏନ
ଦେଖଣା
Clinical data | |
---|---|
Trade names | Dojolvi |
Synonyms | UX007 |
AHFS/Drugs.com | |
data |
|
Routes of administration | By mouth |
Legal status | |
Legal status | |
Identifiers | |
| |
ECHA InfoCard | 100.009.681 |
Chemical and physical data | |
Formula | C24H44O6 |
Molar mass | ୪୨୮.୬୧ g·mol−1 |
3D model (JSmol) | |
| |
|
ଟ୍ରାଇହେପ୍ଟାନଏନ (ଇଂରାଜୀ ଭାଷାରେ Triheptanoin), ଡୋଜୋଲଭି ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଲମ୍ବା-ଚେନ୍ ଫ୍ୟାଟି ଏସିଡ୍ ଅକ୍ସିଡେସନ ରୋଗମାନଙ୍କର (LC-FAOD) ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏଥିରେ ପାଇରୁଭେଟ କାର୍ବୋକ୍ସିଲେଜ ଅଭାବ ଏବଂ କାର୍ନିଟିନ୍ ପାମିଟଏଲଟ୍ରାନ୍ସଫ୍ରେଜ୍ II ଅଭାବ ହୋଇଥାଏ ।[୩] [୪] ଏହା ପାଟିରେ ଦିଆଯାଏ।
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ତରଳ ଝାଡ଼ା, ବାନ୍ତି ଏବଂ ଅଇ ଲାଗେ ।[୨] ଅଗ୍ନାଶୟ ଅଭାବ ଥିବା ଅନ୍ତନଳୀରେ ମାଲଆବସର୍ପସନ ହୋଇପାରେ । ଏହା ଏକ ଉତ୍ପାଦିତ ମଧ୍ୟମ-ଚେନ୍ ଟ୍ରାଇଗ୍ଲିସେରାଇଡ୍ ଏବଂ କ୍ୟାଲୋରୀ ଏବଂ ଫ୍ୟାଟି ଏସିଡର ଉତ୍ସ ଅଟେ । [୫]
୨୦୨୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟ୍ରାଇହେପ୍ଟାନଏନ ଅନୁମୋଦିତ ହୋଇଥିଲା ।[୨] ୨୦୨୨ ସୁଦ୍ଧା ଏହା ୟୁରୋପ କିମ୍ବା ବ୍ରିଟେନରେ ଅନୁମୋଦିତ ନୁହେଁ ।[୫] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ୫୦୦ ମିଲି ପାଇଁ ଏହାର ମୂଲ୍ୟ ୫୬୦୦ ଡଲାର ଅଟେ ।[୬]
ଆଧାର
[ସମ୍ପାଦନା]- ↑ "Summary Basis of Decision (SBD) for Dojolvi". Health Canada. Archived from the original on 30 May 2022. Retrieved 29 May 2022.
- ↑ ୨.୦ ୨.୧ ୨.୨ ୨.୩ "Dojolvi- triheptanoin liquid". DailyMed. 30 June 2020. Archived from the original on 2 August 2021. Retrieved 24 September 2020.
- ↑ "Pyruvate Carboxylase Deficiency". NORD (National Organization for Rare Disorders). Archived from the original on 23 October 2022. Retrieved 4 November 2022.
- ↑ RESERVED, INSERM. "Orphanet: Carnitine palmitoyl transferase II deficiency, myopathic form". www.orpha.net (in ଇଂରାଜୀ). Archived from the original on 27 November 2021. Retrieved 4 November 2022.
- ↑ ୫.୦ ୫.୧ "Triheptanoin". SPS - Specialist Pharmacy Service. 2 February 2018. Archived from the original on 31 January 2022. Retrieved 4 November 2022.
- ↑ "Dojolvi Prices, Coupons, Copay & Patient Assistance". Drugs.com (in ଇଂରାଜୀ). Archived from the original on 16 September 2021. Retrieved 4 November 2022.