Jump to content

ଟ୍ରାଇହେପ୍ଟାନଏନ

ଉଇକିପିଡ଼ିଆ‌ରୁ
ଟ୍ରାଇହେପ୍ଟାନଏନ
Skeletal formula of triheptanoin
Space-filling model of the triheptanoin molecule
Clinical data
Trade namesDojolvi
SynonymsUX007
AHFS/Drugs.com
data
Routes of
administration
By mouth
Legal status
Legal status
Identifiers
  • 2,3-di(heptanoyloxy)propyl heptanoate or glyceryl triheptanoate
ECHA InfoCard100.009.681 Edit this at Wikidata
Chemical and physical data
FormulaC24H44O6
Molar mass୪୨୮.୬୧ g·mol−1
3D model (JSmol)
  • CCCCCCC(=O)OCC(COC(=O)CCCCCC)OC(=O)CCCCCC
  • InChI=1S/C24H44O6/c1-4-7-10-13-16-22(25)28-19-21(30-24(27)18-15-12-9-6-3)20-29-23(26)17-14-11-8-5-2/h21H,4-20H2,1-3H3 ☒N
  • Key:PJHKBYALYHRYSK-UHFFFAOYSA-N ☒N

ଟ୍ରାଇହେପ୍ଟାନଏନ (ଇଂରାଜୀ ଭାଷାରେ Triheptanoin), ଡୋଜୋଲଭି ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଲମ୍ବା-ଚେନ୍ ଫ୍ୟାଟି ଏସିଡ୍ ଅକ୍ସିଡେସନ ରୋଗମାନଙ୍କର (LC-FAOD) ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏଥିରେ ପାଇରୁଭେଟ କାର୍ବୋକ୍ସିଲେଜ ଅଭାବ ଏବଂ କାର୍ନିଟିନ୍ ପାମିଟଏଲଟ୍ରାନ୍ସଫ୍ରେଜ୍ II ଅଭାବ ହୋଇଥାଏ ।[୩] [୪] ଏହା ପାଟିରେ ଦିଆଯାଏ।

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ତରଳ ଝାଡ଼ା, ବାନ୍ତି ଏବଂ ଅଇ ଲାଗେ ।[୨] ଅଗ୍ନାଶୟ ଅଭାବ ଥିବା ଅନ୍ତନଳୀରେ ମାଲଆବସର୍ପସନ ହୋଇପାରେ । ଏହା ଏକ ଉତ୍ପାଦିତ ମଧ୍ୟମ-ଚେନ୍ ଟ୍ରାଇଗ୍ଲିସେରାଇଡ୍ ଏବଂ କ୍ୟାଲୋରୀ ଏବଂ ଫ୍ୟାଟି ଏସିଡର ଉତ୍ସ ଅଟେ । [୫]

୨୦୨୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟ୍ରାଇହେପ୍ଟାନଏନ ଅନୁମୋଦିତ ହୋଇଥିଲା ।[୨] ୨୦୨୨ ସୁଦ୍ଧା ଏହା ୟୁରୋପ କିମ୍ବା ବ୍ରିଟେନରେ ଅନୁମୋଦିତ ନୁହେଁ ।[୫] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ୫୦୦ ମିଲି ପାଇଁ ଏହାର ମୂଲ୍ୟ ୫୬୦୦ ଡଲାର ଅଟେ ।[୬]

ଆଧାର[ସମ୍ପାଦନା]

  1. "Summary Basis of Decision (SBD) for Dojolvi". Health Canada. Archived from the original on 30 May 2022. Retrieved 29 May 2022.
  2. ୨.୦ ୨.୧ ୨.୨ ୨.୩ "Dojolvi- triheptanoin liquid". DailyMed. 30 June 2020. Archived from the original on 2 August 2021. Retrieved 24 September 2020.
  3. "Pyruvate Carboxylase Deficiency". NORD (National Organization for Rare Disorders). Archived from the original on 23 October 2022. Retrieved 4 November 2022.
  4. RESERVED, INSERM. "Orphanet: Carnitine palmitoyl transferase II deficiency, myopathic form". www.orpha.net (in ଇଂରାଜୀ). Archived from the original on 27 November 2021. Retrieved 4 November 2022.
  5. ୫.୦ ୫.୧ "Triheptanoin". SPS - Specialist Pharmacy Service. 2 February 2018. Archived from the original on 31 January 2022. Retrieved 4 November 2022.
  6. "Dojolvi Prices, Coupons, Copay & Patient Assistance". Drugs.com (in ଇଂରାଜୀ). Archived from the original on 16 September 2021. Retrieved 4 November 2022.