ଟୋମାଟିନା ଯୁଦ୍ଧ

Coordinates: 39°25′10″N 0°47′26″W / 39.41944°N 0.79056°W / 39.41944; -0.79056
ଉଇକିପିଡ଼ିଆ‌ରୁ
ଟୋମାଟିନା ଯୁଦ୍ଧ
La Tomatina
in 2006
ପାଳନକାରୀBuñol, Valencia, Spain
ତାରିଖLast Wednesday in August
୨୦୨୩ ତାରିଖAugust ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର ।  (ଅସୁବିଧା: ଅବୈଧ ସମୟ ।)
୨୦୨୪ ତାରିଖAugust ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର ।  (ଅସୁବିଧା: ଅବୈଧ ସମୟ ।)
୨୦୨୫ ତାରିଖAugust ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର ।  (ଅସୁବିଧା: ଅବୈଧ ସମୟ ।)
୨୦୨୬ ତାରିଖAugust ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର ।  (ଅସୁବିଧା: ଅବୈଧ ସମୟ ।)
ପୁନଃପୌନିକତାannual

ସ୍ପେନ୍‌ର ବ୍ୟୁନୋଲ୍ ସହରରେ ବୈଲେଁସିୟନ୍ ସମ୍ପ୍ରଦାୟର ଲୋକେ ପ୍ରତିବର୍ଷ ଟୋମାଟିନା (ସ୍ପେନୀୟ ଉଚ୍ଚାରଣ: [la tomaˈtina]) ପର୍ବକୁ ପାଳନ କରନ୍ତି । ଏହି ପର୍ବ ପାଇଁ ବ୍ୟବହାର କରାଯାଉଥିବା ଟମାଟର ସେତେଟା ସ୍ୱାଦିଷ୍ଟ ନୁହେଁ ।

ଇତିହାସ[ସମ୍ପାଦନା]

1945 ଜାନୁଆରୀରେ ବ୍ୟୁନେଲ୍ ସହରରେ ଏକ ପରେଡ୍‌ର ଆୟୋଜନ କରାଯାଇଥିଲା । ପରେଡ୍‌ରେ ଦୁଇପକ୍ଷ ମଧ୍ୟରେ କୌଣସି କାରଣରୁ ସଂଘର୍ଷ ହେଲା । ଝଗଡା ଏତେ ଭିଷଣ ହେଲା ଯେ ଲୋକ ଯାହା ପାଇଲେ ପରସ୍ପର ଉପରକୁ ଫିଙ୍ଗିଲେ । ପାଖରେ ଥିବା ପରିବା ଦୋକାନରୁ ଟମାଟର ଫିଙ୍ଗାଗଲା । ପରେ ପୋଲିସଦ୍ୱାରା ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ସେହି ବର୍ଷ ଅଗଷ୍ଟରେ ବ୍ୟୁନେଲ୍ର କିଛି ଯୁବକ ପରସ୍ପର ଉପରକୁ ଟମାଟର ଫିଙ୍ଗିବା ଆରମ୍ଭ କରିଦେଲେ । ଧୀରେ ଧୀରେ ଏହା ପ୍ରତିବର୍ଷ ପାଳନ କରାଗଲା ଏବଂ ବର୍ତ୍ତମାନ ସାରା ପୃଥିବୀରେ ପ୍ରସିଦ୍ଧି ଲାଭ କରିଅଛି ।

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]

39°25′10″N 0°47′26″W / 39.41944°N 0.79056°W / 39.41944; -0.79056