ଟେର୍ଲିପ୍ରେସିନ

ଉଇକିପିଡ଼ିଆ‌ରୁ
ଟେର୍ଲିପ୍ରେସିନ
Clinical data
Trade namesTeripress, Glypressin, Terlivaz, others
SynonymsTerlipressin acetate, triglycyl lysine vasopressin
AHFS/Drugs.commonograph
Routes of
administration
IV
Pharmacokinetic data
Protein binding~30%
Identifiers
  • 1-{[(4R,7S,10S,13S,16S,19R)-19-{[({[(aminoacetyl)amino]acetyl}amino)acetyl]amino}-7-(2-amino-2-oxoethyl)-10-(3-amino-3-oxopropyl)-13-benzyl-16-(4-hydroxybenzyl)-6,9,12,15,18-pentaoxo-1,2-dithia-5,8,11,14,17-pentaazacycloicosan-4-yl]carbonyl}-L-prolyl-N-(2-amino-2-oxoethyl)-L-lysinamide
ECHA InfoCard100.035.149 Edit this at Wikidata
Chemical and physical data
FormulaC52H74N16O15S2
Molar mass୧,୨୨୭.୩୮ g·mol−1
3D model (JSmol)
  • O=C(N)CNC(=O)[C@@H](NC(=O)[C@H]4N(C(=O)[C@H]1NC(=O)[C@@H](NC(=O)[C@@H](NC(=O)[C@@H](NC(=O)[C@@H](NC(=O)[C@@H](NC(=O)CNC(=O)CNC(=O)CN)CSSC1)Cc2ccc(O)cc2)Cc3ccccc3)CCC(=O)N)CC(=O)N)CCC4)CCCCN
  • InChI=1S/C52H74N16O15S2/c53-17-5-4-9-31(45(76)60-23-41(57)72)63-51(82)38-10-6-18-68(38)52(83)37-27-85-84-26-36(61-44(75)25-59-43(74)24-58-42(73)22-54)50(81)65-34(20-29-11-13-30(69)14-12-29)48(79)64-33(19-28-7-2-1-3-8-28)47(78)62-32(15-16-39(55)70)46(77)66-35(21-40(56)71)49(80)67-37/h1-3,7-8,11-14,31-38,69H,4-6,9-10,15-27,53-54H2,(H2,55,70)(H2,56,71)(H2,57,72)(H,58,73)(H,59,74)(H,60,76)(H,61,75)(H,62,78)(H,63,82)(H,64,79)(H,65,81)(H,66,77)(H,67,80)/t31-,32-,33-,34-,35-,36-,37-,38-/m0/s1 checkY
  • Key:BENFXAYNYRLAIU-QSVFAHTRSA-N checkY
  (verify)

ଟେର୍ଲିପ୍ରେସିନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଟେରିପ୍ରେସ, ହେଉଛି ଏକ ଔଷଧ ଯାହା ହେପାଟୋରେନାଲ୍ ସିଣ୍ଡ୍ରୋମରେ ଜାତ ହେଉଥିବା ବୃକ୍‌କ ସମସ୍ୟା ଓ ସ୍ଫିତ ଗ୍ରାସନଳୀ ଶିରାରୁ (ଏସୋଫେଜାଲ୍ ଭାରିସେସ) ଜାତ ହେଉଥିବା ରକ୍ତସ୍ରାବ ଇତ୍ୟାଦି ଚିକିତ୍ସା କରିବା ପାଇଁ ବ୍ୟବହୃତ ହୁଏ ।[୧] [୨] ଏହି ଔଷଧ ଦେଲେ ମୃତ୍ୟୁ ଆଶଙ୍କା ହ୍ରାସ କରିଥାଏ ।[୩] ଏହା ଏକ ଶିରାରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ଅଇ, ଶ୍ୱାସକ୍ରିୟା ବିଫଳତା ଏବଂ ତରଳ ଝାଡ଼ା ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ମେସେଣ୍ଟେରିକ ଇସକେମିଆ ଏବଂ ହୃତ୍‌ପିଣ୍ଡ ସ୍ୱଳ୍ପ ରକ୍ତ‌ତା ହୋଇପାରେ ।[୨] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି କରିପାରେ ।[୨] ଏହା ଏକ ଭାସୋପ୍ରେସିନ୍ ରିସେପ୍ଟର ସକ୍ରିୟକାରୀ ଔଷଧ ।[୨]

୧୯୭୫ ମସିହାରୁ ଟେର୍ଲିପ୍ରେସିନ ବିଶ୍ୱର ବିଭିନ୍ନ ସ୍ଥାନରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ହେଉଛି ।[୩] ୨୦୨୨ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ଅନୁମୋଦିତ ହୋଇଥିଲା ।[୨] ୨୦୨୧ ମସିହାରେ ଯୁକ୍ତରାଜ୍ୟରେ ଏହାର ଏକ ୧ ମିଗ୍ରା ଭାଏଲର ମୂଲ୍ୟ ୧୮ପାଉଣ୍ଡ ଥିଲା ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ BNF 81: March-September 2021. BMJ Group and the Pharmaceutical Press. 2021. p. 98. ISBN 978-0857114105.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "DailyMed - TERLIVAZ- terlipressin injection, powder, lyophilized, for solution". dailymed.nlm.nih.gov. Archived from the original on 28 September 2022. Retrieved 12 December 2022.
  3. ୩.୦ ୩.୧ Kulkarni, Anand V.; Arab, Juan Pablo; Premkumar, Madhumita; Benítez, Carlos; Tirumalige Ravikumar, Sowmya; Kumar, Pramod; Sharma, Mithun; Reddy, Duvvuru Nageshwar; Simonetto, Douglas A. (December 2020). "Terlipressin has stood the test of time: Clinical overview in 2020 and future perspectives". Liver International. 40 (12): 2888–2905. doi:10.1111/liv.14703.