Jump to content

ଟି.ଜି.କେ. ମେନନ

ଉଇକିପିଡ଼ିଆ‌ରୁ
ଟି.ଜି.କେ. ମେନନ
ଜନ୍ମ
ତାଚେରିଲ ଗୋବିନ୍ଦନ କୁଟ୍ଟି ମେନନ

(1940-03-02) ୨ ମାର୍ଚ୍ଚ ୧୯୪୦ (ବୟସ ୮୪)
କୋଡୁଙ୍ଗାଲ୍ଲୁର, ତ୍ରିସ୍ସୁର, ଭାରତ
ମୃତ୍ୟୁ୧୨ ଜୁନ ୨୦୨୧(2021-06-12) (ବୟସ ୮୧)
ବୃତ୍ତି(ସମୂହ)ସମାଜସେବୀ
ପରିବେଶବିତ୍
ପୁରସ୍କାରପଦ୍ମଶ୍ରୀ
ଜମନଲାଲ ବଜାଜ ପୁରସ୍କାର

ତାଚେରିଲ ଗୋବିନ୍ଦନ କୁଟ୍ଟି ମେନନ (୨ ମାର୍ଚ୍ଚ ୧୯୪୦ – ୧୨ ଜୁନ ୨୦୨୧) ଜଣେ ଭାରତୀୟ ସମାଜସେବୀ ତଥା ପରିବେଶବିତ୍ ଥିଲେ ।[] ମଧ୍ୟପ୍ରଦେଶର ଇନ୍ଦୋରର କସ୍ତୁରବାଗ୍ରାମ ତତ୍ତ୍ୱାବଧାନରେ ପରିବେଶ ଅନୁକୂଳ ଜଳସେଚନ ଓ ଚାଷ କୌଶଳ ପ୍ରଚଳନରେ ତାଙ୍କର ଅବଦାନ ବିଷୟରେ କୁହାଯାଇଛି । ସେ ଭାରତରେ ଜୈବ-ଗତିଶୀଳ କୃଷିକୁ ପ୍ରୋତ୍ସାହିତ କରିବା ପାଇଁ ଜଣାଶୁଣା ।[] ୧୯୮୯ମସିହାରେ ତାଙ୍କୁ ଜମନଲାଲ ବଜାଜ ପୁରସ୍କାର ମିଳିଥିଲା ।[] ୧୯୯୧ ମସିହାରେ, ଭାରତ ସରକାର ତାଙ୍କୁ ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଶ୍ରୀରେ ସମ୍ମାନିତ କରିଥିଲେ ।[]

  1. S. S. Tomar (1995). Energy Agriculture and Environment. Mittal Publications. p. 213. ISBN 9788170996132.
  2. "What is Bio-Dynamic Agriculture?". Biodynamics. 2015. Retrieved 13 October 2015.
  3. "Jamnalal Bajaj Award". Jamnalal Bajaj Foundation. 2015. Retrieved 13 October 2015.[permanent dead link]
  4. "Padma Awards" (PDF). Ministry of Home Affairs, Government of India. 2015. Retrieved 21 July 2015.