ଟିଙ୍କିଟାମ

ଉଇକିପିଡ଼ିଆ ରୁ
Jump to navigation Jump to search
ଟିଙ୍କିଟାମ
town
ଟିଙ୍କିଟାମ is located in Sikkim
ଟିଙ୍କିଟାମ
ଟିଙ୍କିଟାମ
ଟିଙ୍କିଟାମ is located in India
ଟିଙ୍କିଟାମ
ଟିଙ୍କିଟାମ
Location in Sikkim, India
ଅବସ୍ଥିତି: 27°14′0″N 88°19′32″E / 27.23333°N 88.32556°E / 27.23333; 88.32556Coordinates: 27°14′0″N 88°19′32″E / 27.23333°N 88.32556°E / 27.23333; 88.32556
Country India
StateSikkim
DistrictSouth Sikkim
ସରକାର
 • ପ୍ରକାରMunicipal corporation
 • ପରିଚାଳନାNagar Palika
Languages
 • Official{{{demographics1_info1}}}
IST (UTC+5:30)
ଗାଡ଼ି ପଞ୍ଜିକରଣSK

ଟିଙ୍କିଟାମ ଭାରତୀୟ ରାଜ୍ୟ ସିକ୍କିମର ଦକ୍ଷିଣାଞ୍ଚଳରେ ଥିବା ଏକ ସହର । ଜିଲ୍ଲା ସଦର ମହକୁମା ନିମଚି ଠାରୁ ଏଠାକୁ ପହଞ୍ଚିବାକୁ 45 ମିନିଟ ସମୟ ଲାଗେ । ଏହା ନିକଟରେ ପ୍ରସିଦ୍ଧ କଞ୍ଚନଜଙ୍ଘା ପର୍ବତ ଅବସ୍ଥିତ । ଏହି ସ୍ଥାନର ଭୌଗୋଳିକ ଅବସ୍ଥିତି 27°14′0″N 88°19′32″Eଠାରେ । 

Tଏହି ଆଞ୍ଚଲରେ ବିରଳ ପ୍ରଜାତିର ଅର୍ଚିଡ ବୃକ୍ଷୀ ଦେଖାଯାଇଥାଏ । ଏହାକୁ  "Lady's slipper" କୁହାଯାଇଥାଏ । ଏଥିରେ ଅକ୍ଟୋବର ମାସରେ ଫୁଲ ଧରେ । ଏଠାରେ ପାର୍ବତ୍ଯ ଢାଲୁ ଆଞ୍ଚଳରେ ଚାହା ଚାଷ ମଧ୍ୟ ହେଇଥାଏ । ଦେହନାମ ଠାରୁ ତେନ୍ଦୋଙ୍ଗ ଜାତୀୟ ପାର୍କ ଯାଏ ଟ୍ରେକିଙ୍ଗରେ ଗଲେ ବାଟରେ ଏକ ମୃତ ଆଗ୍ନେୟଗିରି ଦେଖିବାକୁ ମିଳେ । 

ଏଠାକାର ସ୍ଥାନୀୟ ଲୋକ ସାଧାରଣତଃ ଭୁଟିଆ ଓ ନେପାଲୀ ବଂଶଜ । ତାଙ୍କର ମୁଖ୍ୟ ଜୀବିକା ଲବଙ୍ଗ ଚାଷ ଓ ଚାହା ଚାଷ । ଏଠାରେ ମୁଖ୍ଯତଃ ନେପାଲୀ ଭାଷାର ପ୍ରଚଳନ ରହିଛି । 

ପ୍ରସିଦ୍ଧ ବ୍ୟକ୍ତିତ୍ୱ [ସମ୍ପାଦନା]

ଭାରତର ଜଣେ ଶ୍ରେଷ୍ଠ ଫୁଟବଲ ଖେଳାଳି ବାଇଚୁଙ୍ଗ ଭୁଟିଆ ଏହି ସ୍ଥାନରେ ଜନ୍ମଗ୍ରହଣ କରିଥିଲେ । [୧] ବର୍ତମାନ ମଧ୍ୟ ତାଙ୍କ ପରିବାର ସେଠାରେ ରହନ୍ତି । .[୨]

ଆଧାର ସମୂହ [ସମ୍ପାଦନା]

  • Tinkitam's Little Buddha; Deepak Sharma; Mumbai Mirror; pg 10; Sunday, 27 November 2005.
  1. http://isikkim.com/2012-12-baichung-bhutia%E2%80%99s-father-passes-away-today-6-3/
  2. http://www.northeasttoday.in/sports-news/bhaichung-bhutias-father-passes-away/