Jump to content

ଟିଆଗାବିନ

ଉଇକିପିଡ଼ିଆ‌ରୁ
ଟିଆଗାବିନ
Clinical data
Pronunciation/tˈæɡəbn/
Trade namesGabitril
AHFS/Drugs.commonograph
MedlinePlusa698014
Pregnancy
category
  • AU: B3
  • US: C (Risk not ruled out)
    Routes of
    administration
    By mouth (tablets)
    Legal status
    Legal status
    Pharmacokinetic data
    Bioavailability90–95%[]
    Protein binding96%[]
    MetabolismLiver (CYP450 system,[] primarily CYP3A)[]
    Elimination half-life5–8 hours[]
    ExcretionFecal (63%) and kidney (25%)[]
    Identifiers
    • (−)-(3R)-1-[4,4-bis(3-methyl-2-thienyl)-3-buten-1-yl]-3-piperidinecarboxylic acid
    Chemical and physical data
    FormulaC20H25NO2S2
    Molar mass୩୭୫.୫୫ g·mol−1
    3D model (JSmol)
    • O=C(O)[C@H]1CN(CCC1)CC/C=C(/c2sccc2C)c3sccc3C
    • InChI=1S/C20H25NO2S2/c1-14-7-11-24-18(14)17(19-15(2)8-12-25-19)6-4-10-21-9-3-5-16(13-21)20(22)23/h6-8,11-12,16H,3-5,9-10,13H2,1-2H3,(H,22,23)/t16-/m1/s1 checkY
    • Key:PBJUNZJWGZTSKL-MRXNPFEDSA-N checkY
      (verify)

    ଟିଆଗାବିନ, ଗାବିଟ୍ରିଲ୍ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ମୁଖ୍ୟତଃ ଅପସ୍ମାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ନିର୍ଦ୍ଦିଷ୍ଟ ଭାବରେ ଏହା ଆଂଶିକ ବାତ (partial seizure) ପାଇଁ ବ୍ୟବହୃତ ହୁଏ ଯାହା ଅନ୍ୟ ପଦକ୍ଷେପଦ୍ୱାରା ନିୟନ୍ତ୍ରିତ ହୋଇନଥାଏ ।[] ଅନ୍ୟାନ୍ୟ ବ୍ୟାଧି ପାଇଁ ବ୍ୟବହାର ଉତ୍ସାହ ଜନ‌କ ନୁହେଁ ।[] ଏହା ପାଟିରେ ଦିଆଯାଏ, ସାଧାରଣତଃ ଦିନରେ ଖାଦ୍ୟ ସହିତ ବିଭାଜିତ ମାତ୍ରାରେ ଦିଆଯାଏ ଓ ଏକ ଛୋଟ ମାତ୍ରାରୁ ଆରମ୍ଭ କରି ଧୀରେ ଧୀରେ ବୃଦ୍ଧି କରାଯାଇଥାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ଳାନ୍ତି, ନିଦ୍ରା, ଅଇ, ବିରକ୍ତି ଭାବ, ଯନ୍ତ୍ରଣା ଏବଂ ଶୋଇବାରେ ଅସୁବିଧା ହୋଇପାରେ ।[] କେତେକ ପ୍ରକାରର ଅପସ୍ମାରରେ ବାତ ବାରମ୍ବାର ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆତ୍ମହତ୍ୟା ଏବଂ ସ୍ଟିଭେନ୍ସ-ଜନସନ ସିଣ୍ଡ୍ରୋମ ଅନ୍ତର୍ଭୁକ୍ତ ହୋଇପାରେ ।[] ଗର୍ଭାବସ୍ଥାରେ ନିରାପତ୍ତା ଅସ୍ପଷ୍ଟ ଥିବାବେଳେ ଶିଶୁର କ୍ଷତି ହୋଇପାରେ ବୋଲି ଚିନ୍ତା କରାଯାଉଛି। ।[] ଏହା ୱାଇ- ଆମିନୋବ୍ୟୁଟିରିକ୍ ଏସିଡ୍‌କୁ (GABA) ପ୍ରଭାବିତ କରି କାମ କରେ ବୋଲି ବିଶ୍ୱାସ କରାଯାଏ ।[]

    ୧୯୯୭ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟିଆଗାବିନ ଅନୁମୋଦିତ ହୋଇଥିଲା ।[] ଯୁକ୍ତରାଜ୍ୟରେ ୧୦ ମିଗ୍ରା ବିଶିଷ୍ଟ ୧୦୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୧୦୪ ପାଉଣ୍ଡ ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୩୦୦ ଡଲାର ଅଟେ ।[] []

    1. 1 2 3 Thomas L. Lemke; David A. Williams (24 January 2012). Foye's Principles of Medicinal Chemistry. Lippincott Williams & Wilkins. pp. 562–. ISBN 978-1-60913-345-0. Archived from the original on 29 August 2021. Retrieved 13 January 2021.
    2. 1 2 "Gabitril (tiagabine hydrochloride) Tablets. U.S. Full Prescribing Information" (PDF). Cephalon, Inc. Archived (PDF) from the original on 2 April 2016. Retrieved 8 April 2016.
    3. Brodie, Martin J. (1995). "Tiagabine Pharmacology in Profile". Epilepsia. 36 (s6): S7–S9. doi:10.1111/j.1528-1157.1995.tb06015.x. ISSN 0013-9580. PMID 8595791. S2CID 27336198.
    4. 1 2 3 4 5 6 7 8 9 "TiaGABine Monograph for Professionals". Drugs.com (in ଇଂରାଜୀ). Archived from the original on 19 January 2021. Retrieved 3 October 2021.
    5. Rogawski, Michael A. (2020). "24. Antiseizure drugs". In Katzung, Bertram G.; Trevor, Anthony J. (eds.). Basic and Clinical Pharmacology (in ଇଂରାଜୀ) (15th ed.). New York: McGraw-Hill. p. 434. ISBN 978-1-260-45231-0. Archived from the original on 2021-10-10. Retrieved 2021-11-08.
    6. 1 2 BNF (80 ed.). BMJ Group and the Pharmaceutical Press. September 2020 – March 2021. p. 348. ISBN 978-0-85711-369-6.{{cite book}}: CS1 maint: date format (link)
    7. "Gabitril Prices, Coupons & Savings Tips - GoodRx". GoodRx. Archived from the original on 5 May 2016. Retrieved 4 October 2021.