Jump to content

ଟାଲାଜୋପାରିବ

ଉଇକିପିଡ଼ିଆ‌ରୁ
ଟାଲାଜୋପାରିବ
Clinical data
Trade namesTalzenna
SynonymsBMN-673
AHFS/Drugs.commonograph
MedlinePlusa618070
data
Pregnancy
category
  • AU: D
    Routes of
    administration
    By mouth (capsules)
    Legal status
    Legal status
    • AU: S4 (Prescription only)
    • UK: POM (Prescription only) []
    • US: ℞-only
    • EU: Rx-only
    • ℞ (Prescription only)
    Pharmacokinetic data
    Protein binding74%
    MetabolismMinimal metabolisation (<30%)
    Elimination half-life90 (±58) hrs
    Excretion69% in urine, 20% in feces
    Identifiers
    • (8S,9R)-5-Fluoro-8-(4-fluorophenyl)-9-(1-methyl-1H-1,2,4-triazol-5-yl)-2,7,8,9-tetrahydro-3H-pyrido[4,3,2-de]phthalazin-3-one
    ECHA InfoCard100.249.319 Edit this at Wikidata
    Chemical and physical data
    FormulaC19H14F2N6O
    Molar mass୩୮୦.୩୬ g·mol−1
    3D model (JSmol)
    • Cn1c(ncn1)[C@H]2c3c4c(cc(cc4N[C@@H]2c5ccc(cc5)F)F)c(=O)[nH]n3
    • InChI=1S/C19H14F2N6O/c1-27-18(22-8-23-27)15-16(9-2-4-10(20)5-3-9)24-13-7-11(21)6-12-14(13)17(15)25-26-19(12)28/h2-8,15-16,24H,1H3,(H,26,28)/t15-,16-/m1/s1
    • Key:HWGQMRYQVZSGDQ-HZPDHXFCSA-N

    ଟାଲାଜୋପାରିବ (ଇଂରାଜୀ ଭାଷାରେ Talazoparib), ତାଲାଜେନ୍ନା ଏହାର ବେପାର ନାମ, ହେଉଛି ଏକ କର୍କଟ ବିରୋଧୀ ଔଷଧ ଦିଆଯାଏ ଯେତେବେଳେ ସ୍ତନ କର୍କଟ ବିଆରସିଏ ମ୍ୟୁଟେସନ୍ ସହିତ ଥିବା ମେଟାଷ୍ଟାଟିକ୍ ହୁଏ ଓ ଅନ୍ୟ କୌଣସି ଚିକିତ୍ସା ଆଉ କାମ କରେନି କିମ୍ବା ଉପଯୁକ୍ତ ନୁହେଁ । ଏହା ପାଟିରେ ଦିଆଯାଏ ।

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ଳାନ୍ତି, ନିମ୍ନ ଲାଲ ରକ୍ତ କଣିକା, ଅଇ, କମ୍ ଶ୍ୱେତ ରକ୍ତ କଣିକା ଏବଂ ନିମ୍ନ ପ୍ଲାଟେଲେଟ୍ ହୋଇପାରେ ।[] ଅନ୍ୟାନ୍ୟ ଭୟଙ୍କର ପାର୍ଶ୍ୱ ପ୍ରତିକ୍ରିୟାରେ ମାୟେଲୋଡିସପ୍ଲାଷ୍ଟିକ ସିଣ୍ଡ୍ରୋମ ହୋଇପାରେ | [] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । ବୃକ୍‌କ ଜନିତ ସମସ୍ୟା ଥିଲେ ସ୍ୱଳ୍ପ ମାତ୍ରାର ଔଷଧ ବ୍ୟବହାର କରାଯାଇପାରେ । ଏହା ଏକ ପଲି ଏଡିପି ରାଇବୋଜ ପଲିମେରେଜ (PARP) ପ୍ରତିବନ୍ଧକ ଏବଂ ଡିଏନଏ ମରାମତିକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।

    ୨୦୧୮ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୯ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଟାଲାଜୋପାରିବକୁ ଅନୁମୋଦନ କରାଯାଇଥିଲା ।[] [] ଯୁକ୍ତରାଷ୍ଟ୍ରରେ ସାଧାରଣ ମାତ୍ରାର ମୂଲ୍ୟ ୨୦୨୧ ସୁଦ୍ଧା ମାସକୁ ପ୍ରାୟ ୧୬,୦୦୦ ଡଲାର ଥିଲା ।[] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ ୫୦୦୦ ପାଉଣ୍ଡ ଅଟେ ।[]

    1. "Talzenna 0.25 mg hard capsules - Summary of Product Characteristics (SmPC)". (emc). 1 June 2021. Archived from the original on 9 July 2021. Retrieved 9 July 2021.
    2. 1 2 "Talzenna EPAR". European Medicines Agency (EMA). 8 July 2019. Archived from the original on 19 May 2020. Retrieved 10 March 2020.
    3. 1 2 "Talazoparib Monograph for Professionals". Drugs.com (in ଇଂରାଜୀ). Archived from the original on 25 January 2021. Retrieved 13 August 2021.
    4. "Talzenna Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 15 January 2021. Retrieved 13 August 2021.
    5. BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1065. ISBN 978-0-85711-369-6.{{cite book}}: CS1 maint: date format (link)