ଟାଫ୍ଲୁପ୍ରୋଷ୍ଟ
| Clinical data | |
|---|---|
| Trade names | Saflutan, Taflotan, Tapros, Zioptan, others |
| AHFS/Drugs.com | Multum Consumer Information |
| Pregnancy category |
|
| Routes of administration | Topical (eye drops) |
| Legal status | |
| Legal status |
|
| Pharmacokinetic data | |
| Metabolism | Activation by ester hydrolysis, deactivation by beta oxidation |
| Onset of action | 2–4 hrs |
| Duration of action | ≥ 24 hrs |
| Identifiers | |
| |
| ECHA InfoCard | 100.207.745 |
| Chemical and physical data | |
| Formula | C25H34F2O5 |
| Molar mass | ୪୫୨.୫୪ g·mol−1 |
| 3D model (JSmol) | |
| |
| |
ଟାଫ୍ଲୁପ୍ରୋଷ୍ଟ (ଇଂରାଜୀ ଭାଷାରେ Tafluprost), ଅନ୍ୟମାନଙ୍କ ମଧ୍ୟରେ ଜିଓପ୍ଟାନ (Zioptan) ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଓପନ-ଆଙ୍ଗଲ୍ ଗ୍ଲୁକୋମା ଏବଂ ନେତ୍ର ସମ୍ବନ୍ଧୀୟ ଉଚ୍ଚ ରକ୍ତଚାପର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ଆଖି ବୁନ୍ଦା ଭାବରେ ବ୍ୟବହୃତ ହୁଏ ।[୧] ଏହା ଏକାକୀ କିମ୍ବା ଅନ୍ୟାନ୍ୟ ଔଷଧ ସହିତ ବ୍ୟବହୃତ ହୋଇପାରେ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଆଖି ଲାଲ ରଙ୍ଗ, ଗଲୁ, ଆଖିବାଳ ବୃଦ୍ଧି ଏବଂ ଅସ୍ପଷ୍ଟ ଦୃଷ୍ଟିଶକ୍ତି ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଇରାଇଟିସ ଏବଂ ମାକୁଲାର ଇଡିମା ହୋଇପାରେ ।[୧] ଏହା ଏକ ପ୍ରୋଷ୍ଟାଗ୍ଲାଡିନ୍ ଆନାଲଗ ଯାହା ଆଖିରୁ ଜଳୀୟ ତରଳ ପଦାର୍ଥର ପ୍ରବାହକୁ ବୃଦ୍ଧି କରି କାର୍ଯ୍ୟକ୍ଷମ ହୁଏ ବୋଲି ବିଶ୍ୱାସ କରାଯାଏ ।[୧]
୨୦୧୨ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୪ରେ କାନାଡ଼ାରେ ଡାକ୍ତରୀ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟାଫ୍ଲୁପ୍ରୋଷ୍ଟକୁ ଅନୁମୋଦନ କରାଯାଇଥିଲା ।[୧] [୨] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ମାସକୁ ପ୍ରାୟ ୧୫୦ ଡଲାର ଖର୍ଚ୍ଚ ହୋଇଥାଏ [୩] ୨୦୨୦ରେ ବିମାଟୋପ୍ରୋଷ୍ଟ ତୁଳନାରେ କାନାଡାରେ ଏହା କମ୍ ବ୍ୟୟବହୁଳ ଥିଲା ।[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Tafluprost Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 20 September 2021.
- ↑ Canada, Health (2 July 2014). "Notice: Prescription Drug List (PDL): Multiple additions". www.canada.ca. Archived from the original on 8 July 2021. Retrieved 20 September 2021.
- ↑ "Tafluprost Prices, Coupons & Savings Tips - GoodRx". GoodRx. Archived from the original on 1 May 2016. Retrieved 20 September 2021.
- ↑ "Prostaglandin Analogues for Ophthalmic Use: A Review of Comparative Clinical Effectiveness, Cost-Effectiveness, and Guidelines | CADTH". www.cadth.ca. Archived from the original on 22 September 2021. Retrieved 20 September 2021.