ଟାଜେମେଟୋଷ୍ଟାଟ

ଉଇକିପିଡ଼ିଆ‌ରୁ
ଟାଜେମେଟୋଷ୍ଟାଟ
Clinical data
Trade namesTazverik, others
SynonymsEPZ-6438
AHFS/Drugs.commonograph
MedlinePlusa620018
data
Routes of
administration
By mouth[୧]
Legal status
Legal status
Identifiers
  • N-[(4,6-Dimethyl-2-oxo-1H-pyridin-3-yl)methyl]-3-[ethyl(oxan-4-yl)amino]-2-methyl-5-[4-(morpholin-4-ylmethyl)phenyl]benzamide
Chemical and physical data
FormulaC34H44N4O4
Molar mass୫୭୨.୭୫ g·mol−1
3D model (JSmol)
  • CCN(C1CCOCC1)C2=CC(=CC(=C2C)C(=O)NCC3=C(C=C(NC3=O)C)C)C4=CC=C(C=C4)CN5CCOCC5
  • InChI=1S/C34H44N4O4/c1-5-38(29-10-14-41-15-11-29)32-20-28(27-8-6-26(7-9-27)22-37-12-16-42-17-13-37)19-30(25(32)4)33(39)35-21-31-23(2)18-24(3)36-34(31)40/h6-9,18-20,29H,5,10-17,21-22H2,1-4H3,(H,35,39)(H,36,40)
  • Key:NSQSAUGJQHDYNO-UHFFFAOYSA-N

ଟାଜେମେଟୋଷ୍ଟାଟ (ଇଂରାଜୀ ଭାଷାରେ Tazemetostat), ଟାଜଭେରିକ ଏହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଅସ୍ତ୍ରୋପଚାର ସାହାଯ୍ୟରେ ବାହାର କରିହେଉନଥିବା ଏବଂ ଅନ୍ୟାନ୍ୟ ଚିକିତ୍ସାରେ ବିଫଳ ହେଉଥିବା ନନ୍-ହଜକିନ୍ସ ଲିମ୍ଫୋମା ରୋଗମାନଙ୍କରେ ଦିଆଯାଏ ।[୧] ଏହା ପାଟିରେ ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଯନ୍ତ୍ରଣା, ଥକାପଣ, ଅଇ, ଅରୁଚି, ବାନ୍ତି ଏବଂ କୋଷ୍ଠକାଠିନ୍ୟ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଟି-ସେଲ୍ ଲିମ୍ଫୋବ୍ଲାଷ୍ଟିକ ଲିମ୍ଫୋମା, ମାୟେଲୋଡିସପ୍ଲାଷ୍ଟିକ୍ ସିଣ୍ଡ୍ରୋମ ଏବଂ ଆକ୍ୟୁଟ୍ ମାଇଲୋଏଡ୍ ଲ୍ୟୁକେମିଆ ସହିତ ଦ୍ୱିତୀୟକ କର୍କଟ ହୋଇପାରେ ।[୨] ଏହା ଇଜେଡଏଚ୨ (EZH2)ର କାର୍ଯ୍ୟକଳାପକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୩]

୨୦୨୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟାଜେମେଟୋଷ୍ଟାଟ ଅନୁମୋଦିତ ହୋଇଥିଲା ।[୧] ୨୦୨୧ ସୁଦ୍ଧା ୟୁରୋପରେ ସମ୍ପୂର୍ଣ୍ଣ ଅନୁମୋଦନ ହୋଇନାହିଁ; ଯଦିଓ ଏକ ଅନାଥ ନାମକରଣ ଦିଆଯାଇଛି ।[୪] [୫] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ମାସକୁ ଏହା ପିଛା ପ୍ରାୟ ୧୭,୩୦୦ ଡଲାର ଖର୍ଚ୍ଚ ହୋଇଥାଏ ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Tazemetostat Monograph for Professionals". Drugs.com (in ଇଂରାଜୀ). Archived from the original on 11 July 2021. Retrieved 24 September 2021.
  2. "FDA approves first treatment option specifically for patients with epithelioid sarcoma, a rare soft tissue cancer" (Press release). 23 January 2020. Archived from the original on 25 December 2020. Retrieved 23 January 2020.
  3. Lue JK, Amengual JE (October 2018). "Emerging EZH2 Inhibitors and Their Application in Lymphoma". Curr Hematol Malig Rep. 13 (5): 369–382. doi:10.1007/s11899-018-0466-6. PMID 30112706.
  4. "Tazemetostat". SPS - Specialist Pharmacy Service. 17 September 2019. Archived from the original on 24 May 2021. Retrieved 24 September 2021.
  5. "EU/3/18/2004: Orphan designation for the treatment of diffuse large B-cell lymphoma". Archived from the original on 24 September 2021. Retrieved 24 September 2021.
  6. "Tazverik Prices, Coupons and Patient Assistance Programs". Retrieved 24 September 2021.