ଜୟପ୍ରକାଶ ନାରାୟଣ ଅନ୍ତର୍ଜାତିକ ବିମାନ ବନ୍ଦର

Coordinates: 25°35′37″N 085°05′31″E / 25.59361°N 85.09194°E / 25.59361; 85.09194
ଉଇକିପିଡ଼ିଆ‌ରୁ
ଜୟପ୍ରକାଶ ନାରାୟଣ ଅନ୍ତର୍ଜାତିକ ବିମାନ ବନ୍ଦର
जयप्रकाश नारायण अन्तर्राष्ट्रीय हवाई अड्डा
Jayaprakāśa Nārāyaṇa Antarrāshṭrīya Havāī Aḍḍā
ଫାଇଲ:File:Patna airport.jpg
लोक नायक जयप्रकाश नारायण अंतराष्ट्रीय हवाई अड्डा , पटना
IATA: PATICAO: VEPT
ସାରକଥା
ବିମାନ ବନ୍ଦର ପ୍ରକାର Public
ପରିଚାଳକ Airports Authority of India
ସେବା Patna, India
ଉଚ୍ଚତା (ସମୁଦ୍ର ଠାରୁ) 170 ft / 52 m
ଦିଗବାରେଣି 25°35′37″N 085°05′31″E / 25.59361°N 85.09194°E / 25.59361; 85.09194
Map
PAT is located in Bihar
PAT
PAT
PAT is located in India
PAT
PAT
ରନବେ
ଦିଗ ଲମ୍ବ ଭୂମି
m ft
07/25 2,000 6,561 Asphalt
Statistics (2014)
Passenger movements 1,154,685(Increase10.58%)
Source: AAI,[୧][୨]

ଜୟପ୍ରକାଶ ନାରାୟଣ ଅନ୍ତର୍ଜାତିକ ବିମାନ ବନ୍ଦର (IATA: PATICAO: VEPT) ଭାରତୀୟ ରାଜ୍ୟ ବିହାରର ପାଟଣାଠାରେ ଅବସ୍ଥିତ । ଏହା ପାଟଣା ସହରରୁ 5 କିଲୋମିଟର ଦୂରରେ ଅବସ୍ଥିତ ଓ ଏହା ଭାରତର 23 ତମ ବ୍ୟସ୍ତ ବିମାନ ବନ୍ଦର । ଏଠାରେ ଯାତ୍ରୀ ଯାତାୟତରେ 2015-16 ମସିହାରେ 32 % ବୃଦ୍ଧି ଘଟିଥିଲା । ଏଠାରେ ଭାରତୀୟ ଏୟାର ପୋର୍ଟ ବିଭାଗ ତରଫରୁ 11.5 ଏକର ସ୍ଥାନ ଅଧିଗ୍ରହଣ କରି ବିମାନ ବନ୍ଦରର ଅଭିବୃଦ୍ଧି ପାଇଁ ଯୋଜନା କରିଛନ୍ତି । ଏକ ନୂତନ ଟର୍ମିନାଲ ମଧ୍ୟ ନିର୍ମିତ ହେବ । ବିହତା ନିକଟରେ ଏକ ନୂତନ  ବିମାନ ବନ୍ଦର ମଧ୍ୟ ବୃହତ ବିମାନ ପାଇଁ ନିର୍ମିତ ହେବ । [୩]

ସୁବିଧା [ସମ୍ପାଦନା]

ଏହି ବିମାନ ବନ୍ଦରରେ 254 ଏକର ପରିମିତ ସ୍ଥାନ ରହିଛି । ଏହାର ରାନୱେ 1,954 ମିଟର ଦୀର୍ଘ ଓ ଏହାର ପ୍ରସ୍ଥ 45 ମିଟର । 

ବିମାନସେବା  ସମୂହ ଓ ଗନ୍ତବ୍ୟ ସ୍ଥଳ [ସମ୍ପାଦନା]

Passenger[ସମ୍ପାଦନା]

ବିମାନ ସେବା ଗନ୍ତବ୍ୟ 
Air India Delhi
GoAir Bangalore, Delhi, Kolkata, Mumbai, Ranchi
IndiGo Bangalore, Chennai,[୪] Delhi, Goa, Kolkata, Lucknow, Mumbai, Ranchi, Raipur
Jet Airways Delhi, Kolkata

କାରଗୋ [ସମ୍ପାଦନା]

ବିମାନ ସେବା ଗନ୍ତବ୍ୟ 
Blue Dart Aviation Delhi

ରାସ୍ତା [ସମ୍ପାଦନା]

ଏଠାରେ ଟେକସି ସେବା ମିଳିଥାଏ . [୫]

ଘଟନା [ସମ୍ପାଦନା]

। ଜୁଲାଇ 2000 ମସିହା 17 ତାରିଖରେ ଏଠାରେ ଏକ ବିମାନ ବିମାନ ବନ୍ଦର ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହେଇ ଥିଲା ଓ ଏଥିରେ 60 ଜଣ ବ୍ୟକ୍ତି ପ୍ରାଣ ହରେଇଥିଲେ । .[୬]

ଆଧାର [ସମ୍ପାଦନା]

  1. "TRAFFIC STATISTICS - DOMESTIC & INTERNATIONAL PASSENGERS" (jsp). Aai.aero. Retrieved 31 December 2014.
  2. List of busiest airports in India by passenger traffic
  3. "Land identified to make Bihta airport operational for flyers".
  4. "Indigo schedule" (PDF). Retrieved 2 November 2016.
  5. "Lok Nayak Jayaprakash Airport gets Women driven Prepaid Auto Services". Retrieved 4 September 2013.
  6. ଛାଞ୍ଚ:ASN accident

ବାହାର ଲିଙ୍କ [ସମ୍ପାଦନା]