ଜୟପ୍ରକାଶ ନାରାୟଣ ଅନ୍ତର୍ଜାତିକ ବିମାନ ବନ୍ଦର
ଦେଖଣା
ଜୟପ୍ରକାଶ ନାରାୟଣ ଅନ୍ତର୍ଜାତିକ ବିମାନ ବନ୍ଦର जयप्रकाश नारायण अन्तर्राष्ट्रीय हवाई अड्डा Jayaprakāśa Nārāyaṇa Antarrāshṭrīya Havāī Aḍḍā | |||
---|---|---|---|
ଫାଇଲ:File:Patna airport.jpg | |||
लोक नायक जयप्रकाश नारायण अंतराष्ट्रीय हवाई अड्डा , पटना | |||
IATA: PAT – ICAO: VEPT | |||
ସାରକଥା | |||
ବିମାନ ବନ୍ଦର ପ୍ରକାର | Public | ||
ପରିଚାଳକ | Airports Authority of India | ||
ସେବା | Patna, India | ||
ଉଚ୍ଚତା (ସମୁଦ୍ର ଠାରୁ) | 170 ft / 52 m | ||
ଦିଗବାରେଣି | 25°35′37″N 085°05′31″E / 25.59361°N 85.09194°E | ||
Map | |||
ରନବେ | |||
ଦିଗ | ଲମ୍ବ | ଭୂମି | |
m | ft | ||
07/25 | 2,000 | 6,561 | Asphalt |
Statistics (2014) | |||
Passenger movements | 1,154,685(10.58%) | ||
Source: AAI,[୧][୨] |
ଜୟପ୍ରକାଶ ନାରାୟଣ ଅନ୍ତର୍ଜାତିକ ବିମାନ ବନ୍ଦର (IATA: PAT, ICAO: VEPT) ଭାରତୀୟ ରାଜ୍ୟ ବିହାରର ପାଟଣାଠାରେ ଅବସ୍ଥିତ । ଏହା ପାଟଣା ସହରରୁ 5 କିଲୋମିଟର ଦୂରରେ ଅବସ୍ଥିତ ଓ ଏହା ଭାରତର 23 ତମ ବ୍ୟସ୍ତ ବିମାନ ବନ୍ଦର । ଏଠାରେ ଯାତ୍ରୀ ଯାତାୟତରେ 2015-16 ମସିହାରେ 32 % ବୃଦ୍ଧି ଘଟିଥିଲା । ଏଠାରେ ଭାରତୀୟ ଏୟାର ପୋର୍ଟ ବିଭାଗ ତରଫରୁ 11.5 ଏକର ସ୍ଥାନ ଅଧିଗ୍ରହଣ କରି ବିମାନ ବନ୍ଦରର ଅଭିବୃଦ୍ଧି ପାଇଁ ଯୋଜନା କରିଛନ୍ତି । ଏକ ନୂତନ ଟର୍ମିନାଲ ମଧ୍ୟ ନିର୍ମିତ ହେବ । ବିହତା ନିକଟରେ ଏକ ନୂତନ ବିମାନ ବନ୍ଦର ମଧ୍ୟ ବୃହତ ବିମାନ ପାଇଁ ନିର୍ମିତ ହେବ । [୩]
ସୁବିଧା
[ସମ୍ପାଦନା]ଏହି ବିମାନ ବନ୍ଦରରେ 254 ଏକର ପରିମିତ ସ୍ଥାନ ରହିଛି । ଏହାର ରାନୱେ 1,954 ମିଟର ଦୀର୍ଘ ଓ ଏହାର ପ୍ରସ୍ଥ 45 ମିଟର ।
ବିମାନସେବା ସମୂହ ଓ ଗନ୍ତବ୍ୟ ସ୍ଥଳ
[ସମ୍ପାଦନା]Passenger
[ସମ୍ପାଦନା]ବିମାନ ସେବା | ଗନ୍ତବ୍ୟ |
---|---|
Air India | Delhi |
GoAir | Bangalore, Delhi, Kolkata, Mumbai, Ranchi |
IndiGo | Bangalore, Chennai,[୪] Delhi, Goa, Kolkata, Lucknow, Mumbai, Ranchi, Raipur |
Jet Airways | Delhi, Kolkata |
କାରଗୋ
[ସମ୍ପାଦନା]ବିମାନ ସେବା | ଗନ୍ତବ୍ୟ |
---|---|
Blue Dart Aviation | Delhi |
ରାସ୍ତା
[ସମ୍ପାଦନା]ଏଠାରେ ଟେକସି ସେବା ମିଳିଥାଏ . [୫]
ଘଟନା
[ସମ୍ପାଦନା]। ଜୁଲାଇ 2000 ମସିହା 17 ତାରିଖରେ ଏଠାରେ ଏକ ବିମାନ ବିମାନ ବନ୍ଦର ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହେଇ ଥିଲା ଓ ଏଥିରେ 60 ଜଣ ବ୍ୟକ୍ତି ପ୍ରାଣ ହରେଇଥିଲେ । .[୬]
ଆଧାର
[ସମ୍ପାଦନା]- ↑ "TRAFFIC STATISTICS - DOMESTIC & INTERNATIONAL PASSENGERS" (jsp). Aai.aero. Retrieved 31 December 2014.
- ↑ List of busiest airports in India by passenger traffic
- ↑ "Land identified to make Bihta airport operational for flyers".
- ↑ "Indigo schedule" (PDF). Retrieved 2 November 2016.
- ↑ "Lok Nayak Jayaprakash Airport gets Women driven Prepaid Auto Services". Retrieved 4 September 2013.
- ↑ ଛାଞ୍ଚ:ASN accident
ବାହାର ଲିଙ୍କ
[ସମ୍ପାଦନା]- Patna Airport - India Airport Global Website
- Patna Airport webpage at official Airports Authority of India web site.
- VEPT ପାଇଁ ବିମାନ ବନ୍ଦର ତଥ୍ୟ (ବିଶ୍ଵ ବିମାନ ତଥ୍ୟ)