ଜୈବଭୌଗୋଳିକକ୍ଷେତ୍ର
![]() | ଏହି ପୃଷ୍ଠାଟି ଏବେ ତିଆରି ଚାଲିଛି ଓ ଏକ ନୂଆ ଉଇକିପିଡ଼ିଆ ଲେଖା ଭାବରେ ବ୍ୟବହାର ଓ ବଦଳ କରାଯାଉଅଛି । ଯଦି ଲେଖକ ଜଣକ ବଦଳ ଦ୍ଵନ୍ଦ, ଅଦରକାରୀ ପ୍ରକ୍ରିୟା, ବିପଥଗାମୀ ଚେଷ୍ଟା ଓ ଅନ୍ୟାନ୍ୟ ଦ୍ଵନ୍ଦକୁ ଏଡ଼ାଇବା ନିମନ୍ତେ କେଉଁଠି ସମ୍ଭବ ବୋଲି ପଚାରି ଥାନ୍ତି, ତେବେ ପୃଷ୍ଠାଟିରେ କିଛି ବଦଳାନ୍ତୁ ନାହିଁ ବା ତାହାକୁ ଲିଭାଇବା ପାଇଁ ବାଛନ୍ତୁ ନାହିଁ ଯେହେତୁ ଏହା ଲେଖାର ଆରମ୍ଭ ଅବସ୍ଥାରେ ଅଛି । ଯଦି ଲେଖାଟି କେଇ ଘଣ୍ଟାଧରି ବଦଳା ଯାଇନାହିଁ ତେବେ ଏହି ଛାଞ୍ଚଟିକୁ ବାହାର କରିଦିଅନ୍ତୁ |

ଜୈବଭୌଗୋଳିକକ୍ଷେତ୍ର ବା ଜୈବଭୂମଣ୍ଡଳୀୟକ୍ଷେତ୍ର ବା ଇକୋକ୍ଷେତ୍ର, ହେଉଛି ପୃଥିବୀର ଜୈବଭୌଗୋଳିକ ବିଭାଜନ ଯେଉଁଥିରେ ପ୍ରାକୃତିକ ଭାବେ ବସବାସ କରୁଥିବା ଜୀବମାନେ ପ୍ରାୟ ସମାନ । ଜୈବବସ୍ତୁତ୍ୱ ଏବଂ ବାସସ୍ଥାନ ଆଧାରରେ ଏଗୁଡ଼ିକୁ ଜୈବାଞ୍ଚଳରେ ପୁନଃ ବିଭକ୍ତ କରାଯାଇଥାଏ ।[୨]
ସାଧାରଣତଃ କେତେକ ପ୍ରାକୃତିକ ସଂରଚନା, ଯେପରିକି ବିଶାଳ ପର୍ବତ କିମ୍ବା ପର୍ବତମାଳା, ସୁବିସ୍ତୃତ ନଦନଦୀ, ତଦ୍-ବିସ୍ତୃତ ସମୁଦ୍ର ଇତ୍ୟାଦି, ଜୀବମାନଙ୍କୁ ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ବର୍ଷ ଧରି ବାନ୍ଧି ରଖିଥାଏ । ଫଳରେ ସେହି କ୍ଷେତ୍ରରେ ରହୁଥିବା ଜୀବମାନେ ଅନ୍ୟ କ୍ଷେତ୍ରର ଜୀବମାନଙ୍କ ସହ ମିଳିମିଶି ପାରନ୍ତି ନାହିଁ ।[୩]
ଜୈବଭୌଗୋଳିକ କ୍ଷେତ୍ରଗୁଡ଼ିକ ଉଦ୍ଭିଦବିଜ୍ଞାନର ଉଦ୍ଭିଦଭୌଗୋଳିକ କ୍ଷେତ୍ର ଏବଂ ପ୍ରାଣୀବିଜ୍ଞାନର ପ୍ରାଣୀଭୌଗୋଳିକ କ୍ଷେତ୍ର ପରି ଅଟେ ।[୪]
ବିଷୟବସ୍ତୁର ଇତିହାସ[ସମ୍ପାଦନା]
ଉଦ୍ବର୍ଦି (୧୯୭୫)ର ଜୈବଭୌଗୋଳିକ କ୍ଷେତ୍ରଗୁଡ଼ିକ ଜୈବ-ବର୍ଗୀକରଣ ଆଧାରରେ ବର୍ଣ୍ଣିତ ହୋଇଛି ।[୫] ଏହାର ସ୍ତରଗୁଡ଼ିକ ଊଣାଅଧିକେ ଉଦ୍ଭିଦଭୌଗୋଳିକ କ୍ଷେତ୍ର ଏବଂ ପ୍ରାଣୀଭୌଗୋଳିକ କ୍ଷେତ୍ର ପରି ।[୬]
ଆଧାର[ସମ୍ପାଦନା]
- ↑ "Biogeographic Realms", Encyclopedia of Entomology, Kluwer Academic Publishers, pp. 297–297, ISBN 0-7923-8670-1, retrieved 2020-10-20
- ↑ Vilhena, Daril A.; Antonelli, Alexandre (2015-04-24). "A network approach for identifying and delimiting biogeographical regions". Nature Communications. 6 (1). doi:10.1038/ncomms7848. ISSN 2041-1723.
- ↑ "Ecozones". BBC Nature.
- ↑ "Zoogeographic Realms", SpringerReference, Springer-Verlag, retrieved 2020-10-20
- ↑ "Biogeographic Realms", Encyclopedia of Entomology, Kluwer Academic Publishers, pp. 297–297, ISBN 0-7923-8670-1, retrieved 2020-10-20
- ↑ "Floristic Kingdoms", Encyclopedia of Entomology, Kluwer Academic Publishers, pp. 883–883, ISBN 0-7923-8670-1, retrieved 2020-10-20