ଜେମ୍‌ସ ୱାଟ

ଉଇକିପିଡ଼ିଆ‌ରୁ
ଜେମ୍‌ସ ୱାଟ ୱାଟ
ଜେମ୍‌ସ ୱାଟଙ୍କ ଛବି(୧୭୩୬-୧୮୧୯)
Born(1736-01-19)୧୯ ଜାନୁଆରୀ ୧୭୩୬
ସ୍କଟ୍‌ଲ୍ୟାଣ୍ଡ
Died୨୫ ଅଗଷ୍ଟ ୧୮୧୯(1819-08-25) (ବୟସ ୮୩)
ଇଂଲଣ୍ଡ୍
Nationalityସ୍କଟ୍ଲ୍ୟାଣ୍ଡୀୟ
Citizenshipବିଲାତି
Known forବାଷ୍ପଚାଳିତ ଯନ୍ତ୍ର
ବିଜ୍ଞାନୀ ଜୀବନ
କ୍ଷେତ୍ରଉଦ୍ଭାବକ ଏବଂ ଯନ୍ତ୍ର ବିଜ୍ଞାନୀ
କର୍ମାନୁଷ୍ଠାନଗ୍ଲାସ୍‌ଗୋ ବିଶ୍ୱବିଦ୍ୟାଳୟ
ବୋଲ୍ଟନ୍ ଓ ୱାଟ
Signature

ଜେମ୍‌ସ ୱାଟ ୱାଟ ହେଉଛନ୍ତି ଜଣେ ସ୍କଟଲ୍ୟାଣ୍ଡୀୟ ଉଦ୍ଭାବକ ଓ ଯନ୍ତ୍ର ବିଜ୍ଞାନୀ । ବାଷ୍ପଚାଳିତ ଯନ୍ତ୍ରରେ ସେ କରିଥିବା ଉନ୍ନତି ଶିଳ୍ପ ବିପ୍ଳବ ସମୟରେ ଏକ ନୂତନ ଦିଗ ଉନ୍ମୋଚନ କରିଥିଲା ।[୨]

ଗ୍ଲାସ୍‌ଗୋ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଥିବାବେଳେ ସେ ବାଷ୍ପଚାଳିତ ଯନ୍ତ୍ର ପ୍ରତି ଆଗ୍ରହୀ ହେଲେ । ସେ ଅନୁଭବ କଲେ ଯେ ତତ୍କାଳୀନ ଯନ୍ତ୍ର ଅନେକ ଶକ୍ତି ଅପଚୟ କରୁଛନ୍ତି । ସେ ଯନ୍ତ୍ରରେ ଏମିତି ପରିବର୍ତ୍ତନ କଲେ ଯାହା କାର୍ଯ୍ୟଦକ୍ଷତା ବଢାଇବା ସହ ଶକ୍ତି ମଧ୍ୟ ସଞ୍ଚୟ କଲା ।

ସେ ଅଶ୍ୱକ୍ଷମତା ଶବ୍ଦର ପ୍ରଚଳନ କରିଥିଲେ । [୩]ତାଙ୍କ ନାମାନୁସାରେ ଶକ୍ତିର ଏକକକୁ ୱାଟ କୁହାଯାଏ ।

ଆଧାର[ସମ୍ପାଦନା]

  1. Carnegie, Andrew. James Watt. The Minerva Group, Inc. p. 215. ISBN 0898755786, 9780898755787. {{cite book}}: Check |isbn= value: invalid character (help)
  2. Hart, Michael H. (2000). The 100: A Ranking of the Most Influential Persons in History. New York: Citadel. ISBN 0-89104-175-3. {{cite book}}: Invalid |ref=harv (help)
  3. Lira, Carl (2001). "Biography of James Watt". egr.msu.edu. Retrieved 5 July 2010.