ଜେମ୍ସ ୱାଟ
ଦେଖଣା
ଜେମ୍ସ ୱାଟ ୱାଟ | |
---|---|
ଜନ୍ମ | ସ୍କଟ୍ଲ୍ୟାଣ୍ଡ | ୧୯ ଜାନୁଆରୀ ୧୭୩୬
ମୃତ୍ୟୁ | ୨୫ ଅଗଷ୍ଟ ୧୮୧୯ ଇଂଲଣ୍ଡ୍ | (ବୟସ ୮୩)
ଜାତୀୟତା | ସ୍କଟ୍ଲ୍ୟାଣ୍ଡୀୟ |
ଜାତୀୟତା | ବିଲାତି |
ପ୍ରସିଦ୍ଧି | ବାଷ୍ପଚାଳିତ ଯନ୍ତ୍ର |
ବିଜ୍ଞାନୀ ଜୀବନ | |
କ୍ଷେତ୍ର | ଉଦ୍ଭାବକ ଏବଂ ଯନ୍ତ୍ର ବିଜ୍ଞାନୀ |
କର୍ମାନୁଷ୍ଠାନ | ଗ୍ଲାସ୍ଗୋ ବିଶ୍ୱବିଦ୍ୟାଳୟ ବୋଲ୍ଟନ୍ ଓ ୱାଟ |
ଦସ୍ତଖତ | |
ଜେମ୍ସ ୱାଟ ୱାଟ ହେଉଛନ୍ତି ଜଣେ ସ୍କଟଲ୍ୟାଣ୍ଡୀୟ ଉଦ୍ଭାବକ ଓ ଯନ୍ତ୍ର ବିଜ୍ଞାନୀ । ବାଷ୍ପଚାଳିତ ଯନ୍ତ୍ରରେ ସେ କରିଥିବା ଉନ୍ନତି ଶିଳ୍ପ ବିପ୍ଳବ ସମୟରେ ଏକ ନୂତନ ଦିଗ ଉନ୍ମୋଚନ କରିଥିଲା ।[୨]
ଗ୍ଲାସ୍ଗୋ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଥିବାବେଳେ ସେ ବାଷ୍ପଚାଳିତ ଯନ୍ତ୍ର ପ୍ରତି ଆଗ୍ରହୀ ହେଲେ । ସେ ଅନୁଭବ କଲେ ଯେ ତତ୍କାଳୀନ ଯନ୍ତ୍ର ଅନେକ ଶକ୍ତି ଅପଚୟ କରୁଛନ୍ତି । ସେ ଯନ୍ତ୍ରରେ ଏମିତି ପରିବର୍ତ୍ତନ କଲେ ଯାହା କାର୍ଯ୍ୟଦକ୍ଷତା ବଢାଇବା ସହ ଶକ୍ତି ମଧ୍ୟ ସଞ୍ଚୟ କଲା ।
ସେ ଅଶ୍ୱକ୍ଷମତା ଶବ୍ଦର ପ୍ରଚଳନ କରିଥିଲେ ।[୩]ତାଙ୍କ ନାମାନୁସାରେ ଶକ୍ତିର ଏକକକୁ ୱାଟ କୁହାଯାଏ ।
ଆଧାର
[ସମ୍ପାଦନା]- ↑ Carnegie, Andrew. James Watt. The Minerva Group, Inc. p. 215. ISBN 0898755786, 9780898755787.
{{cite book}}
: Check|isbn=
value: invalid character (help) - ↑ Hart, Michael H. (2000). The 100: A Ranking of the Most Influential Persons in History. New York: Citadel. ISBN 0-89104-175-3.
{{cite book}}
: Invalid|ref=harv
(help) - ↑ Lira, Carl (2001). "Biography of James Watt". egr.msu.edu. Retrieved 5 July 2010.