ଜେନି (ଅଭିନେତା)

ଉଇକିପିଡ଼ିଆ‌ରୁ
ଜେନି
ଜନ୍ମ
ପୋଲ୍ଲାପ୍ରଗାଡ଼ା ଜନାର୍ଦ୍ଦନ ରାଓ

ବୃତ୍ତିଅଭିନେତା
ସକ୍ରିୟ ବର୍ଷ୧୯୮୦ ଦଶକ – ଏବେଯାଏଁ

ପୋଲ୍ଲାପ୍ରଗାଡ଼ା ଜନାର୍ଦ୍ଦନ ରାଓ ଜଣେ ଭାରତୀୟ ହାସ୍ୟ ଅଭିନେତା ଯିଏକି ତାଙ୍କ ମଞ୍ଚନାମ ଜେନି ଭାବରେ ଜଣାଶୁଣା ।[୧] ସେ ମୁଖ୍ୟତଃ ତେଲୁଗୁ କଥାଚିତ୍ର ଏବଂ ତେଲୁଗୁ ଦୂରଦର୍ଶନ ଧାରାବାହିକ ଆଦିରେ ଅଭିନୟ କରନ୍ତି । ସେ ଆନ୍ଧ୍ରପ୍ରଦେଶର ଗୋଦାବରୀ ଜିଲ୍ଲାର ଏକ ତେଲୁଗୁ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ମୂକ ଅଭିନେତା । ସେ ଭାରତ ତଥା ବିଦେଶରେ ୧୦୦୦ରୁ ଅଧିକ କାର୍ଯ୍ୟକ୍ରମରେ ଅଭିନୟ କରିଛନ୍ତି । ସେ ୪୦୦ରୁ ଅଧିକ କଥାଚିତ୍ର ଏବଂ ଦୂରଦର୍ଶନ ଧାରାବାହିକ ତଥା କାର୍ଯ୍ୟକ୍ରମ ଆଦିରେ ଜଣେ ହାସ୍ୟ କଳାକାର ଭାବରେ ଅଭିନୟ କରିଛନ୍ତି । ଅନେକ ସରକାରୀ ଅନୁଦାନ ପ୍ରାପ୍ତ ଦୂରଦର୍ଶନ ବିଜ୍ଞାପନରେ ସେ ମୂକ ଅଭିନୟ କରିଛନ୍ତି ।

ଅଭିନୀତ କଥାଚିତ୍ର (ଆଂଶିକ)[ସମ୍ପାଦନା]

  • ଇନ୍ସପେକ୍ଟର ଅଶ୍ୱିନୀ
  • ପାଦମତି ସନ୍ଧ୍ୟା ରାଗମ୍ (୧୯୮୭)
  • ଆହା ନା ପେଲ୍ଲାଣ୍ଟା (୧୯୮୭)
  • ବିଜୟ (୧୯୮୯)
  • ହେଲୋ ବ୍ରଦର୍ (୧୯୯୪)
  • ଯମଳୀଳା (୧୯୯୪)
  • ପଲ୍ଲି ସାନ୍ଦାଦି (୧୯୯୬)
  • ଷ୍ଟ୍ରିଟ୍ ଫାଇଟର୍ (୧୯୯୫)
  • ଆନଗନଗା ଓକା ରୋଜୁ (୧୯୯୭)
  • ଅନ୍ନମୟା (୧୯୯୭)
  • ମାଷ୍ଟର୍ (୧୯୯୭)
  • ଆନନ୍ଦମ୍ (୨୦୦୧)
  • ଜୟମ୍ (୨୦୦୨)
  • ଟାଗୋର୍ (୨୦୦୩)
  • ଭିଲ୍ଲେନ୍ (୨୦୦୩)
  • ସିହ୍ମାଚଳମ୍ (୨୦୦୩)
  • ନେନୁ (୨୦୦୪)
  • ପେଦାବାବୁ (୨୦୦୪)
  • ନେନୁନ୍ନାନୁ (୨୦୦୪)
  • ପେଲ୍ଲୀବରମଣ୍ଡି
  • ସତ୍ୟମ୍ (୨୦୦୩)
  • ଶ୍ଲୋକମ୍ (୨୦୦୫)
  • ସାମାନ୍ୟୁଡ଼ୁ (୨୦୦୬)
  • ଭିକ୍ଟର୍ (୨୦୦୮)
  • ଚୁପୁଲି କାଲାସିନା ଶୁଭବେଳା
  • ଡାବ୍ବୁ ଭାଲେ ଜାବ୍ବୁ
  • ପ୍ରେମିଞ୍ଚୁକୁନ୍ନମ୍ ପେଲ୍ଲିକି ରଣ୍ଡି (୨୦୦୪)
  • ରେଡ୍ଡି (୨୦୦୮)
  • ପାଣ୍ଡୁରଙ୍ଗାଡ଼ୁ (୨୦୦୮)
  • ଶୁଭପ୍ରଦମ୍ (୨୦୧୦)
  • ନମୋ ଭେଙ୍କଟେଶା (୨୦୧୦)
  • ପରମ ବୀର ଚକ୍ର (୨୦୧୧)
  • ଗନ୍‍ସଟ୍
  • ଶିରିଡ଼ି ସାଇ (୨୦୧୨)
  • ଆୟାରେ (୨୦୧୨)
  • ସେବାକୁଡ଼ୁ (୨୦୧୩)
  • ନାୟକ (୨୦୧୩)
  • ଆଗାଡ଼ୁ (୨୦୧୪)
  • କ୍ୟାଶ୍
  • ଇନ୍ସପେକ୍ଟର
  • ସାମନ୍ତାକାମାନି (୨୦୧୭)
  • ପ୍ଲେ ବ୍ୟାକ୍ (୨୦୨୧)
  • ଅମୃତମ୍ (୨୦୦୧ - ୨୦୦୭) - ଧାରାବାହିକ

ଆଧାର[ସମ୍ପାଦନା]

  1. "Pollapragada Janardhana Rao Jenny". Telugu Go. 2011-11-29. Archived from the original on 25 June 2012. Retrieved 2012-10-05.

ବାହାର ଲିଙ୍କ୍[ସମ୍ପାଦନା]

  • ଇଣ୍ଟରନେଟ ମୁଭି ଡାଟାବେସରେ ଜେନି