ଜେନି (ଅଭିନେତା)
Appearance
ଜେନି | |
---|---|
ଜନ୍ମ | ପୋଲ୍ଲାପ୍ରଗାଡ଼ା ଜନାର୍ଦ୍ଦନ ରାଓ |
ବୃତ୍ତି | ଅଭିନେତା |
ସକ୍ରିୟ ବର୍ଷ | ୧୯୮୦ ଦଶକ – ଏବେଯାଏଁ |
ପୋଲ୍ଲାପ୍ରଗାଡ଼ା ଜନାର୍ଦ୍ଦନ ରାଓ ଜଣେ ଭାରତୀୟ ହାସ୍ୟ ଅଭିନେତା ଯିଏକି ତାଙ୍କ ମଞ୍ଚନାମ ଜେନି ଭାବରେ ଜଣାଶୁଣା ।[୧] ସେ ମୁଖ୍ୟତଃ ତେଲୁଗୁ କଥାଚିତ୍ର ଏବଂ ତେଲୁଗୁ ଦୂରଦର୍ଶନ ଧାରାବାହିକ ଆଦିରେ ଅଭିନୟ କରନ୍ତି । ସେ ଆନ୍ଧ୍ରପ୍ରଦେଶର ଗୋଦାବରୀ ଜିଲ୍ଲାର ଏକ ତେଲୁଗୁ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ମୂକ ଅଭିନେତା । ସେ ଭାରତ ତଥା ବିଦେଶରେ ୧୦୦୦ରୁ ଅଧିକ କାର୍ଯ୍ୟକ୍ରମରେ ଅଭିନୟ କରିଛନ୍ତି । ସେ ୪୦୦ରୁ ଅଧିକ କଥାଚିତ୍ର ଏବଂ ଦୂରଦର୍ଶନ ଧାରାବାହିକ ତଥା କାର୍ଯ୍ୟକ୍ରମ ଆଦିରେ ଜଣେ ହାସ୍ୟ କଳାକାର ଭାବରେ ଅଭିନୟ କରିଛନ୍ତି । ଅନେକ ସରକାରୀ ଅନୁଦାନ ପ୍ରାପ୍ତ ଦୂରଦର୍ଶନ ବିଜ୍ଞାପନରେ ସେ ମୂକ ଅଭିନୟ କରିଛନ୍ତି ।
ଅଭିନୀତ କଥାଚିତ୍ର (ଆଂଶିକ)
[ସମ୍ପାଦନା]- ଇନ୍ସପେକ୍ଟର ଅଶ୍ୱିନୀ
- ପାଦମତି ସନ୍ଧ୍ୟା ରାଗମ୍ (୧୯୮୭)
- ଆହା ନା ପେଲ୍ଲାଣ୍ଟା (୧୯୮୭)
- ବିଜୟ (୧୯୮୯)
- ହେଲୋ ବ୍ରଦର୍ (୧୯୯୪)
- ଯମଳୀଳା (୧୯୯୪)
- ପଲ୍ଲି ସାନ୍ଦାଦି (୧୯୯୬)
- ଷ୍ଟ୍ରିଟ୍ ଫାଇଟର୍ (୧୯୯୫)
- ଆନଗନଗା ଓକା ରୋଜୁ (୧୯୯୭)
- ଅନ୍ନମୟା (୧୯୯୭)
- ମାଷ୍ଟର୍ (୧୯୯୭)
- ଆନନ୍ଦମ୍ (୨୦୦୧)
- ଜୟମ୍ (୨୦୦୨)
- ଟାଗୋର୍ (୨୦୦୩)
- ଭିଲ୍ଲେନ୍ (୨୦୦୩)
- ସିହ୍ମାଚଳମ୍ (୨୦୦୩)
- ନେନୁ (୨୦୦୪)
- ପେଦାବାବୁ (୨୦୦୪)
- ନେନୁନ୍ନାନୁ (୨୦୦୪)
- ପେଲ୍ଲୀବରମଣ୍ଡି
- ସତ୍ୟମ୍ (୨୦୦୩)
- ଶ୍ଲୋକମ୍ (୨୦୦୫)
- ସାମାନ୍ୟୁଡ଼ୁ (୨୦୦୬)
- ଭିକ୍ଟର୍ (୨୦୦୮)
- ଚୁପୁଲି କାଲାସିନା ଶୁଭବେଳା
- ଡାବ୍ବୁ ଭାଲେ ଜାବ୍ବୁ
- ପ୍ରେମିଞ୍ଚୁକୁନ୍ନମ୍ ପେଲ୍ଲିକି ରଣ୍ଡି (୨୦୦୪)
- ରେଡ୍ଡି (୨୦୦୮)
- ପାଣ୍ଡୁରଙ୍ଗାଡ଼ୁ (୨୦୦୮)
- ଶୁଭପ୍ରଦମ୍ (୨୦୧୦)
- ନମୋ ଭେଙ୍କଟେଶା (୨୦୧୦)
- ପରମ ବୀର ଚକ୍ର (୨୦୧୧)
- ଗନ୍ସଟ୍
- ଶିରିଡ଼ି ସାଇ (୨୦୧୨)
- ଆୟାରେ (୨୦୧୨)
- ସେବାକୁଡ଼ୁ (୨୦୧୩)
- ନାୟକ (୨୦୧୩)
- ଆଗାଡ଼ୁ (୨୦୧୪)
- କ୍ୟାଶ୍
- ଇନ୍ସପେକ୍ଟର
- ସାମନ୍ତାକାମାନି (୨୦୧୭)
- ପ୍ଲେ ବ୍ୟାକ୍ (୨୦୨୧)
- ଅମୃତମ୍ (୨୦୦୧ - ୨୦୦୭) - ଧାରାବାହିକ
ଆଧାର
[ସମ୍ପାଦନା]- ↑ "Pollapragada Janardhana Rao Jenny". Telugu Go. 2011-11-29. Archived from the original on 25 June 2012. Retrieved 2012-10-05.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଜେନି