ଜିୟାମାତା ଉଦ୍ୟାନ , ମୁମ୍ବାଇ
ଦେଖଣା
ଜିଯାମାତା ଉଦ୍ୟାନ, ପୂର୍ବରୁ ରାଣିଚି ବାଗ ( ରାଣୀଙ୍କ ବଗିଚା ) ନାମରେ ପରିଚିତ ଥିବା ଏକ ଉଦ୍ୟାନ ଯାହା ଭାରତୀୟ ରାଜ୍ୟ ମହାରାଷ୍ଟ୍ରର ମୁମ୍ବାଇ ସହରରେ ଅବସ୍ଥିତ । ବ୍ରିଟିଶ ଅମଳରେ ଏହାକୁ ଭିକ୍ଟୋରିଆ ଉଦ୍ୟାନ କୁହାଯାଉଥିଲା । ଏଠାରେ ଏକ ଚିଡିଆଖାନା ମଧ୍ୟ ରହିଛି । ଏହା ମୁମ୍ବାଇ ସହରର କେନ୍ଦ୍ରାଞ୍ଚଳ ବୈକୁଲାଠାରେ ଅବସ୍ଥିତ ଓ ଏହା 1861 ମସିହାରେ ସ୍ଥାପିତ ହେଇଥିଲା । ଏହା ଭାରତର ଏକ ସର୍ବପୁରାତନ ଚିଡିଆଖାନା । ଏହାକୁ ଏକ ସମୟରେ ବୀରମାତା ଯିଯାବାଇ ଭୋଂସଲେ ଉଦ୍ୟାନ ନାମରେ ମଧ୍ୟ କୁହାଯାଉଥିଲା ।
- Jijamata Udyaan Clocktower
- Dr. Bhaudaji Lad Museum, Byculla
ନୋଟ ସବୁ
[ସମ୍ପାଦନା]- "Search Establishment". cza.nic.in.
- "Jijamata Udyan Zoo" Archived 2011-05-24 at the Wayback Machine.. clickindia.com.